ନରହନ୍ତା ଦନ୍ତା, ନେଲାଣୀ ୪ ଜୀବନ

The Sakala Picture
Published On

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଫରେଷ୍ଟ ରେଞ୍ଜ ଅଧିନସ୍ଥ ଭରସୁଜା ନିକଟସ୍ଥ ଦରଲୀପାଲିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ଯୁ ଘଟିଛି। ମୃତ ଚାଷୀ ଜଣକ ହେଲେ ଦରଳିପାଲି ଗାଁର ବିରଞ୍ଚି ସାହୁ(୫୫)। ସୂଚନା ଅନୁଯାୟୀ, ବୁଧବାର ସକାଳୁ ନିଜ ଜମିକୁ ବିରଞ୍ଚି ଆମ୍ବ ଗୋଟାଇବାକୁ ଯାଇଥିଲେ। ସେଠାରେ ପୂର୍ବରୁ ଗାଇସିଲେଟ ଅଞ୍ଚଳରୁ ଆସିଥିବା ଏକ ଦନ୍ତାହାତୀ ହାବୁଡ଼ରେ ବିରଞ୍ଚି ପଡିଯାଇଥିଲେ। କିଛି ସମୟର ଛକାପଞ୍ଝା ଭିତରେ ଦନ୍ତା ବିରଞ୍ଚିକୁ ଦଲି ଦେଇଥିଲା । ଘଟଣାସ୍ଥଳରେ […]

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଫରେଷ୍ଟ ରେଞ୍ଜ ଅଧିନସ୍ଥ ଭରସୁଜା ନିକଟସ୍ଥ ଦରଲୀପାଲିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ଯୁ ଘଟିଛି। ମୃତ ଚାଷୀ ଜଣକ ହେଲେ ଦରଳିପାଲି ଗାଁର ବିରଞ୍ଚି ସାହୁ(୫୫)।

ଆହୁରି ପଢ଼ନ୍ତୁ: ଗାଁ ଗାଁରେ ବେଆଇନ କୋଚିଂ ସେଣ୍ଟର: ସରକାରୀ ନିୟମକୁ ଫୁ କରି ଟିଉସନ କରୁଛନ୍ତି ସରକାରୀ ଶିକ୍ଷକ

ସୂଚନା ଅନୁଯାୟୀ, ବୁଧବାର ସକାଳୁ ନିଜ ଜମିକୁ ବିରଞ୍ଚି ଆମ୍ବ ଗୋଟାଇବାକୁ ଯାଇଥିଲେ। ସେଠାରେ ପୂର୍ବରୁ ଗାଇସିଲେଟ ଅଞ୍ଚଳରୁ ଆସିଥିବା ଏକ ଦନ୍ତାହାତୀ ହାବୁଡ଼ରେ ବିରଞ୍ଚି ପଡିଯାଇଥିଲେ। କିଛି ସମୟର ଛକାପଞ୍ଝା ଭିତରେ ଦନ୍ତା ବିରଞ୍ଚିକୁ ଦଲି ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ବିରଞ୍ଚି ଚାଷ କରିବା ସହିତ ରାଜମିସ୍ତ୍ରୀ କାମ ମଧ୍ୟ କରନ୍ତ । କ୍ଷତିପୂରଣ ଦାବିରେ ସ୍ଥାନୀୟ ସରପଞ୍ଚ ଗଣେଶ ସାହୁଙ୍କ ସମେତ ପରିବାର ଲୋକ ଦାବି କରିଛନ୍ତି ।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦରେ ଦ୍ଵିତୀୟ ବାଲିଯାତ୍ରା: ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପାଇକ ଆଖଡାରେ ଦର୍ଶକ ବିଭୋର

ସେହିପରି ବରଗଡ଼ରେ ରାଇସଲପଦର ପଞ୍ଚାୟତରେ ମଧ୍ୟ  ହାତୀ ଆକ୍ରମଣରେ ୨ଟି ଗାଁର ତିନି ଜଣଙ୍କର ମୃତ୍ୟୁ ହୋଇଛି। ଉମରାଡ଼ ଗାଁର ୨ଜଣ ଓ ନାଥପାଲି ଗାଁର ଜଣଙ୍କୁ ମାରିଦେଲା ଦନ୍ତା । ମୃତକ ମାନେ ହେଲେ ଶିବ ସେଟ୍, ମାଲ ସେଟ୍ ଓ ବିରଞ୍ଚି କୁମ୍ଭାର। ଶୌଚ ହେବା ପାଇଁ ଯାଇଥିବାବେଳେ ସମସ୍ତଙ୍କୁ ଆକ୍ରମଣ କରିଥିଲା ବଣୁଆ ହାତୀ । ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ରାଜଧାନୀରେ BDA ପକ୍ଷରୁ ବଡ଼ଧରଣର ଜବରଦଖଲ ଉଚ୍ଛେଦ, ଘରୁ ମିଳିଲା ପୁଳା ପୁଳା ସିଲିଣ୍ଡର

21 Apr 2021 By The Sakala

ନରହନ୍ତା ଦନ୍ତା, ନେଲାଣୀ ୪ ଜୀବନ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଫରେଷ୍ଟ ରେଞ୍ଜ ଅଧିନସ୍ଥ ଭରସୁଜା ନିକଟସ୍ଥ ଦରଲୀପାଲିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ଯୁ ଘଟିଛି। ମୃତ ଚାଷୀ ଜଣକ ହେଲେ ଦରଳିପାଲି ଗାଁର ବିରଞ୍ଚି ସାହୁ(୫୫)।

ସୂଚନା ଅନୁଯାୟୀ, ବୁଧବାର ସକାଳୁ ନିଜ ଜମିକୁ ବିରଞ୍ଚି ଆମ୍ବ ଗୋଟାଇବାକୁ ଯାଇଥିଲେ। ସେଠାରେ ପୂର୍ବରୁ ଗାଇସିଲେଟ ଅଞ୍ଚଳରୁ ଆସିଥିବା ଏକ ଦନ୍ତାହାତୀ ହାବୁଡ଼ରେ ବିରଞ୍ଚି ପଡିଯାଇଥିଲେ। କିଛି ସମୟର ଛକାପଞ୍ଝା ଭିତରେ ଦନ୍ତା ବିରଞ୍ଚିକୁ ଦଲି ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ବିରଞ୍ଚି ଚାଷ କରିବା ସହିତ ରାଜମିସ୍ତ୍ରୀ କାମ ମଧ୍ୟ କରନ୍ତ । କ୍ଷତିପୂରଣ ଦାବିରେ ସ୍ଥାନୀୟ ସରପଞ୍ଚ ଗଣେଶ ସାହୁଙ୍କ ସମେତ ପରିବାର ଲୋକ ଦାବି କରିଛନ୍ତି ।

ସେହିପରି ବରଗଡ଼ରେ ରାଇସଲପଦର ପଞ୍ଚାୟତରେ ମଧ୍ୟ  ହାତୀ ଆକ୍ରମଣରେ ୨ଟି ଗାଁର ତିନି ଜଣଙ୍କର ମୃତ୍ୟୁ ହୋଇଛି। ଉମରାଡ଼ ଗାଁର ୨ଜଣ ଓ ନାଥପାଲି ଗାଁର ଜଣଙ୍କୁ ମାରିଦେଲା ଦନ୍ତା । ମୃତକ ମାନେ ହେଲେ ଶିବ ସେଟ୍, ମାଲ ସେଟ୍ ଓ ବିରଞ୍ଚି କୁମ୍ଭାର। ଶୌଚ ହେବା ପାଇଁ ଯାଇଥିବାବେଳେ ସମସ୍ତଙ୍କୁ ଆକ୍ରମଣ କରିଥିଲା ବଣୁଆ ହାତୀ । ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର