ଆଇପିଏସ ସ୍ତରରେ ଅଦଳବଦଳ: ଅଖିଳେଶ୍ୱର ସିଂ ହେଲେ ଜଗତସିଂହପୁର ଏସପି, ପି.ଏସ ମୀନାଙ୍କୁ ମାଲକାନଗିରି ଏସ୍ପି ଦାୟିତ୍ବ
ଭୁବନେଶ୍ୱର: ଆଇପିଏସ ସ୍ତରରେ ଶୁକ୍ରବାର ରାଜ୍ଯସରକାର ଅଦଳବଦଳ କରିଛନ୍ତି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି ଆଇପିଏସ ଦେବଦତ୍ତ ସିଂ । ପୁଲିସ ମୁଖ୍ୟାଳୟ IG ହେଲେ ଦେବଦତ୍ତ ସିଂହ । ଜଗତସିଂହପୁର ଏସପି ହେଲେ ଅଖିଳେଶ୍ୱର ସିଂ । ଜଗତସିଂହପୁର ଏସପି ପ୍ରକାଶ ଆରଙ୍କୁ ଭିଜିଲାନ୍ସକୁ ବଦଳି କରାଯାଇଛି । ପିଏସ୍ ପର୍ଶୋତ୍ତମ ଦାସଙ୍କୁ ନବରଙ୍ଗପୁର ଏସ୍ପି ଭାବେ ଦାୟିତ୍ବ ମିଳିଛି। ସେହିପରି ରାହୁଲ ଜୈନ୍ ହେଲେ ବରଗଡ଼ ଏସ୍ପି। ନୂଆପଡା ଏସ୍ପି ହେଲେ ପ୍ରତ୍ୟୁଷ ଦିବାକର । […]
ଭୁବନେଶ୍ୱର: ଆଇପିଏସ ସ୍ତରରେ ଶୁକ୍ରବାର ରାଜ୍ଯସରକାର ଅଦଳବଦଳ କରିଛନ୍ତି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି ଆଇପିଏସ ଦେବଦତ୍ତ ସିଂ । ପୁଲିସ ମୁଖ୍ୟାଳୟ IG ହେଲେ ଦେବଦତ୍ତ ସିଂହ । ଜଗତସିଂହପୁର ଏସପି ହେଲେ ଅଖିଳେଶ୍ୱର ସିଂ । ଜଗତସିଂହପୁର ଏସପି ପ୍ରକାଶ ଆରଙ୍କୁ ଭିଜିଲାନ୍ସକୁ ବଦଳି କରାଯାଇଛି । ପିଏସ୍ ପର୍ଶୋତ୍ତମ ଦାସଙ୍କୁ ନବରଙ୍ଗପୁର ଏସ୍ପି ଭାବେ ଦାୟିତ୍ବ ମିଳିଛି। ସେହିପରି ରାହୁଲ ଜୈନ୍ ହେଲେ ବରଗଡ଼ ଏସ୍ପି। ନୂଆପଡା ଏସ୍ପି ହେଲେ ପ୍ରତ୍ୟୁଷ ଦିବାକର । ମୟୂରଭଞ୍ଜ ଏସ୍ପି ହେଲେ କେ.ଆର ଦ୍ୟାନଦେଓ । ମାଲକାନଗିରି ଏସ୍ପି ହେଲେ ପି.ଏସ ମୀନା ।






