ବମ୍ଫକୁଦ ପେଟ୍ରୋଲ ପମ୍ପ୍ ପଛପଟ ଜଙ୍ଗଲରେ ଅଗ୍ନିକାଣ୍ଡ, କର୍ମଚାରୀ ଭୟଭୀତ

The Sakala Picture
Published On

କଟକ: ଫୁଲନଖରା ନିକଟସ୍ଥ ବମ୍ଫକୁଦ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ପଛପଟ ଜଙ୍ଗଲରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି । ଭୟରେ ପେଟ୍ରୋଲ ପମ୍ପ ଛାଡ଼ି କର୍ମଚାରୀ ପଳାଇଛନ୍ତି। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ନିଆଁ ଲାଗିବା ପରେ ଆଖ ପାଖ ଅଞ୍ଚଳରୁ ସମସ୍ତଙ୍କୁ ଖାଲି କରାଯାଇଛି। ପେଟ୍ରୋଲ ପମ୍ପକୁ କୌଣସି କ୍ଷତି ନ ପହଞ୍ଚେ ସେଥିପାଇଁ  ବିଶେଷ ଧ୍ୟାନ ଦିଆଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣାପଡି ନାହିଁ। […]

କଟକ: ଫୁଲନଖରା ନିକଟସ୍ଥ ବମ୍ଫକୁଦ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ପଛପଟ ଜଙ୍ଗଲରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି । ଭୟରେ ପେଟ୍ରୋଲ ପମ୍ପ ଛାଡ଼ି କର୍ମଚାରୀ ପଳାଇଛନ୍ତି। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ନିଆଁ ଲାଗିବା ପରେ ଆଖ ପାଖ ଅଞ୍ଚଳରୁ ସମସ୍ତଙ୍କୁ ଖାଲି କରାଯାଇଛି। ପେଟ୍ରୋଲ ପମ୍ପକୁ କୌଣସି କ୍ଷତି ନ ପହଞ୍ଚେ ସେଥିପାଇଁ  ବିଶେଷ ଧ୍ୟାନ ଦିଆଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣାପଡି ନାହିଁ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ବିଭାଗରେ ଆସିବ ଆଧୁନିକତା: କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ 'ଏଆଇ' (AI) ସବସ୍କ୍ରିପସନ୍ ପ୍ରସ୍ତାବ

ଆହୁରି ପଢ଼ନ୍ତୁ: ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ମହାପ୍ରଭୁଙ୍କ ଶେଷ ଆଡ଼ପ ଦର୍ଶନ, ସନ୍ଧ୍ୟା ୬ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

25 Feb 2021 By The Sakala

ବମ୍ଫକୁଦ ପେଟ୍ରୋଲ ପମ୍ପ୍ ପଛପଟ ଜଙ୍ଗଲରେ ଅଗ୍ନିକାଣ୍ଡ, କର୍ମଚାରୀ ଭୟଭୀତ

କଟକ: ଫୁଲନଖରା ନିକଟସ୍ଥ ବମ୍ଫକୁଦ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ପଛପଟ ଜଙ୍ଗଲରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି । ଭୟରେ ପେଟ୍ରୋଲ ପମ୍ପ ଛାଡ଼ି କର୍ମଚାରୀ ପଳାଇଛନ୍ତି। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ନିଆଁ ଲାଗିବା ପରେ ଆଖ ପାଖ ଅଞ୍ଚଳରୁ ସମସ୍ତଙ୍କୁ ଖାଲି କରାଯାଇଛି। ପେଟ୍ରୋଲ ପମ୍ପକୁ କୌଣସି କ୍ଷତି ନ ପହଞ୍ଚେ ସେଥିପାଇଁ  ବିଶେଷ ଧ୍ୟାନ ଦିଆଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣାପଡି ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର