୫ଟି ସଚିବଙ୍କ କେନ୍ଦ୍ରାପଡା ଗସ୍ତର ୨ୟ ଦିନ: ସକାଳୁ ସକାଳୁ ବିକାଶର ସମୀକ୍ଷା ସହ ବରାହଜୀଉ ମନ୍ଦିର ପରିଦର୍ଶନ କଲେ ଭି.କେ ପାଣ୍ଡିଆନ

The Sakala Picture
Published On

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଆଳି ଦେମାଳର ବରାହଜୀଉ ମନ୍ଦିର ହେବ ପର୍ଯ୍ୟଟକଙ୍କ ନୂଆ ଡେଷ୍ଟିନେସନ । ବରାହଜୀଉ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ । ମନ୍ଦିରର ଉନ୍ନତିକରଣରେ ଲୋକଙ୍କ ସହାୟତା ପାଇଁ ଆହ୍ବାନ ଦେଇଛନ୍ତି ଭି.କେ ପାଣ୍ଡିଆନ । କେନ୍ଦ୍ରାପଡ଼ା ଗସ୍ତର ଦ୍ବିତୀୟ ଦିନରେ ସକାଳୁ ସକାଳୁ ବରାହଜୀଉ ମନ୍ଦିର ଗସ୍ତ କରି ଠାକୁରଙ୍କୁ ଦର୍ଶନ କରିଛନ୍ତି । ମନ୍ଦିରର ଉନ୍ନତିକରଣ ନେଇ ପ୍ରସ୍ତୁତ ନକ୍ସା ଦେଖିବା ସହ ମନ୍ଦିର ପରିବେଶ ବୁଲି ଦେଖିଛନ୍ତି । ମନ୍ଦିରର ବିଭିନ୍ନ ସମସ୍ୟା […]

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଆଳି ଦେମାଳର ବରାହଜୀଉ ମନ୍ଦିର ହେବ ପର୍ଯ୍ୟଟକଙ୍କ ନୂଆ ଡେଷ୍ଟିନେସନ । ବରାହଜୀଉ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ । ମନ୍ଦିରର ଉନ୍ନତିକରଣରେ ଲୋକଙ୍କ ସହାୟତା ପାଇଁ ଆହ୍ବାନ ଦେଇଛନ୍ତି ଭି.କେ ପାଣ୍ଡିଆନ । କେନ୍ଦ୍ରାପଡ଼ା ଗସ୍ତର ଦ୍ବିତୀୟ ଦିନରେ ସକାଳୁ ସକାଳୁ ବରାହଜୀଉ ମନ୍ଦିର ଗସ୍ତ କରି ଠାକୁରଙ୍କୁ ଦର୍ଶନ କରିଛନ୍ତି । ମନ୍ଦିରର ଉନ୍ନତିକରଣ ନେଇ ପ୍ରସ୍ତୁତ ନକ୍ସା ଦେଖିବା ସହ ମନ୍ଦିର ପରିବେଶ ବୁଲି ଦେଖିଛନ୍ତି । ମନ୍ଦିରର ବିଭିନ୍ନ ସମସ୍ୟା ଓ ସମାଧାନ ନେଇ ସେବାୟତଙ୍କ ସହ କଥା ହୋଇଛନ୍ତି ୫ଟି ସଚିବ ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ମନ୍ଦିରର ପହଞ୍ଚିବା ପରେ ମହିଳାମାନେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ । ଫୁଲତୋଡା ଦେଇ ସ୍ବାଗତ କରିବା ସହ ତାଙ୍କ ସହ ସେଲଫି ଉଠାଇଛନ୍ତି । ସାଧାରଣ ଲୋକଙ୍କ ସମସ୍ୟା ମଧ୍ୟ ବୁଝିଛନ୍ତି ୫ଟି ସଚିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସାଧାରଣ ଲୋକଙ୍କୁ ଗୁରୁତ୍ବ ଦେଉଛନ୍ତି ଭି.କେ ପାଣ୍ଡିଆନ । ଏହାସହ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

28 Apr 2023 By The Sakala

୫ଟି ସଚିବଙ୍କ କେନ୍ଦ୍ରାପଡା ଗସ୍ତର ୨ୟ ଦିନ: ସକାଳୁ ସକାଳୁ ବିକାଶର ସମୀକ୍ଷା ସହ ବରାହଜୀଉ ମନ୍ଦିର ପରିଦର୍ଶନ କଲେ ଭି.କେ ପାଣ୍ଡିଆନ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଆଳି ଦେମାଳର ବରାହଜୀଉ ମନ୍ଦିର ହେବ ପର୍ଯ୍ୟଟକଙ୍କ ନୂଆ ଡେଷ୍ଟିନେସନ । ବରାହଜୀଉ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ । ମନ୍ଦିରର ଉନ୍ନତିକରଣରେ ଲୋକଙ୍କ ସହାୟତା ପାଇଁ ଆହ୍ବାନ ଦେଇଛନ୍ତି ଭି.କେ ପାଣ୍ଡିଆନ । କେନ୍ଦ୍ରାପଡ଼ା ଗସ୍ତର ଦ୍ବିତୀୟ ଦିନରେ ସକାଳୁ ସକାଳୁ ବରାହଜୀଉ ମନ୍ଦିର ଗସ୍ତ କରି ଠାକୁରଙ୍କୁ ଦର୍ଶନ କରିଛନ୍ତି । ମନ୍ଦିରର ଉନ୍ନତିକରଣ ନେଇ ପ୍ରସ୍ତୁତ ନକ୍ସା ଦେଖିବା ସହ ମନ୍ଦିର ପରିବେଶ ବୁଲି ଦେଖିଛନ୍ତି । ମନ୍ଦିରର ବିଭିନ୍ନ ସମସ୍ୟା ଓ ସମାଧାନ ନେଇ ସେବାୟତଙ୍କ ସହ କଥା ହୋଇଛନ୍ତି ୫ଟି ସଚିବ ।

ମନ୍ଦିରର ପହଞ୍ଚିବା ପରେ ମହିଳାମାନେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ । ଫୁଲତୋଡା ଦେଇ ସ୍ବାଗତ କରିବା ସହ ତାଙ୍କ ସହ ସେଲଫି ଉଠାଇଛନ୍ତି । ସାଧାରଣ ଲୋକଙ୍କ ସମସ୍ୟା ମଧ୍ୟ ବୁଝିଛନ୍ତି ୫ଟି ସଚିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସାଧାରଣ ଲୋକଙ୍କୁ ଗୁରୁତ୍ବ ଦେଉଛନ୍ତି ଭି.କେ ପାଣ୍ଡିଆନ । ଏହାସହ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

https://www.thesakala.in/latest-odisha-news/kendrapara/5t-secretary-vk-pandian-visit-baraha-jew-temple/article-21162
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର