ବାଣ ବ୍ୟବସାୟ ପାଇଁ ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି: ଜୋନାଲ ଡେପୁଟି କମିଶନରଙ୍କ ଠାରୁ ବ୍ଯବସାୟୀମାନେ ନେଇପାରିବେ ଅନୁମତି
ଭୁବନେଶ୍ବର: ଆଗକୁ ଆଲୋକର ପର୍ବ ଦୀପାବଳୀ। ଦୀପାବଳୀରେ ହେବ ବାଣ ବ୍ୟବସାୟ। ଭୁବନେଶ୍ୱରରେ ବାଣ ବ୍ୟବସାୟ ପାଇଁ ବିଏମସି ପକ୍ଷରୁ ଦିଆଯିବ ଅନୁମତି। ଅନୁମତି ପାଇବାରେ ଆବେଦନକାରୀଙ୍କୁ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ନପଡ଼େ ତାକୁ ଦୃଷ୍ଟିରେ ରଖି ଜାରି ହୋଇଛି ନିର୍ଦେଶନାମା। ବିଏମସିର ୩ଟି ଯୋନର ଜୋନାଲ ଡେପୁଟି କମିଶନରଙ୍କୁ ଦିଆଯାଇଛି କ୍ଷମତା। ବିଏମସିର ମୋଟ ୬୭ଟି ୱାର୍ଡକୁ ୩ଭାଗରେ ବିଭକ୍ତ କରାଯାଇ ଅନୁମତି ପ୍ରଦାନ କ୍ଷମତା ZDC ଅର୍ଥାତ ଜୋନାଲ ଡେପୁଟି କମିଶନର […]
ଭୁବନେଶ୍ବର: ଆଗକୁ ଆଲୋକର ପର୍ବ ଦୀପାବଳୀ। ଦୀପାବଳୀରେ ହେବ ବାଣ ବ୍ୟବସାୟ। ଭୁବନେଶ୍ୱରରେ ବାଣ ବ୍ୟବସାୟ ପାଇଁ ବିଏମସି ପକ୍ଷରୁ ଦିଆଯିବ ଅନୁମତି। ଅନୁମତି ପାଇବାରେ ଆବେଦନକାରୀଙ୍କୁ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ନପଡ଼େ ତାକୁ ଦୃଷ୍ଟିରେ ରଖି ଜାରି ହୋଇଛି ନିର୍ଦେଶନାମା। ବିଏମସିର ୩ଟି ଯୋନର ଜୋନାଲ ଡେପୁଟି କମିଶନରଙ୍କୁ ଦିଆଯାଇଛି କ୍ଷମତା। ବିଏମସିର ମୋଟ ୬୭ଟି ୱାର୍ଡକୁ ୩ଭାଗରେ ବିଭକ୍ତ କରାଯାଇ ଅନୁମତି ପ୍ରଦାନ କ୍ଷମତା ZDC ଅର୍ଥାତ ଜୋନାଲ ଡେପୁଟି କମିଶନର ମାନଙ୍କୁ ପ୍ରଦାନ କରାଯାଇଛି।