ମନୋରଞ୍ଜନ

ଦିବ୍ୟାଙ୍ଗଙ୍କ ଉପରେ ମନ୍ତବ୍ୟ ଦେଇ ଫସିଥିଲେ କମେଡିଆନ୍ ସମୟ ରାଇନା: ଏବେ ସବୁ ଏଫଆଇଆର ଖାରଜ କଲେ ସୁପ୍ରିମକୋର୍ଟ
ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ଚୁପ୍ କାହିଁକି ଥିଲେ ସୋନୁ ନିଗମ? ଦେଲେ ଏମିତି ଉତ୍ତର, କହିଲେ- 'ବାପାଙ୍କୁ କଥା ଦେଇଛି...'
ଭାରତରେ ପ୍ରତିବନ୍ଧକ ନେଇ ମୁହଁ ଖୋଲିଲେ ଅତିଫ ଅସଲାମ: କହିଲେ- 'ଯେଉଁମାନେ ବ୍ୟାନ୍ ଲଗାଇଲେ ସେମାନଙ୍କୁ ଧନ୍ୟବାଦ, ଫ୍ୟାନ୍ସ ଭିପିଏନରେ ଶୁଣୁଛନ୍ତି ଗୀତ'
୭୩ ବର୍ଷୀୟ ବଲିଉଡ ନିର୍ଦ୍ଦେଶକ ଶକିଲ ନୁରାନୀ ଗିରଫ, ୩୩ ବର୍ଷୀୟା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲ୍ ଅଭିଯୋଗ
ଗୋଆ ଏୟାରବିଏନବିରୁ ଦୈନିକ ୪୦,୦୦୦ ଟଙ୍କା ରୋଜଗାର ଆଶା ଫେଲ୍: ବାସ୍ତବତାକୁ ସ୍ୱୀକାର କଲେ ଅଭିନେତ୍ରୀ ପାରୁଲ ଗୁଲାଟୀ

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

The Sakala Picture
Published On

ଚିଲିକା: ବାଲୁଗାଁ ପ୍ଲାଟଫର୍ମରେ କୋଇଲା ବଗିରେ ନିଆଁ ଲାଗିଥିବା ସୂଚନା ମିଳିଛି। ବିଶାଖାପାଟନାରୁ ଖଡ଼ଗପୁର ଯାଉଥିବା କୋଇଲା ବୋଝେଇ ଟ୍ରେନ୍‌‌ରେ ହଠାତ୍‌‌ ନିଆଁ ଲାଗି ଯାଇଥିଲା। ବାଲୁଗାଁ ପ୍ଲାଟଫର୍ମରେ କୋଇଲା ବୋଝେଇ ଟ୍ରେନ୍‌‌ର ଗୋଟିଏ ବଗିରେ ନିଆଁ ଲାଗି ଧୂଆଁ ବାହାରୁଥିଲା। ଖବରପାଇ ବାଲୁଗାଁ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ କୋଇଲା ବୋଝେଇ ବଗିରେ ଲାଗିଥିବା ନିଆଁକୁଆୟତ୍ତ କରିବାରେ ସଫଳ ହୋଇଥିଲା। ଅତ୍ୟଧିକ ଖରାରୁ କୋଇଲା ବୋଝେଇ ଟ୍ରେନ୍‌‌ର ଏକ ବଗିରେ ନିଆଁ ଲାଗିଥିବା ଅନୁମାନ […]

ଚିଲିକା: ବାଲୁଗାଁ ପ୍ଲାଟଫର୍ମରେ କୋଇଲା ବଗିରେ ନିଆଁ ଲାଗିଥିବା ସୂଚନା ମିଳିଛି। ବିଶାଖାପାଟନାରୁ ଖଡ଼ଗପୁର ଯାଉଥିବା କୋଇଲା ବୋଝେଇ ଟ୍ରେନ୍‌‌ରେ ହଠାତ୍‌‌ ନିଆଁ ଲାଗି ଯାଇଥିଲା। ବାଲୁଗାଁ ପ୍ଲାଟଫର୍ମରେ କୋଇଲା ବୋଝେଇ ଟ୍ରେନ୍‌‌ର ଗୋଟିଏ ବଗିରେ ନିଆଁ ଲାଗି ଧୂଆଁ ବାହାରୁଥିଲା। ଖବରପାଇ ବାଲୁଗାଁ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ କୋଇଲା ବୋଝେଇ ବଗିରେ ଲାଗିଥିବା ନିଆଁକୁଆୟତ୍ତ କରିବାରେ ସଫଳ ହୋଇଥିଲା। ଅତ୍ୟଧିକ ଖରାରୁ କୋଇଲା ବୋଝେଇ ଟ୍ରେନ୍‌‌ର ଏକ ବଗିରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ବାଲୁଗାଁ ପ୍ଲାଟଫର୍ମରେ କୋଇଲା ବଗିରେ ନିଆଁ ଲାଗିଥିବା ଖବର ପାଇ ରେଲୱେ ବିଭାଗର ବହୁ ବରିଷ୍ଠ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ ସହ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

12 Apr 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର