CBIର ମୋଷ୍ଟ ୱାଣ୍ଟେଡ୍ ଦ୍ୱିବେନ୍ଦୁ ମହାରଣା ଭୁବନେଶ୍ୱରରୁ ଗିରଫ, ଦିଲ୍ଲୀରେ ଲୋକଙ୍କୁ କୋଟି କୋଟି ଟଙ୍କା ଠକିଥିବା ଅଭିଯୋଗ

Madhusudan Das Picture
Published On

ଭୁବନେଶ୍ୱର: CBIର ମୋଷ୍ଟ ୱାଣ୍ଟେଡ଼ ଦ୍ୱିବେନ୍ଦୁ ମହାରଣା ଗିରଫ । ଆବୁଧାବିରୁ ଭୁବନେଶ୍ୱର ଆସୁଥିବାବେଳେ ଦ୍ୱିବେନ୍ଦୁକୁ ଗିରଫ କଲା ଏୟାରପୋର୍ଟ ପୋଲିସ । ଏୟାରପୋର୍ଟ ଥାନାରେ ଅଭିଯୁକ୍ତକୁ ରଖି ପଚରାଉଚରା କରାଯାଉଛି I ଦ୍ୱିବେନ୍ଦୁ ନାଁରେ ଲୁକ୍ ଆଉଟ୍ ନୋଟିସ୍ (LOC)ଜାରି କରିଥିଲା CBI କୋର୍ଟ । ଦିଲ୍ଲୀରେ ଲୋକଙ୍କ ନିକଟରୁ କୋଟି କୋଟି ଟଙ୍କାର ଘୋଟାଲା କରି ଦୁବାଇ ପଳାଇଥିଲା ଦ୍ୱିବେନ୍ଦୁ । ଦ୍ୱିବେନ୍ଦୁର ଘର କଟକ ଜିଲ୍ଲାରେ ବୋଲି CBI ପକ୍ଷରୁ ସୁଚନା ମିଳିଛି । 

ଆହୁରି ପଢ଼ନ୍ତୁ: ବିଜେଡି ସାଂସଦଙ୍କ କଡ଼ା ସମାଲୋଚନା: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ

30 Oct 2025 By Madhusudan Das

CBIର ମୋଷ୍ଟ ୱାଣ୍ଟେଡ୍ ଦ୍ୱିବେନ୍ଦୁ ମହାରଣା ଭୁବନେଶ୍ୱରରୁ ଗିରଫ, ଦିଲ୍ଲୀରେ ଲୋକଙ୍କୁ କୋଟି କୋଟି ଟଙ୍କା ଠକିଥିବା ଅଭିଯୋଗ

ଭୁବନେଶ୍ୱର: CBIର ମୋଷ୍ଟ ୱାଣ୍ଟେଡ଼ ଦ୍ୱିବେନ୍ଦୁ ମହାରଣା ଗିରଫ । ଆବୁଧାବିରୁ ଭୁବନେଶ୍ୱର ଆସୁଥିବାବେଳେ ଦ୍ୱିବେନ୍ଦୁକୁ ଗିରଫ କଲା ଏୟାରପୋର୍ଟ ପୋଲିସ । ଏୟାରପୋର୍ଟ ଥାନାରେ ଅଭିଯୁକ୍ତକୁ ରଖି ପଚରାଉଚରା କରାଯାଉଛି I ଦ୍ୱିବେନ୍ଦୁ ନାଁରେ ଲୁକ୍ ଆଉଟ୍ ନୋଟିସ୍ (LOC)ଜାରି କରିଥିଲା CBI କୋର୍ଟ । ଦିଲ୍ଲୀରେ ଲୋକଙ୍କ ନିକଟରୁ କୋଟି କୋଟି ଟଙ୍କାର ଘୋଟାଲା କରି ଦୁବାଇ ପଳାଇଥିଲା ଦ୍ୱିବେନ୍ଦୁ । ଦ୍ୱିବେନ୍ଦୁର ଘର କଟକ ଜିଲ୍ଲାରେ ବୋଲି CBI ପକ୍ଷରୁ ସୁଚନା ମିଳିଛି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର