ଖେଳ ହେଲା କାଳ, ବାଲି ଅତଡ଼ା ଖସି ୨ ନାବାଳକ ମୃତ

The Sakala Picture
Published On

କେନ୍ଦ୍ରାପଡ଼ା: ଖେଳ ହେଲା କାଳ । ବାଲି ଅତଡ଼ା ଧସି ଦୁଇ ନାବାଳକ ମୃତ । ଏଭଳି ଅଭାବନୀୟ ଅଘଟଣ ଘଟିଛି କେନ୍ଦ୍ରାପଡ଼ା ସଦର ଥାନା ମଗୁରଗଣ୍ଡ ପାଟଣା ଗାଁରେ । ଗାଁର ତିନି ଜଣ ଶିଶୁ ଘର ନିକଟରେ ଥିବା ପୋଖରୀରେ ବାଲି ଗଦାରେ ଗାତ ଖୋଳି ଖେଳୁଥିଲେ । ହଠାତ୍ ବାଲି ଅତଡ଼ା ଧସିବାରୁ ବାଲି ତଳେ ରହି ଯାଇଥିଲେ ୨ ଶିଶୁ । ପରିବାର ଲୋକ ବିଳମ୍ବରେ ଜାଣି ଶିଶୁଙ୍କୁ ଉଦ୍ଧାର କରିବା […]

କେନ୍ଦ୍ରାପଡ଼ା: ଖେଳ ହେଲା କାଳ । ବାଲି ଅତଡ଼ା ଧସି ଦୁଇ ନାବାଳକ ମୃତ । ଏଭଳି ଅଭାବନୀୟ ଅଘଟଣ ଘଟିଛି କେନ୍ଦ୍ରାପଡ଼ା ସଦର ଥାନା ମଗୁରଗଣ୍ଡ ପାଟଣା ଗାଁରେ । ଗାଁର ତିନି ଜଣ ଶିଶୁ ଘର ନିକଟରେ ଥିବା ପୋଖରୀରେ ବାଲି ଗଦାରେ ଗାତ ଖୋଳି ଖେଳୁଥିଲେ । ହଠାତ୍ ବାଲି ଅତଡ଼ା ଧସିବାରୁ ବାଲି ତଳେ ରହି ଯାଇଥିଲେ ୨ ଶିଶୁ । ପରିବାର ଲୋକ ବିଳମ୍ବରେ ଜାଣି ଶିଶୁଙ୍କୁ ଉଦ୍ଧାର କରିବା ବେଳକୁ ସେମାନଙ୍କର ମୃତ୍ୟୁ ହୋଇ ସାରିଥିଲା । ମୃତ ୨ ଶିଶୁ ହେଲେ ସୁରେନ୍ଦ୍ର ଜଜ୍ ଓ ସୁରେନ୍ଦ୍ର ମଞ୍ଚ । ଜଣଙ୍କ ବୟସ ୭ ବର୍ଷ ହୋଇଥିବା ବେଳେ, ଅନ୍ୟ ଜଣଙ୍କ ବୟସ ୧୨ ବର୍ଷ ହେବ ।

ଆହୁରି ପଢ଼ନ୍ତୁ: ଜମିବାଡି ବିବାଦକୁ କେନ୍ଦ୍ରକରି ସାନଭାଇକୁ ପିଟିପିଟି ମାରିଦେଲେ ବଡଭାଇର ପରିବାର ଲୋକେ

09 Jun 2022 By The Sakala

ଖେଳ ହେଲା କାଳ, ବାଲି ଅତଡ଼ା ଖସି ୨ ନାବାଳକ ମୃତ

କେନ୍ଦ୍ରାପଡ଼ା: ଖେଳ ହେଲା କାଳ । ବାଲି ଅତଡ଼ା ଧସି ଦୁଇ ନାବାଳକ ମୃତ । ଏଭଳି ଅଭାବନୀୟ ଅଘଟଣ ଘଟିଛି କେନ୍ଦ୍ରାପଡ଼ା ସଦର ଥାନା ମଗୁରଗଣ୍ଡ ପାଟଣା ଗାଁରେ । ଗାଁର ତିନି ଜଣ ଶିଶୁ ଘର ନିକଟରେ ଥିବା ପୋଖରୀରେ ବାଲି ଗଦାରେ ଗାତ ଖୋଳି ଖେଳୁଥିଲେ । ହଠାତ୍ ବାଲି ଅତଡ଼ା ଧସିବାରୁ ବାଲି ତଳେ ରହି ଯାଇଥିଲେ ୨ ଶିଶୁ । ପରିବାର ଲୋକ ବିଳମ୍ବରେ ଜାଣି ଶିଶୁଙ୍କୁ ଉଦ୍ଧାର କରିବା ବେଳକୁ ସେମାନଙ୍କର ମୃତ୍ୟୁ ହୋଇ ସାରିଥିଲା । ମୃତ ୨ ଶିଶୁ ହେଲେ ସୁରେନ୍ଦ୍ର ଜଜ୍ ଓ ସୁରେନ୍ଦ୍ର ମଞ୍ଚ । ଜଣଙ୍କ ବୟସ ୭ ବର୍ଷ ହୋଇଥିବା ବେଳେ, ଅନ୍ୟ ଜଣଙ୍କ ବୟସ ୧୨ ବର୍ଷ ହେବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର