ମନୋରଞ୍ଜନ
ଓଡ଼ିଶା
ପାରିବାରିକ କଳହର କରୁଣ ପରିଣତି, ଶ୍ଵଶୁରକୁ ଟାଙ୍ଗିଆରେ ହାଣି ହତ୍ୟା କଲା ବୋହୂ
ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଣପାଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ନିଜ ଶ୍ଵଶୁରକୁ ଟାଙ୍ଗିଆରେ ହାଣି ବିଭତ୍ସଭାବେ ହତ୍ୟା କରିଛି ବୋହୂ। ମୃତ ବ୍ୟକ୍ତିଙ୍କ ନାଁ ପବନା ହାତୀ ଏବଂ ତାଙ୍କ ବୋହୂଙ୍କ ନାଁ ରୁପା ହାତୀ। ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଥିବା ନେଇ ସନ୍ଦେହ କରାଯାଉଛି । ଶ୍ଵଶୁରକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଅଭିଯୁକ୍ତ ବୋହୂ ରୂପା ହାତୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। […]
ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଣପାଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ନିଜ ଶ୍ଵଶୁରକୁ ଟାଙ୍ଗିଆରେ ହାଣି ବିଭତ୍ସଭାବେ ହତ୍ୟା କରିଛି ବୋହୂ। ମୃତ ବ୍ୟକ୍ତିଙ୍କ ନାଁ ପବନା ହାତୀ ଏବଂ ତାଙ୍କ ବୋହୂଙ୍କ ନାଁ ରୁପା ହାତୀ। ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଥିବା ନେଇ ସନ୍ଦେହ କରାଯାଉଛି ।
ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର
ଶ୍ଵଶୁରକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଅଭିଯୁକ୍ତ ବୋହୂ ରୂପା ହାତୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।






