ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ବିପର୍ଯ୍ୟସ୍ତ ବିଦ୍ୟୁତ ସେବା : କେଣ୍ଡେଲକୁ ଭରସା କରୁଛନ୍ତି କମର୍ଦ୍ଦାବାସୀ

The Sakala Picture
Published On

କମର୍ଦ୍ଦା : ଭୋଗରାଇ ବ୍ଲକ କମର୍ଦ୍ଦା ସେକ୍ସନ ରେ ବିଦ୍ୟୁତ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତି ପାଇଁ ଖାଦ୍ୟ,ବସ୍ତ୍ର, ବାସଗୃହ ଯେତିକି ଆବଶ୍ୟକ ସେତିକି ଆବଶ୍ୟକ ହେଲା ବିଜୁଳି। ଯାହା ନହେଲେ ଦୈନନ୍ଦିନ ଜୀବନରେ ଲୋକଙ୍କ ଜୀବନ ଦୁର୍ବିସହ ହୋଇଯାଏ। ହେଲେ ସେଭଳି ଅତ୍ୟାବଶକୀୟ ସେବାରୁ ବଞ୍ଚିତ ହେଉଛନ୍ତି ଏହି ବ୍ଲକ ଅନ୍ତର୍ଗତ କମର୍ଦା ବିଦ୍ୟୁତ ସେକ୍ସନ ଅଧୀନରେ ଥିବା ପ୍ରାୟ ୧୮ହଜାର ବିଦ୍ୟୁତ ଉପଭୋକ୍ତା। ସୂଚନା ମୁତାବକ ଏହି ବିଦ୍ୟୁତ ସେକ୍ସନରେ […]

କମର୍ଦ୍ଦା : ଭୋଗରାଇ ବ୍ଲକ କମର୍ଦ୍ଦା ସେକ୍ସନ ରେ ବିଦ୍ୟୁତ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତି ପାଇଁ ଖାଦ୍ୟ,ବସ୍ତ୍ର, ବାସଗୃହ ଯେତିକି ଆବଶ୍ୟକ ସେତିକି ଆବଶ୍ୟକ ହେଲା ବିଜୁଳି। ଯାହା ନହେଲେ ଦୈନନ୍ଦିନ ଜୀବନରେ ଲୋକଙ୍କ ଜୀବନ ଦୁର୍ବିସହ ହୋଇଯାଏ। ହେଲେ ସେଭଳି ଅତ୍ୟାବଶକୀୟ ସେବାରୁ ବଞ୍ଚିତ ହେଉଛନ୍ତି ଏହି ବ୍ଲକ ଅନ୍ତର୍ଗତ କମର୍ଦା ବିଦ୍ୟୁତ ସେକ୍ସନ ଅଧୀନରେ ଥିବା ପ୍ରାୟ ୧୮ହଜାର ବିଦ୍ୟୁତ ଉପଭୋକ୍ତା। ସୂଚନା ମୁତାବକ ଏହି ବିଦ୍ୟୁତ ସେକ୍ସନରେ ଉପଭୋକ୍ତା ମାନେ ୨୪ ଘଣ୍ଟିଆ ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଅଘୋଷିତ ଭାବେ ଘନ ଘନ ବିଜୁଳି କାଟ ପାଇଁ ଉପଭୋକ୍ତାମାନେ ଦୁର୍ଦ୍ଦଶା ଭୋଗ କରୁଛନ୍ତି। ଏପରିକି ଉଲୁଡ଼ା ଗାଁରେ ଆଜକୁ ୧୦/୧୨ ଦିନ ହେବ ଏକ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିବା ବେଳେ ଏପର୍ଯ୍ୟନ୍ତ ଏହାକୁ ବଦଳାଇ ନୂତନ ଟ୍ରାନ୍ସଫର୍ମର ଲାଗି ପାରୁ ନାହିଁ। ଫଳରେ ଗରମ ଗୁଳିଗୁଳି ପାଇଁ ସ୍ଥାନୀୟ ଲୋକମାନେ ତ୍ରାହି ତ୍ରାହି ଡାକୁଥିବା ବେଳେ ବିଜୁଳି ବିଭାଗର ଖାମ ଖିଆଲି କାର୍ଯ୍ୟ ଏବେ ଅସନ୍ତୋଷର କାରଣ ପାଲଟିଛି।

ଆହୁରି ପଢ଼ନ୍ତୁ: ବ୍ରହ୍ମପୁର ଗିରିରୋଡ ଆକ୍ରମଣ ଘଟଣା: ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତ ମୁକେଶ ସାହୁ ଆହତ

ଅନ୍ୟପକ୍ଷରେ ଭୋଗରାଇ ବିଦ୍ୟୁତ ଉପଖଣ୍ଡର ଏସ ଡି ଓ କାନ୍ତି ଭୂଷଣ ଜେନା ସଫେଇ ଦେଇ କହିଛନ୍ତି ଯେ ଏଭଳି ସମସ୍ୟା ସେଠାରେ ୧ମାସ ପୂର୍ବରୁ ହେଉଥିଲା, କାରଣ ବିଭାଗୀୟ କର୍ମଚାରୀ ମାନେ ବାରମ୍ବାର ସର୍ଟ ଡାଉନ ନେଇ ମରାମତି କାର୍ଯ୍ୟ କରୁଥିଲେ। ମାତ୍ର ବର୍ତ୍ତମାନ ତାହା ବନ୍ଦ କରାଯାଇଛି। କେବଳ ସକାଳ ୯ଟା ରୁ ୧୦ଟା ଏବଂ ଅପରାହ୍ନ ୪ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯେଉଁଠି କାର୍ଯ୍ୟ ଚାଲିବାକୁ ଥିବ ସେଥିପାଇଁ କର୍ମଚାରୀ ମାନେ ସର୍ଟ ଡାଉନ ନେଇ ପାରିବେ। କେବଳ ସେତିକି ସମୟରେ ବିଦ୍ୟୁତ କାଟ ହେଉଛି।ଅନ୍ୟ ସମୟରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ରହୁଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲିଠାରୁ ସ୍ଥଗିତ ରହିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ

02 Jul 2022 By The Sakala

ବିପର୍ଯ୍ୟସ୍ତ ବିଦ୍ୟୁତ ସେବା : କେଣ୍ଡେଲକୁ ଭରସା କରୁଛନ୍ତି କମର୍ଦ୍ଦାବାସୀ

କମର୍ଦ୍ଦା : ଭୋଗରାଇ ବ୍ଲକ କମର୍ଦ୍ଦା ସେକ୍ସନ ରେ ବିଦ୍ୟୁତ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତି ପାଇଁ ଖାଦ୍ୟ,ବସ୍ତ୍ର, ବାସଗୃହ ଯେତିକି ଆବଶ୍ୟକ ସେତିକି ଆବଶ୍ୟକ ହେଲା ବିଜୁଳି। ଯାହା ନହେଲେ ଦୈନନ୍ଦିନ ଜୀବନରେ ଲୋକଙ୍କ ଜୀବନ ଦୁର୍ବିସହ ହୋଇଯାଏ। ହେଲେ ସେଭଳି ଅତ୍ୟାବଶକୀୟ ସେବାରୁ ବଞ୍ଚିତ ହେଉଛନ୍ତି ଏହି ବ୍ଲକ ଅନ୍ତର୍ଗତ କମର୍ଦା ବିଦ୍ୟୁତ ସେକ୍ସନ ଅଧୀନରେ ଥିବା ପ୍ରାୟ ୧୮ହଜାର ବିଦ୍ୟୁତ ଉପଭୋକ୍ତା। ସୂଚନା ମୁତାବକ ଏହି ବିଦ୍ୟୁତ ସେକ୍ସନରେ ଉପଭୋକ୍ତା ମାନେ ୨୪ ଘଣ୍ଟିଆ ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି।

ଅଘୋଷିତ ଭାବେ ଘନ ଘନ ବିଜୁଳି କାଟ ପାଇଁ ଉପଭୋକ୍ତାମାନେ ଦୁର୍ଦ୍ଦଶା ଭୋଗ କରୁଛନ୍ତି। ଏପରିକି ଉଲୁଡ଼ା ଗାଁରେ ଆଜକୁ ୧୦/୧୨ ଦିନ ହେବ ଏକ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିବା ବେଳେ ଏପର୍ଯ୍ୟନ୍ତ ଏହାକୁ ବଦଳାଇ ନୂତନ ଟ୍ରାନ୍ସଫର୍ମର ଲାଗି ପାରୁ ନାହିଁ। ଫଳରେ ଗରମ ଗୁଳିଗୁଳି ପାଇଁ ସ୍ଥାନୀୟ ଲୋକମାନେ ତ୍ରାହି ତ୍ରାହି ଡାକୁଥିବା ବେଳେ ବିଜୁଳି ବିଭାଗର ଖାମ ଖିଆଲି କାର୍ଯ୍ୟ ଏବେ ଅସନ୍ତୋଷର କାରଣ ପାଲଟିଛି।

ଅନ୍ୟପକ୍ଷରେ ଭୋଗରାଇ ବିଦ୍ୟୁତ ଉପଖଣ୍ଡର ଏସ ଡି ଓ କାନ୍ତି ଭୂଷଣ ଜେନା ସଫେଇ ଦେଇ କହିଛନ୍ତି ଯେ ଏଭଳି ସମସ୍ୟା ସେଠାରେ ୧ମାସ ପୂର୍ବରୁ ହେଉଥିଲା, କାରଣ ବିଭାଗୀୟ କର୍ମଚାରୀ ମାନେ ବାରମ୍ବାର ସର୍ଟ ଡାଉନ ନେଇ ମରାମତି କାର୍ଯ୍ୟ କରୁଥିଲେ। ମାତ୍ର ବର୍ତ୍ତମାନ ତାହା ବନ୍ଦ କରାଯାଇଛି। କେବଳ ସକାଳ ୯ଟା ରୁ ୧୦ଟା ଏବଂ ଅପରାହ୍ନ ୪ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯେଉଁଠି କାର୍ଯ୍ୟ ଚାଲିବାକୁ ଥିବ ସେଥିପାଇଁ କର୍ମଚାରୀ ମାନେ ସର୍ଟ ଡାଉନ ନେଇ ପାରିବେ। କେବଳ ସେତିକି ସମୟରେ ବିଦ୍ୟୁତ କାଟ ହେଉଛି।ଅନ୍ୟ ସମୟରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ରହୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର