ମହୁମାଛି ଆକ୍ରମଣରେ ଚାଲିଗଲା ଅଟୋ ଚାଳକଙ୍କ ଜୀବନ

The Sakala Picture
Published On

ଜୟପୁର : ମହୁମାଛି ଆକ୍ରମଣରେ ଅଟୋ ଚାଳକଙ୍କ ମୃତ୍ୟୁ। ମୃତ ଅଟୋ ଚାଳକ ହେଉଛନ୍ତି କୋରାପୁଟ ହାଉସିଂ ବୋର୍ଡ ଅଞ୍ଚଳର ରବି ନାରାୟଣ ଚେଟି। ମିଳିଥିବା ସୂଚନା ମୁତାବକ କୋରାପୁଟ ଆଇଜିଙ୍କ ବାସଭବନ ଦେଇ ରବି ନାରାୟଣ ଚେଟି ନିଜ ଅଟୋ ଧରି ଯାଉଥିଲେ। ଠିକ୍ ସେଇ ସମୟରେ ସେଇ ନିକଟରେ ଥିବା ମହୁମାଛି ଫେଣାରେ ଥିବା ମହୁମାଛି ଅଟୋ ଚାଳକଙ୍କୁ ଆକ୍ରମଣ କରିଥିଲେ। ମହୁମାଛିଙ୍କ ଆକ୍ରମଣ ପରେ ଘଟଣା ସ୍ଥଳରେ ଅଟୋ ଚାଳକଙ୍କ ଅବସ୍ଥା ଗୁରୁତର ହୋଇଥିଲା। […]

ଜୟପୁର : ମହୁମାଛି ଆକ୍ରମଣରେ ଅଟୋ ଚାଳକଙ୍କ ମୃତ୍ୟୁ। ମୃତ ଅଟୋ ଚାଳକ ହେଉଛନ୍ତି କୋରାପୁଟ ହାଉସିଂ ବୋର୍ଡ ଅଞ୍ଚଳର ରବି ନାରାୟଣ ଚେଟି।

ମିଳିଥିବା ସୂଚନା ମୁତାବକ କୋରାପୁଟ ଆଇଜିଙ୍କ ବାସଭବନ ଦେଇ ରବି ନାରାୟଣ ଚେଟି ନିଜ ଅଟୋ ଧରି ଯାଉଥିଲେ। ଠିକ୍ ସେଇ ସମୟରେ ସେଇ ନିକଟରେ ଥିବା ମହୁମାଛି ଫେଣାରେ ଥିବା ମହୁମାଛି ଅଟୋ ଚାଳକଙ୍କୁ ଆକ୍ରମଣ କରିଥିଲେ। ମହୁମାଛିଙ୍କ ଆକ୍ରମଣ ପରେ ଘଟଣା ସ୍ଥଳରେ ଅଟୋ ଚାଳକଙ୍କ ଅବସ୍ଥା ଗୁରୁତର ହୋଇଥିଲା। କିଛି ସ୍ଥାନୀୟ ଲୋକ ଅଟୋ ଚାଳକଙ୍କୁ ନେଇ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜକୁ ଯାଉଥିବା ବେଳେ ବାଟରେ ଅଟୋ ଚାଳକ ରବିଙ୍କ ମୃତ୍ୟୁ ହୋଇଥିଲା।

About The Author

Google News
Join Us @ WhatsApp
Google News
Join Us @ WhatsApp

ରାଶିଫଳ