ବଲାଙ୍ଗୀର ଫଳ ବଜାରରେ ଭୟାଭହ ଅଗ୍ନିକାଣ୍ଡ, ଜଳିଗଲା ୫୦ରୁ ଉର୍ଦ୍ଧ୍ୱ ଫଳ ଦୋକାନ
ବଲାଙ୍ଗୀର: ବଲାଙ୍ଗୀର ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା ୫୦ରୁ ଉର୍ଦ୍ଧ୍ୱ ଫଳ ଦୋକାନ । ବଲାଙ୍ଗୀର ସହର ଭିତରେ ଥିବା ପୁରୁଣା ସରକାରୀ ବସଷ୍ଟାଣ୍ଡ ନିକଟସ୍ଥ ଫଳ ମାର୍କେଟରେ ଘଟିଛି ଏହି ଅଗ୍ନିକାଣ୍ଡ । ପ୍ରଚଣ୍ଡ ନିଆଁକୁ ଆୟତ୍ତ ପାଇଁ ଘଟଣାସ୍ଥଳରେ ୨ଟି ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରଖିଛନ୍ତି । ତେବେ କେଉଁ କାରଣ ଯୋଗୁଁ ନିଆଁ ଲାଗିଛି ତାହା ଅସ୍ପଷ୍ଟ।
08 Dec 2025
By Madhusudan Das

⊕ https://www.thesakala.in/latest-odisha-news/fire-breaks-out-in-balangir-fruit-market/article-43462