ଅଙ୍ଗନୱାଡି କର୍ମୀ ଏବଂ ସାହାଯ୍ୟକାରୀଙ୍କ ସର୍ବନିମ୍ନ ମଜୁରୀ ନିଶ୍ଚିତ ପାଇଁ ଲୋକସଭାରେ ସାଂସଦ ପ୍ରମିଳା ବିଶୋଇଙ୍କ ଦାବି

The Sakala Picture
Published On

ନୂଆଦିଲ୍ଲୀ: ପୁଣି ଲୋକସଭାରେ ଚର୍ଚ୍ଚାରେ ରହିଲେ ଆସିକା ସାଂସଦ ପ୍ରମିଳା ବିଷୋଇ । ଅଙ୍ଗନୱାର୍ଡୀ କର୍ମୀ ଓ ସାହାଯ୍ୟକାରୀଙ୍କ ମାସିକ ପାରିଶ୍ରମିକ ଅତି କମରେ ସର୍ବନିମ୍ନ ମଜୁରୀ ନିଶ୍ଚିତ କରିବା ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଆଗରେ ଦାବି ରଖିଛନ୍ତି ପ୍ରମିଳା । ସମାଜରେ ଲିଙ୍ଗଗତ ସମାନତା ହାସଲ ପାଇଁ ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣ ଓ ସ୍ଥାୟୀ ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । (୨/୨)ଅତି କମରେ ସର୍ବନିମ୍ନ ମଜୁରୀ ନିଶ୍ଚିତ କରିବାକୁ ମାନ୍ୟବର […]

ନୂଆଦିଲ୍ଲୀ: ପୁଣି ଲୋକସଭାରେ ଚର୍ଚ୍ଚାରେ ରହିଲେ ଆସିକା ସାଂସଦ ପ୍ରମିଳା ବିଷୋଇ । ଅଙ୍ଗନୱାର୍ଡୀ କର୍ମୀ ଓ ସାହାଯ୍ୟକାରୀଙ୍କ ମାସିକ ପାରିଶ୍ରମିକ ଅତି କମରେ ସର୍ବନିମ୍ନ ମଜୁରୀ ନିଶ୍ଚିତ କରିବା ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଆଗରେ ଦାବି ରଖିଛନ୍ତି ପ୍ରମିଳା । ସମାଜରେ ଲିଙ୍ଗଗତ ସମାନତା ହାସଲ ପାଇଁ ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣ ଓ ସ୍ଥାୟୀ ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଆହୁରି ପଢ଼ନ୍ତୁ: ଆଜିଠାରୁ ରାଜ୍ୟରେ SIR ପ୍ରକ୍ରିୟା ଆରମ୍ଭ, ୩ କୋଟି ୩୩ ଲକ୍ଷ ୯୯ ହଜାର ଭୋଟରଙ୍କ ପାଖକୁ ଯିବେ BLO

ସାମଗ୍ରିକ ଭାବେ ଅର୍ଥନୀତିର ବିକାଶରେ ମହିଳାମାନେ ପ୍ରମୁଖ ଯୋଗଦାନ କରନ୍ତି । ପ୍ରାକୃତିକ ସମ୍ପଦର ପରିଚାଳନା, ସଫଳ ଉଦ୍ୟୋଗୀ ଭାବରେ ଓ ସେବା ପ୍ରଦାନକାରୀ ଭାବେ ମହିଳାଙ୍କ ଅବଦାନ ଅତୁଳନୀୟ ଅଟେ । ବିଶ୍ୱସ୍ତରରେ ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା ଦୁଇ ଦଶମିକ ଛଅ ପ୍ରତିଶତ ଅଧିକ ଅନାଦାୟ ଯତ୍ନ ଓ ଘରୋଇ କାର୍ଯ୍ୟ କରିଥାନ୍ତି । ମହିଳାମାନେ ଆହୁରି ସଶକ୍ତିକରଣ ହେଲେ ପରିବାର, ସମ୍ପଦାୟ ଓ ଦେଶରେ ଏକ ସୁସ୍ଥ ସମାଜର ଗଠନ ହୋଇପାରିବ ବୋଲି କହିଥିଲେ ପ୍ରମିଳା ।

18 Mar 2021 By The Sakala

ଅଙ୍ଗନୱାଡି କର୍ମୀ ଏବଂ ସାହାଯ୍ୟକାରୀଙ୍କ ସର୍ବନିମ୍ନ ମଜୁରୀ ନିଶ୍ଚିତ ପାଇଁ ଲୋକସଭାରେ ସାଂସଦ ପ୍ରମିଳା ବିଶୋଇଙ୍କ ଦାବି

ନୂଆଦିଲ୍ଲୀ: ପୁଣି ଲୋକସଭାରେ ଚର୍ଚ୍ଚାରେ ରହିଲେ ଆସିକା ସାଂସଦ ପ୍ରମିଳା ବିଷୋଇ । ଅଙ୍ଗନୱାର୍ଡୀ କର୍ମୀ ଓ ସାହାଯ୍ୟକାରୀଙ୍କ ମାସିକ ପାରିଶ୍ରମିକ ଅତି କମରେ ସର୍ବନିମ୍ନ ମଜୁରୀ ନିଶ୍ଚିତ କରିବା ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଆଗରେ ଦାବି ରଖିଛନ୍ତି ପ୍ରମିଳା । ସମାଜରେ ଲିଙ୍ଗଗତ ସମାନତା ହାସଲ ପାଇଁ ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣ ଓ ସ୍ଥାୟୀ ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

ସାମଗ୍ରିକ ଭାବେ ଅର୍ଥନୀତିର ବିକାଶରେ ମହିଳାମାନେ ପ୍ରମୁଖ ଯୋଗଦାନ କରନ୍ତି । ପ୍ରାକୃତିକ ସମ୍ପଦର ପରିଚାଳନା, ସଫଳ ଉଦ୍ୟୋଗୀ ଭାବରେ ଓ ସେବା ପ୍ରଦାନକାରୀ ଭାବେ ମହିଳାଙ୍କ ଅବଦାନ ଅତୁଳନୀୟ ଅଟେ । ବିଶ୍ୱସ୍ତରରେ ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା ଦୁଇ ଦଶମିକ ଛଅ ପ୍ରତିଶତ ଅଧିକ ଅନାଦାୟ ଯତ୍ନ ଓ ଘରୋଇ କାର୍ଯ୍ୟ କରିଥାନ୍ତି । ମହିଳାମାନେ ଆହୁରି ସଶକ୍ତିକରଣ ହେଲେ ପରିବାର, ସମ୍ପଦାୟ ଓ ଦେଶରେ ଏକ ସୁସ୍ଥ ସମାଜର ଗଠନ ହୋଇପାରିବ ବୋଲି କହିଥିଲେ ପ୍ରମିଳା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର