ପୁଣି ମାତିଲେ ମାଓବାଦୀ, ଜାଳିଦେଲେ ଜେସିବି ଓ ଟ୍ରାକ୍ଟର

The Sakala Picture
Published On

ଫୁଲବାଣୀ: ପୁଣି ମାଓବାଦୀଙ୍କ ବର୍ବରତା । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କିଆମୁଣ୍ଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ  ରାସ୍ତା କାମରେ ଲାଗିଥିବା ଜେସିବି ଓ ଟ୍ରାକ୍ଟରକୁ ପୋଡିଦେଇଛନ୍ତି ମାଓବାଦୀ । ମାଶ୍ରୀପଡାଠାରୁ କରାଣ୍ଡିବାଲି ପର୍ଯ୍ଯନ୍ତ ହେଉଥିବା ରାସ୍ତା କାମରେ ଏହି ଜେସିବି ଲାଗିଥିଲା। ତ୍ରିଶକ୍ତି ଠିକାଦାର ସଂସ୍ଥା ଏହି କାର୍ଯ୍ଯ କରୁଥିବା ଜଣାପଡିଛି । ଏଥିସହ ମାଓବାଦୀମାନେ ସେଠାରେ ପୋଷ୍ଟର ଓ ବ୍ୟାନର ମଧ୍ୟ ଲଗାଇଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି । […]

ଫୁଲବାଣୀ: ପୁଣି ମାଓବାଦୀଙ୍କ ବର୍ବରତା । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କିଆମୁଣ୍ଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ  ରାସ୍ତା କାମରେ ଲାଗିଥିବା ଜେସିବି ଓ ଟ୍ରାକ୍ଟରକୁ ପୋଡିଦେଇଛନ୍ତି ମାଓବାଦୀ । ମାଶ୍ରୀପଡାଠାରୁ କରାଣ୍ଡିବାଲି ପର୍ଯ୍ଯନ୍ତ ହେଉଥିବା ରାସ୍ତା କାମରେ ଏହି ଜେସିବି ଲାଗିଥିଲା। ତ୍ରିଶକ୍ତି ଠିକାଦାର ସଂସ୍ଥା ଏହି କାର୍ଯ୍ଯ କରୁଥିବା ଜଣାପଡିଛି । ଏଥିସହ ମାଓବାଦୀମାନେ ସେଠାରେ ପୋଷ୍ଟର ଓ ବ୍ୟାନର ମଧ୍ୟ ଲଗାଇଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି । ମାଓବାଦୀଙ୍କ ଏଭଳି କାଣ୍ଡ ଯୋଗୁଁ ସ୍ଥାନୀୟଲୋକେ ଭୟଭୀତ ହୋଇପଡିଛନ୍ତି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

08 Feb 2022 By The Sakala

ପୁଣି ମାତିଲେ ମାଓବାଦୀ, ଜାଳିଦେଲେ ଜେସିବି ଓ ଟ୍ରାକ୍ଟର

ଫୁଲବାଣୀ: ପୁଣି ମାଓବାଦୀଙ୍କ ବର୍ବରତା । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କିଆମୁଣ୍ଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ  ରାସ୍ତା କାମରେ ଲାଗିଥିବା ଜେସିବି ଓ ଟ୍ରାକ୍ଟରକୁ ପୋଡିଦେଇଛନ୍ତି ମାଓବାଦୀ । ମାଶ୍ରୀପଡାଠାରୁ କରାଣ୍ଡିବାଲି ପର୍ଯ୍ଯନ୍ତ ହେଉଥିବା ରାସ୍ତା କାମରେ ଏହି ଜେସିବି ଲାଗିଥିଲା। ତ୍ରିଶକ୍ତି ଠିକାଦାର ସଂସ୍ଥା ଏହି କାର୍ଯ୍ଯ କରୁଥିବା ଜଣାପଡିଛି । ଏଥିସହ ମାଓବାଦୀମାନେ ସେଠାରେ ପୋଷ୍ଟର ଓ ବ୍ୟାନର ମଧ୍ୟ ଲଗାଇଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି । ମାଓବାଦୀଙ୍କ ଏଭଳି କାଣ୍ଡ ଯୋଗୁଁ ସ୍ଥାନୀୟଲୋକେ ଭୟଭୀତ ହୋଇପଡିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର