ଉତ୍କଳ ଦିବସରେ ମୁକ୍ତିଲାଭ କରିବ ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ନେଇ ସଙ୍ଗୀତ, ‘ମୁଁ ବିଜୁ ବାବୁ ପରି ହେବି’

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କୁ ନେଇ ପ୍ରସ୍ତୁତ ହୋଇଛି ସଂଗୀତ ‘ମୁଁ ବିଜୁ ବାବୁ ପରି ହେବି’ । ଏଥିରେ ପ୍ରଥମ ଥର ପାଇଁ ବିଧାୟକ, ମନ୍ତ୍ରୀ ଓ ନେତା ଅଭିନୟ କରିଛନ୍ତି । ଗୀତଟିକୁ ଗୀତିକାର ତପୁନାୟକ ଲେଖିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜାପାନୀ ଭାଇ । ଆଧୁନିକ ଓଡ଼ିଶାର ନିର୍ମାତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ରଚାଯାଇଛି ସଂଗୀତ । ବିଜୁ ବାବୁଙ୍କର ବୀରତ୍ୱ, ଆଦର୍ଶ […]

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କୁ ନେଇ ପ୍ରସ୍ତୁତ ହୋଇଛି ସଂଗୀତ ‘ମୁଁ ବିଜୁ ବାବୁ ପରି ହେବି’ । ଏଥିରେ ପ୍ରଥମ ଥର ପାଇଁ ବିଧାୟକ, ମନ୍ତ୍ରୀ ଓ ନେତା ଅଭିନୟ କରିଛନ୍ତି । ଗୀତଟିକୁ ଗୀତିକାର ତପୁନାୟକ ଲେଖିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜାପାନୀ ଭାଇ । ଆଧୁନିକ ଓଡ଼ିଶାର ନିର୍ମାତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ରଚାଯାଇଛି ସଂଗୀତ । ବିଜୁ ବାବୁଙ୍କର ବୀରତ୍ୱ, ଆଦର୍ଶ ଓ ସାହାସିକତାକୁ ସଂଗୀତରେ ଦିଆଯାଇଛି ସ୍ଥାନ ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ାରେ ଏନକାଉଣ୍ଟର, ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନ ଆହତ

ଆହୁରି ପଢ଼ନ୍ତୁ: କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ଘଟଣାକୁ ନେଇ ବର୍ଷିଲା ବିଜେଡି; ଅଭିଯୁକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେଉ

ସଂକଳ୍ପର ସାତ ସୂରରେ ସଂଗୀତ, ମୁଁ ବିଜୁ ବାବୁ ପରି ହେବି । ଝଡ଼ର ଇଗଲଙ୍କୁ ନେଇ ପ୍ରସ୍ତୁତ ସଂଗୀତ ଓଡ଼ିଶାବାସୀଙ୍କୁ ବେଶ ପସନ୍ଦ ଲାଗିବ ବୋଲି କହିଛନ୍ତି ଗୀତିକାର ତପୁ ନାୟକ । ପ୍ରତିଟି ଓଡ଼ିଆଙ୍କର ଗର୍ବ ଓ ଗୌରବ ବିଜୁ ବାବୁଙ୍କୁ ନେଇ କରାଯାଇଥିବା ଗୀତରେ ଅଭିନୟ କରିଛନ୍ତି ମନ୍ତ୍ରୀ ଓ ବିଧାୟକ । ଏଥିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ଅରୁଣ ସାହୁ, ସମୀର ଦାସ, ଜ୍ୟୋତି ପ୍ରକାଶ ପାଣିଗ୍ରାହି, ତୁଷାର କାନ୍ତି ବେହାରା ଓ ବିଧାୟକ ସୁଶାନ୍ତ ରାଉତ, ପ୍ରଶାନ୍ତ ମୁଦୁଲୀ, ବ୍ରଜ ପ୍ରଧାନ ଅଭିନୟ କରିଛନ୍ତି । ଏହାସହିତ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ମଧ୍ୟ ଏହି ଗୀତରେ ନଜର ଆସିଛନ୍ତି । ସଂଗୀତ ନିର୍ଦ୍ଦେଶକ ଜାପାନୀ ଭାଇ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ କଣ୍ଠଦାନ କରିଛନ୍ତି ଗାୟକ ଋତୁରାଜ ମହାନ୍ତି । ଗୀତଟି ଆସନ୍ତା ଏପ୍ରିଲ ୧ ତାରିଖ ଉତ୍କଳ ଦିବସରେ ରିଲିଜ ହେବାକୁ ଥିବା ବେଳେ ଏହାର ଟିଜରକୁ ସୋସିଆଲ ମିଡିଆରେ ବେଶ୍ ପ୍ରଶଂସା ସାଉଁଟିଛି ।

ଆହୁରି ପଢ଼ନ୍ତୁ: କାଠଯୋଡି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

31 Mar 2021 By The Sakala

ଉତ୍କଳ ଦିବସରେ ମୁକ୍ତିଲାଭ କରିବ ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ନେଇ ସଙ୍ଗୀତ, ‘ମୁଁ ବିଜୁ ବାବୁ ପରି ହେବି’

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କୁ ନେଇ ପ୍ରସ୍ତୁତ ହୋଇଛି ସଂଗୀତ ‘ମୁଁ ବିଜୁ ବାବୁ ପରି ହେବି’ । ଏଥିରେ ପ୍ରଥମ ଥର ପାଇଁ ବିଧାୟକ, ମନ୍ତ୍ରୀ ଓ ନେତା ଅଭିନୟ କରିଛନ୍ତି । ଗୀତଟିକୁ ଗୀତିକାର ତପୁନାୟକ ଲେଖିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜାପାନୀ ଭାଇ । ଆଧୁନିକ ଓଡ଼ିଶାର ନିର୍ମାତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ରଚାଯାଇଛି ସଂଗୀତ । ବିଜୁ ବାବୁଙ୍କର ବୀରତ୍ୱ, ଆଦର୍ଶ ଓ ସାହାସିକତାକୁ ସଂଗୀତରେ ଦିଆଯାଇଛି ସ୍ଥାନ ।

ସଂକଳ୍ପର ସାତ ସୂରରେ ସଂଗୀତ, ମୁଁ ବିଜୁ ବାବୁ ପରି ହେବି । ଝଡ଼ର ଇଗଲଙ୍କୁ ନେଇ ପ୍ରସ୍ତୁତ ସଂଗୀତ ଓଡ଼ିଶାବାସୀଙ୍କୁ ବେଶ ପସନ୍ଦ ଲାଗିବ ବୋଲି କହିଛନ୍ତି ଗୀତିକାର ତପୁ ନାୟକ । ପ୍ରତିଟି ଓଡ଼ିଆଙ୍କର ଗର୍ବ ଓ ଗୌରବ ବିଜୁ ବାବୁଙ୍କୁ ନେଇ କରାଯାଇଥିବା ଗୀତରେ ଅଭିନୟ କରିଛନ୍ତି ମନ୍ତ୍ରୀ ଓ ବିଧାୟକ । ଏଥିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ଅରୁଣ ସାହୁ, ସମୀର ଦାସ, ଜ୍ୟୋତି ପ୍ରକାଶ ପାଣିଗ୍ରାହି, ତୁଷାର କାନ୍ତି ବେହାରା ଓ ବିଧାୟକ ସୁଶାନ୍ତ ରାଉତ, ପ୍ରଶାନ୍ତ ମୁଦୁଲୀ, ବ୍ରଜ ପ୍ରଧାନ ଅଭିନୟ କରିଛନ୍ତି । ଏହାସହିତ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ମଧ୍ୟ ଏହି ଗୀତରେ ନଜର ଆସିଛନ୍ତି । ସଂଗୀତ ନିର୍ଦ୍ଦେଶକ ଜାପାନୀ ଭାଇ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ କଣ୍ଠଦାନ କରିଛନ୍ତି ଗାୟକ ଋତୁରାଜ ମହାନ୍ତି । ଗୀତଟି ଆସନ୍ତା ଏପ୍ରିଲ ୧ ତାରିଖ ଉତ୍କଳ ଦିବସରେ ରିଲିଜ ହେବାକୁ ଥିବା ବେଳେ ଏହାର ଟିଜରକୁ ସୋସିଆଲ ମିଡିଆରେ ବେଶ୍ ପ୍ରଶଂସା ସାଉଁଟିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର