ଜାଲ ସାର୍ଟିଫିକେଟ ଦେଇ ଫସିଲେ ନକଲି ଶିକ୍ଷୟତ୍ରୀ

The Sakala Picture
Published On

ଦିଗପହଣ୍ଡି: ଜାଲ ସାର୍ଟିଫିକେଟ ଦେଇ ଫସିଲେ ନକଲି ଶିକ୍ଷୟତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଛି ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ନେହୁରୁ ବିଦ୍ୟାପୀଠରେ। ଏହାପରେ ଥାନାରେ ମାମଲା ରୁଜୁ କଲା ପାଟପୁର ପୁଲିସ । ଶିକ୍ଷୟତ୍ରୀଙ୍କ ନାମରେ ଶିକ୍ଷା ବିଭାଗ ଏତଲା ଦେବା ପରେ ଶିକ୍ଷୟତ୍ରୀ ଜଣଙ୍କ  ଫେରାରଥିବା ଜଣାପଡ଼ିଛି । ଜାଲସାର୍ଟିଫିକେଟ ଦେଇ ଚାକିରି ହାତେଇଥିବାରୁ ଜିଲ୍ଲାପଳ ଉକ୍ତ ଶିକ୍ଷୟତ୍ରୀଙ୍କୁ ବହିଷ୍କୃତ କରିଛନ୍ତି। ଶିକ୍ଷୟତ୍ରୀଙ୍କ ନାମ ମନ୍ଦାକିନି ନାହାକ ବୋଲି ଜଣାପଡ଼ିଛି । […]

ଦିଗପହଣ୍ଡି: ଜାଲ ସାର୍ଟିଫିକେଟ ଦେଇ ଫସିଲେ ନକଲି ଶିକ୍ଷୟତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଛି ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ନେହୁରୁ ବିଦ୍ୟାପୀଠରେ। ଏହାପରେ ଥାନାରେ ମାମଲା ରୁଜୁ କଲା ପାଟପୁର ପୁଲିସ । ଶିକ୍ଷୟତ୍ରୀଙ୍କ ନାମରେ ଶିକ୍ଷା ବିଭାଗ ଏତଲା ଦେବା ପରେ ଶିକ୍ଷୟତ୍ରୀ ଜଣଙ୍କ  ଫେରାରଥିବା ଜଣାପଡ଼ିଛି । ଜାଲସାର୍ଟିଫିକେଟ ଦେଇ ଚାକିରି ହାତେଇଥିବାରୁ ଜିଲ୍ଲାପଳ ଉକ୍ତ ଶିକ୍ଷୟତ୍ରୀଙ୍କୁ ବହିଷ୍କୃତ କରିଛନ୍ତି। ଶିକ୍ଷୟତ୍ରୀଙ୍କ ନାମ ମନ୍ଦାକିନି ନାହାକ ବୋଲି ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ବନ୍ୟାଞ୍ଚଳରେ ଶୁଖିଲା ଓ ରନ୍ଧା ଖାଦ୍ୟ ଦେବାରେ ସରକାର ବିଫଳ: ବିଜେଡି

ଯୁକ୍ତ ଦୁଇ ସାର୍ଟିଫିକେଟ ମାର୍କ ସିଟ ନକଲି ବୋଲି କଟକ ବୋର୍ଡ ଦର୍ଶାଇଛି । ୨୦୧୨ ମସିହା ଠାରୁ ଚାକିରି କରୁଥିବା ମନ୍ଦାକିନି ୨୦୧୧ରେ ଯୁକ୍ତଦୁଇ ସାର୍ଟିଫିକେଟ ଦେଇଥିବା ବେଳେ। ରେଗୁଲାର ନିମନ୍ତେ OTET ପରୀକ୍ଷା ଦେବା ସହ ରେଗୁଲାର ନିମନ୍ତେ ଆବେଦନ କରିଥିବା ବେଳେ ଯୁକ୍ତ ଦୁଇ ସାର୍ଟିଫିକେଟ ନକଲି ବୋଲି ସୂଚନା ମିଳିଥିଲା ।

ଆହୁରି ପଢ଼ନ୍ତୁ: ଆଶାକର୍ମୀଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ ବ୍ଲକ୍‌ ପ୍ରୋଗ୍ରାମ ମ୍ୟାନେଜର, ମାଡିବସିଲା ଭିଜିଲାନ୍ସ

09 Sep 2023 By The Sakala

ଜାଲ ସାର୍ଟିଫିକେଟ ଦେଇ ଫସିଲେ ନକଲି ଶିକ୍ଷୟତ୍ରୀ

ଦିଗପହଣ୍ଡି: ଜାଲ ସାର୍ଟିଫିକେଟ ଦେଇ ଫସିଲେ ନକଲି ଶିକ୍ଷୟତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଛି ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ନେହୁରୁ ବିଦ୍ୟାପୀଠରେ। ଏହାପରେ ଥାନାରେ ମାମଲା ରୁଜୁ କଲା ପାଟପୁର ପୁଲିସ । ଶିକ୍ଷୟତ୍ରୀଙ୍କ ନାମରେ ଶିକ୍ଷା ବିଭାଗ ଏତଲା ଦେବା ପରେ ଶିକ୍ଷୟତ୍ରୀ ଜଣଙ୍କ  ଫେରାରଥିବା ଜଣାପଡ଼ିଛି । ଜାଲସାର୍ଟିଫିକେଟ ଦେଇ ଚାକିରି ହାତେଇଥିବାରୁ ଜିଲ୍ଲାପଳ ଉକ୍ତ ଶିକ୍ଷୟତ୍ରୀଙ୍କୁ ବହିଷ୍କୃତ କରିଛନ୍ତି। ଶିକ୍ଷୟତ୍ରୀଙ୍କ ନାମ ମନ୍ଦାକିନି ନାହାକ ବୋଲି ଜଣାପଡ଼ିଛି ।

ଯୁକ୍ତ ଦୁଇ ସାର୍ଟିଫିକେଟ ମାର୍କ ସିଟ ନକଲି ବୋଲି କଟକ ବୋର୍ଡ ଦର୍ଶାଇଛି । ୨୦୧୨ ମସିହା ଠାରୁ ଚାକିରି କରୁଥିବା ମନ୍ଦାକିନି ୨୦୧୧ରେ ଯୁକ୍ତଦୁଇ ସାର୍ଟିଫିକେଟ ଦେଇଥିବା ବେଳେ। ରେଗୁଲାର ନିମନ୍ତେ OTET ପରୀକ୍ଷା ଦେବା ସହ ରେଗୁଲାର ନିମନ୍ତେ ଆବେଦନ କରିଥିବା ବେଳେ ଯୁକ୍ତ ଦୁଇ ସାର୍ଟିଫିକେଟ ନକଲି ବୋଲି ସୂଚନା ମିଳିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର