ମନୋରଞ୍ଜନ
ଝାରସୁଗୁଡ଼ାରେ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର
ଝାରସୁଗୁଡ଼ା: ଝାରସୁଗୁଡ଼ାରେ ୨ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର। ସେଖ୍ ଆସିଫ ସହ ଅଭିଷେକ ବାରିକକୁ ଏନ୍କାଉଣ୍ଟର। ଝାରସୁଗୁଡା ଜିଲ୍ଲା ବେଲପାହାଡ ବ୍ରଜରାଜନଗର ମଧ୍ୟରେ ଥିବା ଚୁଁଆକାନି ଜଙ୍ଗଲରେ ବେଲପାହାଡ଼ ପୁଲିସର ଏନ୍କାଉଣ୍ଟର । ଏ ନେଇ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଆଇଜିଙ୍କ ସହ ଝାରସୁଗୁଡ଼ା ଏସ୍ପି। ଉଭୟ ଅଭିଯୁକ୍ତ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ପୁଲିସ ଧରିବାକୁ ଯାଇଥିବା ବେଳେ ଆକ୍ରମଣ କରିଥିଲେ। ପୂର୍ବରୁ ଆସିଫ ନାଁରେ ୨ଟି ମାମଲା ରହିଛି। ଦୁର୍ଷ୍କମ ମାମଲାରେ […]
ଝାରସୁଗୁଡ଼ା: ଝାରସୁଗୁଡ଼ାରେ ୨ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର। ସେଖ୍ ଆସିଫ ସହ ଅଭିଷେକ ବାରିକକୁ ଏନ୍କାଉଣ୍ଟର। ଝାରସୁଗୁଡା ଜିଲ୍ଲା ବେଲପାହାଡ ବ୍ରଜରାଜନଗର ମଧ୍ୟରେ ଥିବା ଚୁଁଆକାନି ଜଙ୍ଗଲରେ ବେଲପାହାଡ଼ ପୁଲିସର ଏନ୍କାଉଣ୍ଟର । ଏ ନେଇ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଆଇଜିଙ୍କ ସହ ଝାରସୁଗୁଡ଼ା ଏସ୍ପି। ଉଭୟ ଅଭିଯୁକ୍ତ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ପୁଲିସ ଧରିବାକୁ ଯାଇଥିବା ବେଳେ ଆକ୍ରମଣ କରିଥିଲେ। ପୂର୍ବରୁ ଆସିଫ ନାଁରେ ୨ଟି ମାମଲା ରହିଛି। ଦୁର୍ଷ୍କମ ମାମଲାରେ ଆସିଫର ସହଯୋଗୀ ଏବେ ବି ଫେରାର ରହିଛି।





