‘ମୁଁ କ’ଣ ଶୁଣିଲି, ଅମାନିଆ ହେଲେ କରୋନା ହଉଚି’

The Sakala Picture
Published On

ବାଲିପାଟଣା : ଗତ କିଛିଦିନ ତଳେ ଭାଇରାଲ ବୟ ତ୍ରୈଲୋକ୍ୟଙ୍କ “ମୁଁ ପ୍ରଥମ ଶ୍ରେଣୀରେ ପଢୁଛି” ଗୀତ ଭାଇରାଲ ହେବା ପରେ ଏବେ ତାଙ୍କ କଣ୍ଠରେ କରୋନା ସଚେତନତା ନେଇ ନୂଆ ଏକ ଗୀତ ରିଲିଜ ହେବାକୁ ଯାଉଛି । ଭଇରାଲ ବୟ ତ୍ରୈଲୋକ୍ୟଙ୍କ ସହ ଗୀତରେ ଆସିବେ ଅଭିଜିତ ମଜୁମ୍‌ଦାର୍। ଗୀତର ମୁଖୁଡ଼ାରେ ରହିଛି ମୁଁ କଣ ଶୁଣିଲି ଅମାନିଆ ହେଲେ କରୋନା ହଉଚି’। ଅଭିଜିତ୍ ମଜୁମଦାରଙ୍କ ସହ ଭାଇରାଲ ବୟ ତ୍ରୈଲୋକ୍ୟଙ୍କର ଏକ ନୂଆ […]

ବାଲିପାଟଣା : ଗତ କିଛିଦିନ ତଳେ ଭାଇରାଲ ବୟ ତ୍ରୈଲୋକ୍ୟଙ୍କ “ମୁଁ ପ୍ରଥମ ଶ୍ରେଣୀରେ ପଢୁଛି” ଗୀତ ଭାଇରାଲ ହେବା ପରେ ଏବେ ତାଙ୍କ କଣ୍ଠରେ କରୋନା ସଚେତନତା ନେଇ ନୂଆ ଏକ ଗୀତ ରିଲିଜ ହେବାକୁ ଯାଉଛି । ଭଇରାଲ ବୟ ତ୍ରୈଲୋକ୍ୟଙ୍କ ସହ ଗୀତରେ ଆସିବେ ଅଭିଜିତ ମଜୁମ୍‌ଦାର୍। ଗୀତର ମୁଖୁଡ଼ାରେ ରହିଛି ମୁଁ କଣ ଶୁଣିଲି ଅମାନିଆ ହେଲେ କରୋନା ହଉଚି’। ଅଭିଜିତ୍ ମଜୁମଦାରଙ୍କ ସହ ଭାଇରାଲ ବୟ ତ୍ରୈଲୋକ୍ୟଙ୍କର ଏକ ନୂଆ ଗୀତ ରେକର୍ଡିଂ ହୋଇଛି। ଏହି ଗୀତରେ କରୋନା ମହାମାରୀକୁ ନେଇ ସଚେତନ ବାର୍ଭା ରହିଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ମୁଁ ସାବୁନରେ ହାତ ଧୋଇବି । ମୁଁ ଘର ଭିତରେ ରହୁଚି। ମୁଁ କଣ ଶୁଣିଲି ଅମାନିଆ ହେଲେ କରୋନା ହେଉଛି । ଏଭଳି ସଚେତନ ବାର୍ଷା ସହ କୋଭିତ ଯୋଦ୍ଧାଙ୍କୁ ଗୀତରେ ପ୍ରଶଂସା କରାଯାଇଛି । ମୁଁ ବଳରେ ପଢୁଛି କହି ସାରା ଓଡ଼ିଶାରେ ଭାଇରାଲ୍ ହୋଇଥିଲେ ବାଲିପାଟଣା ଆପଣାକୁଦ ଗ୍ରାମର ତ୍ରୈଲୋକ୍ୟ ରାୟ ତ୍ରୈଲୋକ୍ୟଙ୍କର ଅନେକ ଗୀତ ମଧ୍ୟ ସଫଳତା ହାସଲ କରିଛି

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ମାଓ ଦମନ ଅଭିଯାନକୁ ବଡ଼ ସଫଳତା: ଆତ୍ମସମର୍ପଣ କଲେ ୧୦ ହାର୍ଡକୋର ମାଓବାଦୀ

25 Jun 2021 By The Sakala

‘ମୁଁ କ’ଣ ଶୁଣିଲି, ଅମାନିଆ ହେଲେ କରୋନା ହଉଚି’

ବାଲିପାଟଣା : ଗତ କିଛିଦିନ ତଳେ ଭାଇରାଲ ବୟ ତ୍ରୈଲୋକ୍ୟଙ୍କ “ମୁଁ ପ୍ରଥମ ଶ୍ରେଣୀରେ ପଢୁଛି” ଗୀତ ଭାଇରାଲ ହେବା ପରେ ଏବେ ତାଙ୍କ କଣ୍ଠରେ କରୋନା ସଚେତନତା ନେଇ ନୂଆ ଏକ ଗୀତ ରିଲିଜ ହେବାକୁ ଯାଉଛି । ଭଇରାଲ ବୟ ତ୍ରୈଲୋକ୍ୟଙ୍କ ସହ ଗୀତରେ ଆସିବେ ଅଭିଜିତ ମଜୁମ୍‌ଦାର୍। ଗୀତର ମୁଖୁଡ଼ାରେ ରହିଛି ମୁଁ କଣ ଶୁଣିଲି ଅମାନିଆ ହେଲେ କରୋନା ହଉଚି’। ଅଭିଜିତ୍ ମଜୁମଦାରଙ୍କ ସହ ଭାଇରାଲ ବୟ ତ୍ରୈଲୋକ୍ୟଙ୍କର ଏକ ନୂଆ ଗୀତ ରେକର୍ଡିଂ ହୋଇଛି। ଏହି ଗୀତରେ କରୋନା ମହାମାରୀକୁ ନେଇ ସଚେତନ ବାର୍ଭା ରହିଛି ।

ମୁଁ ସାବୁନରେ ହାତ ଧୋଇବି । ମୁଁ ଘର ଭିତରେ ରହୁଚି। ମୁଁ କଣ ଶୁଣିଲି ଅମାନିଆ ହେଲେ କରୋନା ହେଉଛି । ଏଭଳି ସଚେତନ ବାର୍ଷା ସହ କୋଭିତ ଯୋଦ୍ଧାଙ୍କୁ ଗୀତରେ ପ୍ରଶଂସା କରାଯାଇଛି । ମୁଁ ବଳରେ ପଢୁଛି କହି ସାରା ଓଡ଼ିଶାରେ ଭାଇରାଲ୍ ହୋଇଥିଲେ ବାଲିପାଟଣା ଆପଣାକୁଦ ଗ୍ରାମର ତ୍ରୈଲୋକ୍ୟ ରାୟ ତ୍ରୈଲୋକ୍ୟଙ୍କର ଅନେକ ଗୀତ ମଧ୍ୟ ସଫଳତା ହାସଲ କରିଛି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର