ମୁନସୀ ବନ୍ଧରୁ ଯୁବ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

The Sakala Picture
Published On

ବାରିପଦା: ବାରିପଦା ସହର ଉପକଣ୍ଠ ମୁନସୀ ବନ୍ଧରୁ ଜଣେ ଯୁବ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହକୁ ଟାଉନ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣଙ୍କ ହେଲେ ବାରିପଦା ବିଜୟରାମଚନ୍ଦ୍ରପୁର ୧୭ନଂ ଓ୍ବାର୍ଡର ଦେବଦତ୍ତ ସେଠି। ସେ ଏକ ଘରୋଇ ବ୍ୟାଙ୍କର କର୍ମଚାରୀ। ଗତକାଲି ସନ୍ଧ୍ୟାରୁ ଘରୁ ବାହାରି ଆସି ନିଖୋଜ ଥିଲେ। ଆଜି ସାଙ୍ଗ ସାଥି ତାଙ୍କ ମଟର ସାଇକେଲ ବନ୍ଧ ପାଖରେ ଦେଖି ସନ୍ଦେହ କରିଥିଲେ। ଦମକଳ ବାହିନୀ ପହଞ୍ଚି ପାଣି ଭିତରୁ ତାଙ୍କ […]

ବାରିପଦା: ବାରିପଦା ସହର ଉପକଣ୍ଠ ମୁନସୀ ବନ୍ଧରୁ ଜଣେ ଯୁବ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହକୁ ଟାଉନ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣଙ୍କ ହେଲେ ବାରିପଦା ବିଜୟରାମଚନ୍ଦ୍ରପୁର ୧୭ନଂ ଓ୍ବାର୍ଡର ଦେବଦତ୍ତ ସେଠି। ସେ ଏକ ଘରୋଇ ବ୍ୟାଙ୍କର କର୍ମଚାରୀ। ଗତକାଲି ସନ୍ଧ୍ୟାରୁ ଘରୁ ବାହାରି ଆସି ନିଖୋଜ ଥିଲେ। ଆଜି ସାଙ୍ଗ ସାଥି ତାଙ୍କ ମଟର ସାଇକେଲ ବନ୍ଧ ପାଖରେ ଦେଖି ସନ୍ଦେହ କରିଥିଲେ। ଦମକଳ ବାହିନୀ ପହଞ୍ଚି ପାଣି ଭିତରୁ ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ତେବେ ସେ କେଉଁ ପରିସ୍ଥିତିରେ ପାଣିକୁ ଗଲେ ଏବଂ ତାଙ୍କର କିପରି ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଅପରପକ୍ଷରେ ତାଙ୍କ ମୃତ୍ୟୁ ପାଇଁ ଅନ୍ୟ କେହି ଦାୟୀ ନୁହନ୍ତି ବୋଲି ଏକ ସୁଇସାଇଡିଆଲ ନୋଟ ପୁଲିସ ପାଇଛି । ଶବ ବ୍ୟବଚ୍ଛେଦ ପାଇଁ ପଠାଇ ପୁଲିସ ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଦୋକାନକୁ ମାଡ଼ିଗଲା ପିକଅପ ଭ୍ୟାନ୍, ଜଣେ ମୃତ

09 May 2021 By The Sakala

ମୁନସୀ ବନ୍ଧରୁ ଯୁବ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ବାରିପଦା: ବାରିପଦା ସହର ଉପକଣ୍ଠ ମୁନସୀ ବନ୍ଧରୁ ଜଣେ ଯୁବ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହକୁ ଟାଉନ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣଙ୍କ ହେଲେ ବାରିପଦା ବିଜୟରାମଚନ୍ଦ୍ରପୁର ୧୭ନଂ ଓ୍ବାର୍ଡର ଦେବଦତ୍ତ ସେଠି। ସେ ଏକ ଘରୋଇ ବ୍ୟାଙ୍କର କର୍ମଚାରୀ। ଗତକାଲି ସନ୍ଧ୍ୟାରୁ ଘରୁ ବାହାରି ଆସି ନିଖୋଜ ଥିଲେ। ଆଜି ସାଙ୍ଗ ସାଥି ତାଙ୍କ ମଟର ସାଇକେଲ ବନ୍ଧ ପାଖରେ ଦେଖି ସନ୍ଦେହ କରିଥିଲେ। ଦମକଳ ବାହିନୀ ପହଞ୍ଚି ପାଣି ଭିତରୁ ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ତେବେ ସେ କେଉଁ ପରିସ୍ଥିତିରେ ପାଣିକୁ ଗଲେ ଏବଂ ତାଙ୍କର କିପରି ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଅପରପକ୍ଷରେ ତାଙ୍କ ମୃତ୍ୟୁ ପାଇଁ ଅନ୍ୟ କେହି ଦାୟୀ ନୁହନ୍ତି ବୋଲି ଏକ ସୁଇସାଇଡିଆଲ ନୋଟ ପୁଲିସ ପାଇଛି । ଶବ ବ୍ୟବଚ୍ଛେଦ ପାଇଁ ପଠାଇ ପୁଲିସ ତଦନ୍ତ ଜାରି ରଖିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର