ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ରାଇକିଆ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ: ୩ରୁ ଅଧିକ ଦୋକାନ ଜଳି ପୋଡ଼ି ପାଉଁଶ

The Sakala Picture
Published On

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ବସ୍ ଷ୍ଟାଣ୍ଡ ନିକଟ ମାର୍କେଟ କମ୍ପ୍ଲେକ୍ସରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏବେ ମଧ୍ୟ ହୁ ହୁ ନିଆଁ ଜଳୁଛି। ୩ରୁ ଅଧିକ ଦୋକାନ ଭସ୍ମୀଭୂତ ହୋଇଯାଇଛି। ଦୋକାନରୁ ଦୋକାନକୁ ନିଆଁ  ବ୍ଯାପୁଛି। ଖବରା ପାଇ ରାଇକିଆ ଦମକଳ ସମେତ ନିକଟସ୍ଥ ଅଞ୍ଚଳରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାରେ ଲାଗିଛନ୍ତି। ରାଇକିଆ ପୁଲିସ ମଧ୍ୟ ପହଞ୍ଚିଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।

30 Sep 2021 By The Sakala

ରାଇକିଆ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ: ୩ରୁ ଅଧିକ ଦୋକାନ ଜଳି ପୋଡ଼ି ପାଉଁଶ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ବସ୍ ଷ୍ଟାଣ୍ଡ ନିକଟ ମାର୍କେଟ କମ୍ପ୍ଲେକ୍ସରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏବେ ମଧ୍ୟ ହୁ ହୁ ନିଆଁ ଜଳୁଛି। ୩ରୁ ଅଧିକ ଦୋକାନ ଭସ୍ମୀଭୂତ ହୋଇଯାଇଛି। ଦୋକାନରୁ ଦୋକାନକୁ ନିଆଁ  ବ୍ଯାପୁଛି। ଖବରା ପାଇ ରାଇକିଆ ଦମକଳ ସମେତ ନିକଟସ୍ଥ ଅଞ୍ଚଳରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାରେ ଲାଗିଛନ୍ତି। ରାଇକିଆ ପୁଲିସ ମଧ୍ୟ ପହଞ୍ଚିଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର