ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ଖଣ୍ଡ ଖଣ୍ଡ କରି ହାଣିଲା ନିଶାସକ୍ତ ସ୍ବାମୀ

The Sakala Picture
Published On

ବାଲିଗୁଡ଼ା: ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀକୁ ଖଣ୍ଡ ଖଣ୍ଡ କରି ହାଣିଲା ନିଶାସକ୍ତ ସ୍ବାମୀ । ନିଜ ସ୍ତ୍ରୀ ମଧୁମତି ବେହେରଦଲାଇକୁ ଖଣ୍ଡ ଖଣ୍ଡ କରି କାଟି ପକାଇଲା ନିଶାସକ୍ତ ସ୍ବାମୀ ଚନ୍ଦ୍ରକାନ୍ତ ବେହେରଦଲାଇ । ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ନୂଆମୁଣ୍ଡା ଗ୍ରାମରେ ଚାଞ୍ଚଲ୍ୟକର ହତ୍ୟା । ଧାରୁଆ ଅସ୍ତ୍ରରେ ବେକକୁ କାଟିବା ସହ ଶରୀରର ଅନେକ ସ୍ଥାନରେ ଆଘାତ ହୋଇଥିବା ସୂଚନା । ମୃତ ଦେହକୁ ଜବତ କରିବା ସହ ଅଭିଯୁକ୍ତ ସ୍ବାମୀ […]

ବାଲିଗୁଡ଼ା: ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀକୁ ଖଣ୍ଡ ଖଣ୍ଡ କରି ହାଣିଲା ନିଶାସକ୍ତ ସ୍ବାମୀ । ନିଜ ସ୍ତ୍ରୀ ମଧୁମତି ବେହେରଦଲାଇକୁ ଖଣ୍ଡ ଖଣ୍ଡ କରି କାଟି ପକାଇଲା ନିଶାସକ୍ତ ସ୍ବାମୀ ଚନ୍ଦ୍ରକାନ୍ତ ବେହେରଦଲାଇ । ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ନୂଆମୁଣ୍ଡା ଗ୍ରାମରେ ଚାଞ୍ଚଲ୍ୟକର ହତ୍ୟା । ଧାରୁଆ ଅସ୍ତ୍ରରେ ବେକକୁ କାଟିବା ସହ ଶରୀରର ଅନେକ ସ୍ଥାନରେ ଆଘାତ ହୋଇଥିବା ସୂଚନା । ମୃତ ଦେହକୁ ଜବତ କରିବା ସହ ଅଭିଯୁକ୍ତ ସ୍ବାମୀ ନୁଆମୁଣ୍ଡା ଗ୍ରାମର ଚନ୍ଦ୍ରକାନ୍ତ ବେହେରଦଲାଇକୁ ଥାନାରେ ଅଟକ ରଖିଛି ତୁମୁଡ଼ିବନ୍ଧ ପୁଲିସ । ଘଟଣାସ୍ଥଳରେ ପହଁଚି ତୁମୁଡ଼ିବନ୍ଧ ପୁଲିସର ତଦନ୍ତ ଆରମ୍ଭ ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

27 Oct 2024 By The Sakala

ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ଖଣ୍ଡ ଖଣ୍ଡ କରି ହାଣିଲା ନିଶାସକ୍ତ ସ୍ବାମୀ

ବାଲିଗୁଡ଼ା: ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀକୁ ଖଣ୍ଡ ଖଣ୍ଡ କରି ହାଣିଲା ନିଶାସକ୍ତ ସ୍ବାମୀ । ନିଜ ସ୍ତ୍ରୀ ମଧୁମତି ବେହେରଦଲାଇକୁ ଖଣ୍ଡ ଖଣ୍ଡ କରି କାଟି ପକାଇଲା ନିଶାସକ୍ତ ସ୍ବାମୀ ଚନ୍ଦ୍ରକାନ୍ତ ବେହେରଦଲାଇ । ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ନୂଆମୁଣ୍ଡା ଗ୍ରାମରେ ଚାଞ୍ଚଲ୍ୟକର ହତ୍ୟା । ଧାରୁଆ ଅସ୍ତ୍ରରେ ବେକକୁ କାଟିବା ସହ ଶରୀରର ଅନେକ ସ୍ଥାନରେ ଆଘାତ ହୋଇଥିବା ସୂଚନା । ମୃତ ଦେହକୁ ଜବତ କରିବା ସହ ଅଭିଯୁକ୍ତ ସ୍ବାମୀ ନୁଆମୁଣ୍ଡା ଗ୍ରାମର ଚନ୍ଦ୍ରକାନ୍ତ ବେହେରଦଲାଇକୁ ଥାନାରେ ଅଟକ ରଖିଛି ତୁମୁଡ଼ିବନ୍ଧ ପୁଲିସ । ଘଟଣାସ୍ଥଳରେ ପହଁଚି ତୁମୁଡ଼ିବନ୍ଧ ପୁଲିସର ତଦନ୍ତ ଆରମ୍ଭ ।

https://www.thesakala.in/latest-odisha-news/husband-hacked-his-wife-to-pieces-over-a-family-dispute-in-baliguda/article-36128
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର