ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ଖୋର୍ଦ୍ଧା ବନ ବିଭାଗର ଚଢ଼ାଉ: ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ବୋଝେଇ ଟାଟା ଏସି ଜବତ

The Sakala Picture
Published On

ଖୋର୍ଦ୍ଧା: ଖୋର୍ଦ୍ଧା ବନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ଶଗୁଆନ କାଠ ବୋଝେଇ ଟାଟା ଏସି ଜବତ କରାଯାଇଛଇ। ବାଙ୍କୀ ବୈଦେଶ୍ୱର ଅଞ୍ଚଳରୁ ନୟାଗଡ଼ ଜିଲ୍ଲାକୁ ଏହି ଚୋରା କାଠ ବୋଝେଇ ( ଓଡ଼ି-୦୨- ବିଏମ-୩୦୪୦ ନମ୍ବର) ବିଶିଷ୍ଟ ଏକ ଟାଟା ଏସି ଭ୍ୟାନରେ ଚାଲାଣ ହେଉଥିବା ଖବର ପାଇ ଖୋର୍ଦ୍ଧା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଟାଟ ଏସି ଗାଡ଼ିରୁ ଲକ୍ଷାଧିକ ଟଙ୍କାର ଶଗୁଆନ କାଠ ଜବତ କରିବା ସହ ଉକ୍ତ ଗାଡିକୁ […]

ଖୋର୍ଦ୍ଧା: ଖୋର୍ଦ୍ଧା ବନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ଶଗୁଆନ କାଠ ବୋଝେଇ ଟାଟା ଏସି ଜବତ କରାଯାଇଛଇ। ବାଙ୍କୀ ବୈଦେଶ୍ୱର ଅଞ୍ଚଳରୁ ନୟାଗଡ଼ ଜିଲ୍ଲାକୁ ଏହି ଚୋରା କାଠ ବୋଝେଇ ( ଓଡ଼ି-୦୨- ବିଏମ-୩୦୪୦ ନମ୍ବର) ବିଶିଷ୍ଟ ଏକ ଟାଟା ଏସି ଭ୍ୟାନରେ ଚାଲାଣ ହେଉଥିବା ଖବର ପାଇ ଖୋର୍ଦ୍ଧା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଟାଟ ଏସି ଗାଡ଼ିରୁ ଲକ୍ଷାଧିକ ଟଙ୍କାର ଶଗୁଆନ କାଠ ଜବତ କରିବା ସହ ଉକ୍ତ ଗାଡିକୁ ଜବତ କରିଛି ଖୋର୍ଦ୍ଧା ବନ ବିଭାଗ। ଅଧିକ ତଥ୍ୟ ସଂଗ୍ରହ ପାଇଁ ତଦନ୍ତ ଜାରି ରହିଛି। ଏ ସମ୍ପର୍କରେ ଖୋର୍ଦ୍ଧା ରେଞ୍ଜରଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ତଦନ୍ତରେ ବାଧା ସୃଷ୍ଟି ହେବା ନେଇ ଅଧିକ ସୂଚନା ଦେବାକୁ ମନା କରିଥିବା ବେଳେ ଏହା ପଛରେ ଏକ ବଡ଼ ରାକେଟ କାମ କରୁଥିବା ସନ୍ଦେହ କରାଯାଉଛି ।

29 May 2021 By The Sakala

ଖୋର୍ଦ୍ଧା ବନ ବିଭାଗର ଚଢ଼ାଉ: ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ବୋଝେଇ ଟାଟା ଏସି ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ବନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ଶଗୁଆନ କାଠ ବୋଝେଇ ଟାଟା ଏସି ଜବତ କରାଯାଇଛଇ। ବାଙ୍କୀ ବୈଦେଶ୍ୱର ଅଞ୍ଚଳରୁ ନୟାଗଡ଼ ଜିଲ୍ଲାକୁ ଏହି ଚୋରା କାଠ ବୋଝେଇ ( ଓଡ଼ି-୦୨- ବିଏମ-୩୦୪୦ ନମ୍ବର) ବିଶିଷ୍ଟ ଏକ ଟାଟା ଏସି ଭ୍ୟାନରେ ଚାଲାଣ ହେଉଥିବା ଖବର ପାଇ ଖୋର୍ଦ୍ଧା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଟାଟ ଏସି ଗାଡ଼ିରୁ ଲକ୍ଷାଧିକ ଟଙ୍କାର ଶଗୁଆନ କାଠ ଜବତ କରିବା ସହ ଉକ୍ତ ଗାଡିକୁ ଜବତ କରିଛି ଖୋର୍ଦ୍ଧା ବନ ବିଭାଗ। ଅଧିକ ତଥ୍ୟ ସଂଗ୍ରହ ପାଇଁ ତଦନ୍ତ ଜାରି ରହିଛି। ଏ ସମ୍ପର୍କରେ ଖୋର୍ଦ୍ଧା ରେଞ୍ଜରଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ତଦନ୍ତରେ ବାଧା ସୃଷ୍ଟି ହେବା ନେଇ ଅଧିକ ସୂଚନା ଦେବାକୁ ମନା କରିଥିବା ବେଳେ ଏହା ପଛରେ ଏକ ବଡ଼ ରାକେଟ କାମ କରୁଥିବା ସନ୍ଦେହ କରାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର