ଅଭିଯୋଗ ଶୁଣାଣି ବେଳେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମ୍ମୁଖରେ ବିଷ ପିଇଦେଲେ ଦିବ୍ୟାଙ୍ଗ ଯୁବକ

The Sakala Picture
Published On

ବ୍ରହ୍ମପୁର: ବ୍ରହ୍ମପୁରରୁ ଆସିଛି ଅଭାବନୀୟ ଘଟଣା ।  ଦିଗପହଣ୍ଡିରେ ଅଭିଯୋଗ ଶୁଣାଣି ବେଳେ ଜଣେ ଦିବ୍ୟାଙ୍ଗ ଯୁବକ ଜଣକ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମ୍ମୁଖରେ ବିଷ ପିଇଦେଇଥିବା ଜଣାପଡ଼ିଛି। ଯୁବକ ଜଣଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ଏମକେସିଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଜମି ଡିମାର୍କେସନ ପାଇଁ ଯୁବକ ଜଣକ ବାରମ୍ବାର ଗୁହାରୀ କରିବା ସତ୍ତ୍ବେ କେହି ଶୁଶୁ ନ ଥିବା ଅଭିଯୋଗ କରିବା ପରେ ସେ ବିଷ ପିଇଦେଇଥିବା କୁହାଯାଉଛି । […]

ବ୍ରହ୍ମପୁର: ବ୍ରହ୍ମପୁରରୁ ଆସିଛି ଅଭାବନୀୟ ଘଟଣା ।  ଦିଗପହଣ୍ଡିରେ ଅଭିଯୋଗ ଶୁଣାଣି ବେଳେ ଜଣେ ଦିବ୍ୟାଙ୍ଗ ଯୁବକ ଜଣକ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମ୍ମୁଖରେ ବିଷ ପିଇଦେଇଥିବା ଜଣାପଡ଼ିଛି। ଯୁବକ ଜଣଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ଏମକେସିଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଜମି ଡିମାର୍କେସନ ପାଇଁ ଯୁବକ ଜଣକ ବାରମ୍ବାର ଗୁହାରୀ କରିବା ସତ୍ତ୍ବେ କେହି ଶୁଶୁ ନ ଥିବା ଅଭିଯୋଗ କରିବା ପରେ ସେ ବିଷ ପିଇଦେଇଥିବା କୁହାଯାଉଛି । ହେଲେ ବର୍ତ୍ତମାନ ତାଙ୍କର ସ୍ୱାସ୍ଥାବସ୍ଥା କିପରି ରିହଛି ତାହା ଜଣାପଡ଼ିନାହିଁ ।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

25 Jul 2022 By The Sakala

ଅଭିଯୋଗ ଶୁଣାଣି ବେଳେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମ୍ମୁଖରେ ବିଷ ପିଇଦେଲେ ଦିବ୍ୟାଙ୍ଗ ଯୁବକ

ବ୍ରହ୍ମପୁର: ବ୍ରହ୍ମପୁରରୁ ଆସିଛି ଅଭାବନୀୟ ଘଟଣା ।  ଦିଗପହଣ୍ଡିରେ ଅଭିଯୋଗ ଶୁଣାଣି ବେଳେ ଜଣେ ଦିବ୍ୟାଙ୍ଗ ଯୁବକ ଜଣକ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମ୍ମୁଖରେ ବିଷ ପିଇଦେଇଥିବା ଜଣାପଡ଼ିଛି। ଯୁବକ ଜଣଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ଏମକେସିଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଜମି ଡିମାର୍କେସନ ପାଇଁ ଯୁବକ ଜଣକ ବାରମ୍ବାର ଗୁହାରୀ କରିବା ସତ୍ତ୍ବେ କେହି ଶୁଶୁ ନ ଥିବା ଅଭିଯୋଗ କରିବା ପରେ ସେ ବିଷ ପିଇଦେଇଥିବା କୁହାଯାଉଛି । ହେଲେ ବର୍ତ୍ତମାନ ତାଙ୍କର ସ୍ୱାସ୍ଥାବସ୍ଥା କିପରି ରିହଛି ତାହା ଜଣାପଡ଼ିନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର