ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ଦିବ୍ୟାଙ୍ଗ ନାବାଳିକାକୁ ଗର୍ଭବତୀ କରି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକ ଫେରାର୍, ଧର୍ମାନୁଷ୍ଠାନରେ ଭଙ୍ଗାରୁଜା ସହ ପ୍ରବଳ ଉତ୍ତେଜନା

Madhusudan Das Picture
Published On

କେନ୍ଦୁଝର: କେନ୍ଦୁଝର ଆନନ୍ଦପୁରରେ ଲଜ୍ଜାଜନକ ଘଟଣା । ଦୃଷ୍ଟିବାଧିତ ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ପ୍ରବଳ ଉତ୍ତେଜନା । ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଗର୍ଭବତୀ କରି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକ ଫେରାର୍ ମାରିଥିବା ଅଭିଯୋଗ ହୋଇଛି।  ଏହି ଘଟଣା ପ୍ରଘଟ ହେବା ପରେ ଆଜି ଆନନ୍ଦପୁର ଥାନା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ସମ୍ପୃକ୍ତ ଗାଁରେ ଥିବା ଅନ୍ୟ ଏକ ଗୋଷ୍ଠୀର ଧର୍ମାନୁଷ୍ଠାନରେ ଭଙ୍ଗାରୁଜା କରିଛନ୍ତି ଉତ୍ୟକ୍ତ ଲୋକେ । ଅଭିଯୁକ୍ତ ଫେରାର ହୋଇ ସାରିଥିବାରୁ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଖବରପାଇ କେନ୍ଦୁଝର ଏସପି, ଆନନ୍ଦପୁର ଏସଡପିଓ, ସମସ୍ତ ଥାନା ଅଧିକାରୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା  ଚଳାଇଛନ୍ତି । ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । 

ଆହୁରି ପଢ଼ନ୍ତୁ: ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

06 Apr 2026 By Madhusudan Das

ଦିବ୍ୟାଙ୍ଗ ନାବାଳିକାକୁ ଗର୍ଭବତୀ କରି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକ ଫେରାର୍, ଧର୍ମାନୁଷ୍ଠାନରେ ଭଙ୍ଗାରୁଜା ସହ ପ୍ରବଳ ଉତ୍ତେଜନା

କେନ୍ଦୁଝର: କେନ୍ଦୁଝର ଆନନ୍ଦପୁରରେ ଲଜ୍ଜାଜନକ ଘଟଣା । ଦୃଷ୍ଟିବାଧିତ ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ପ୍ରବଳ ଉତ୍ତେଜନା । ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଗର୍ଭବତୀ କରି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକ ଫେରାର୍ ମାରିଥିବା ଅଭିଯୋଗ ହୋଇଛି।  ଏହି ଘଟଣା ପ୍ରଘଟ ହେବା ପରେ ଆଜି ଆନନ୍ଦପୁର ଥାନା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ସମ୍ପୃକ୍ତ ଗାଁରେ ଥିବା ଅନ୍ୟ ଏକ ଗୋଷ୍ଠୀର ଧର୍ମାନୁଷ୍ଠାନରେ ଭଙ୍ଗାରୁଜା କରିଛନ୍ତି ଉତ୍ୟକ୍ତ ଲୋକେ । ଅଭିଯୁକ୍ତ ଫେରାର ହୋଇ ସାରିଥିବାରୁ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଖବରପାଇ କେନ୍ଦୁଝର ଏସପି, ଆନନ୍ଦପୁର ଏସଡପିଓ, ସମସ୍ତ ଥାନା ଅଧିକାରୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା  ଚଳାଇଛନ୍ତି । ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର