ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ଚର୍ଚ୍ଚାରେ ୪ ବର୍ଷର ‘ମଡେଲ ବ୍ଲେସି’: ଶିଆଳିପତ୍ରରେ ଡ୍ରେସ୍‍, ମାସ୍କ

The Sakala Picture
Published On

ଦାରିଙ୍ଗବାଡି: ଶିଆଳି ପତ୍ରରେ ପ୍ରସ୍ତୁତ ପୋଷାକ ଓ ମାସ୍କ ପିନ୍ଧା ଜଣେ ୪ ବର୍ଷର ଶିଶୁଙ୍କ ଫଟୋ ଏବେ ଦାରିଙ୍ଗବାଡି ଅଞ୍ଚଳରେ ମୋବାଇଲରୁ ମୋବାଇଲ ଘୁରିବୁଲୁଛି। ଶିଆଳି ପତ୍ରରେ ଫୁଲ ଗୁନ୍ଥି ହେଡ୍‍କ୍ଲିପ୍‍ ମଧ୍ୟ ତିଆରି କରିଛି। ଝିଅଟି ଜଙ୍ଗଲ ମଧ୍ୟରେ ଏକ ପଥର ଉପରେ ଛିଡା ହୋଇ ଫଟୋ ପୋଜ୍‍ ଦେଇଛି। ଫଟୋଟି ବେଶ୍‍ ସୁନ୍ଦର ହୋଇଥିବାବେଳେ କେହି ଜଣେ ଏହି ଫୋଟ ଉଠାଇ ଫେସ୍‌ବୁକରେ ପୋଷ୍ଟ କରିଛି। ଯେ କେହି ଦେଖୁଛି ଏହାକୁ ସେୟାର […]

ଦାରିଙ୍ଗବାଡି: ଶିଆଳି ପତ୍ରରେ ପ୍ରସ୍ତୁତ ପୋଷାକ ଓ ମାସ୍କ ପିନ୍ଧା ଜଣେ ୪ ବର୍ଷର ଶିଶୁଙ୍କ ଫଟୋ ଏବେ ଦାରିଙ୍ଗବାଡି ଅଞ୍ଚଳରେ ମୋବାଇଲରୁ ମୋବାଇଲ ଘୁରିବୁଲୁଛି। ଶିଆଳି ପତ୍ରରେ ଫୁଲ ଗୁନ୍ଥି ହେଡ୍‍କ୍ଲିପ୍‍ ମଧ୍ୟ ତିଆରି କରିଛି। ଝିଅଟି ଜଙ୍ଗଲ ମଧ୍ୟରେ ଏକ ପଥର ଉପରେ ଛିଡା ହୋଇ ଫଟୋ ପୋଜ୍‍ ଦେଇଛି। ଫଟୋଟି ବେଶ୍‍ ସୁନ୍ଦର ହୋଇଥିବାବେଳେ କେହି ଜଣେ ଏହି ଫୋଟ ଉଠାଇ ଫେସ୍‌ବୁକରେ ପୋଷ୍ଟ କରିଛି। ଯେ କେହି ଦେଖୁଛି ଏହାକୁ ସେୟାର କରୁଛି। ଏନେଇ ଅନୁସନ୍ଧାନ କରିବାରୁ ଜଣାପଡ଼ିଛି ଯେ, ସମ୍ପୃକ୍ତ ୪ବର୍ଷର ଶିଶୁ ହେଉଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ତେରାବାଡ଼ି ଗ୍ରାମର କୁନିଝିଅ ବ୍ଲେସି ପ୍ରଧାନ। କୁନି ଝିଅର ଫଟୋଟି କୌଣସି ମଡେଲ୍‍ଙ୍କ ପୋଜ୍‍ ଠାରୁ ମଧ୍ୟ କମ୍‍ ନୁହେଁ। ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ବ୍ଲକର ବଣପାହାଡ଼ ଘେରା ଅଞ୍ଚଳରେ ବହୁ ପ୍ରତିଭା ରହିଥିବାର ଏହା ଏକ ନମୁନା ବୋଲି ଆଲୋଚନା ହେଉଛି।

03 Jun 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର