କରୋନାରେ ମାତିଲେ ଚୋର, ଶ୍ରୀମନ୍ଦିର ପଶ୍ଚିମଦ୍ୱାର ନିକଟରେ ଥିବା ଦାନବାକ୍ସରୁ ଲୁଟ

The Sakala Picture
Published On

ପୁରୀ: ଠାକୁରଙ୍କ ସମ୍ପତିକୁ ମଧ୍ୟ ଛାଡ଼ୁନାହାନ୍ତି ଚୋର। ତାକୁ ଚୋରି କରିବାକୁ ଟିକେ ବି ପଛଘୁଞ୍ଚା ଦେଉନାହାନ୍ତି ଚୋରମାନେ। ଶ୍ରୀମନ୍ଦିର ପଶ୍ଚିମଦ୍ୱାର ନିକଟରେ ଥିବା ବିଶ୍ୱଶାନ୍ତି ଅଖଣ୍ଡ ହରିନାମ ସଂକୀର୍ତ୍ତନ ମନ୍ଦିରରୁ ଦାନବାକ୍ସ ଲୁଟ୍ ହୋଇଛି। ଗତକାଲି ବିଳମ୍ବିତ ରାତିରେ କେହି ମନ୍ଦିରର ଦାନବାକ୍ସ ତାଡି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଏନେଇ ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି ମନ୍ଦିର ପୂଜକ। ତେବେ ଦାନବାକ୍ସରେ କେତେ ପରିମାଣରେ ଟଙ୍କା ଥିଲା, ତାହା ଜଣାନଥିବା ପୂଜକ କହିଛନ୍ତି […]

ପୁରୀ: ଠାକୁରଙ୍କ ସମ୍ପତିକୁ ମଧ୍ୟ ଛାଡ଼ୁନାହାନ୍ତି ଚୋର। ତାକୁ ଚୋରି କରିବାକୁ ଟିକେ ବି ପଛଘୁଞ୍ଚା ଦେଉନାହାନ୍ତି ଚୋରମାନେ। ଶ୍ରୀମନ୍ଦିର ପଶ୍ଚିମଦ୍ୱାର ନିକଟରେ ଥିବା ବିଶ୍ୱଶାନ୍ତି ଅଖଣ୍ଡ ହରିନାମ ସଂକୀର୍ତ୍ତନ ମନ୍ଦିରରୁ ଦାନବାକ୍ସ ଲୁଟ୍ ହୋଇଛି। ଗତକାଲି ବିଳମ୍ବିତ ରାତିରେ କେହି ମନ୍ଦିରର ଦାନବାକ୍ସ ତାଡି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଏନେଇ ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି ମନ୍ଦିର ପୂଜକ।

ଆହୁରି ପଢ଼ନ୍ତୁ: ଅକ୍ଷୟ ତୃତୀୟା ୨୦୨୬: ୧୯ ନା ୨୦ ଏପ୍ରିଲ? ଜାଣନ୍ତୁ ଶ୍ରୀମନ୍ଦିର ପାଞ୍ଜି ଅନୁସାରେ ସଠିକ୍ ତାରିଖ ଓ ଶୁଭ ମୁହୂର୍ତ୍ତ

ତେବେ ଦାନବାକ୍ସରେ କେତେ ପରିମାଣରେ ଟଙ୍କା ଥିଲା, ତାହା ଜଣାନଥିବା ପୂଜକ କହିଛନ୍ତି । ହେଲେ ୨୪ ଘଣ୍ଟିଆ ପୋଲିସ ପହରା ସତ୍ୱେ କିପରି ଚୋରି ହେଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଅନ୍ୟପଟେ ପୂର୍ବରୁ ମାଉସୀ ମା’ଙ୍କ ମନ୍ଦିରରୁ ମଧ୍ୟ ଚୋରି ହୋଇଥିଲା । ଏପର୍ଯ୍ୟନ୍ତ ଚୋର ଧରାପଡିନଥିବା ବେଳେ ଆଉ ଗୋଟିଏ ମନ୍ଦିରରୁ ଚୋରି ହେବା ପରେ ସୁରକ୍ଷା ବ୍ୟବସ୍ଥାର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବଡ଼ ଭାଇଙ୍କ ଅସୁସ୍ଥତା ଖବର ପାଇ ଦିଲ୍ଲୀ ଯାଇଥିଲେ

03 Jun 2021 By The Sakala

କରୋନାରେ ମାତିଲେ ଚୋର, ଶ୍ରୀମନ୍ଦିର ପଶ୍ଚିମଦ୍ୱାର ନିକଟରେ ଥିବା ଦାନବାକ୍ସରୁ ଲୁଟ

ପୁରୀ: ଠାକୁରଙ୍କ ସମ୍ପତିକୁ ମଧ୍ୟ ଛାଡ଼ୁନାହାନ୍ତି ଚୋର। ତାକୁ ଚୋରି କରିବାକୁ ଟିକେ ବି ପଛଘୁଞ୍ଚା ଦେଉନାହାନ୍ତି ଚୋରମାନେ। ଶ୍ରୀମନ୍ଦିର ପଶ୍ଚିମଦ୍ୱାର ନିକଟରେ ଥିବା ବିଶ୍ୱଶାନ୍ତି ଅଖଣ୍ଡ ହରିନାମ ସଂକୀର୍ତ୍ତନ ମନ୍ଦିରରୁ ଦାନବାକ୍ସ ଲୁଟ୍ ହୋଇଛି। ଗତକାଲି ବିଳମ୍ବିତ ରାତିରେ କେହି ମନ୍ଦିରର ଦାନବାକ୍ସ ତାଡି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଏନେଇ ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି ମନ୍ଦିର ପୂଜକ।

ତେବେ ଦାନବାକ୍ସରେ କେତେ ପରିମାଣରେ ଟଙ୍କା ଥିଲା, ତାହା ଜଣାନଥିବା ପୂଜକ କହିଛନ୍ତି । ହେଲେ ୨୪ ଘଣ୍ଟିଆ ପୋଲିସ ପହରା ସତ୍ୱେ କିପରି ଚୋରି ହେଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଅନ୍ୟପଟେ ପୂର୍ବରୁ ମାଉସୀ ମା’ଙ୍କ ମନ୍ଦିରରୁ ମଧ୍ୟ ଚୋରି ହୋଇଥିଲା । ଏପର୍ଯ୍ୟନ୍ତ ଚୋର ଧରାପଡିନଥିବା ବେଳେ ଆଉ ଗୋଟିଏ ମନ୍ଦିରରୁ ଚୋରି ହେବା ପରେ ସୁରକ୍ଷା ବ୍ୟବସ୍ଥାର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର