ଟ୍ରକ ଓ ବାଇକ୍ ମୁହାଁମୁହିଁ ଧକ୍କା; ଜଳିଗଲେ ବାପା-ପୁଅ….

The Sakala Picture
Published On

କୋରାପୁଟ: ବୋଲବମ୍ ଯାଉଥିବା ଟ୍ରକ ଓ ବାଇକ୍ ମୁହାଁମୁହିଁ ଧକ୍କା। ଟ୍ରକ୍‌ ସହ ଧକ୍କା ପରେ ଜଳିଗଲା ବାଇକ୍‌। ଫଳରେ ବାଇକରେ ଥିବା ବାପା-ପୁଅ ଜଳି ଯାଇଛନ୍ତି। ଘଟଣା ଘଟିଛି କୋରାପୁଟ ସଦର ଥାନା ଅନ୍ତର୍ଗତ ପୋଡ଼ାଗଡ ବାଳିକା ଆଶ୍ରମ ବିଦ୍ୟାଳୟ ନିକଟ ଏନ୍‌ଏଚ୍‌ ୨୬ରେ। ଉଭୟ ବାପା-ପୁଅଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରୁ ଧକ୍କା ଦେଇଥିବା ବୋଲବମ ଗାଡ଼ି ଫେରାର ହୋଇଯଇଛି।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର