ମନୋରଞ୍ଜନ
ଓଡ଼ିଶା
ଆଉ ୪ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
ଭୁବନେଶ୍ୱର: ଗୁରୁବାର କଂଗ୍ରେସର ଆଉ ୪ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀ ମନୋଜ ରଥ, ଭୁବନେଶ୍ୱର ମଧ୍ୟ – ପ୍ରକାଶ ଜେନା, ଭୁବନେଶ୍ୱର ଉତ୍ତର ଅଶୋକ ଦାସ।

18 Apr 2024
By The Sakala

⊕ https://www.thesakala.in/latest-odisha-news/congress-has-announced-candidates-for-four-more-assembly-constituencies/article-31514