ରାଜ୍ୟରେ ବଢିଲା ବସ୍ ଭଡ଼ା

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ ବଢିଲା ବସ ଭଡ଼ା। କିଲୋମିଟର ପିଛା ୨ରୁ ୬ ପଇସା ପର୍ଯ୍ଯନ୍ତ ବୃଦ୍ଧି ପାଇଛି।  ସାଧରଣ ବସ ଭଡ଼ା କିମି ପିଛା ୨ ପଇସା ବଢି ୯୨ ପଇସା ହୋଇଛି।  ଏକ୍ସପ୍ରେସ ବସ ଭଡ଼ା କିମି ପିଛା ୨ ପଇସା ବଢ଼ି ୯୬ ପଇସା, ଡିଲକ୍ସ ବସ ଭଡ଼ା କିମି ପିଛା ୪ ପଇସା ବଢ଼ି ୧.୩୫ ଟଙ୍କା, ଏସି ଡିଲକ୍ସ ବସ୍‌ ଭଡ଼ା କିମି ପିଛା ୪ ପଇସା ବଢି ୧.୬୩ ଟଙ୍କା […]

ଭୁବନେଶ୍ବର: ରାଜ୍ୟରେ ବଢିଲା ବସ ଭଡ଼ା। କିଲୋମିଟର ପିଛା ୨ରୁ ୬ ପଇସା ପର୍ଯ୍ଯନ୍ତ ବୃଦ୍ଧି ପାଇଛି।  ସାଧରଣ ବସ ଭଡ଼ା କିମି ପିଛା ୨ ପଇସା ବଢି ୯୨ ପଇସା ହୋଇଛି।  ଏକ୍ସପ୍ରେସ ବସ ଭଡ଼ା କିମି ପିଛା ୨ ପଇସା ବଢ଼ି ୯୬ ପଇସା, ଡିଲକ୍ସ ବସ ଭଡ଼ା କିମି ପିଛା ୪ ପଇସା ବଢ଼ି ୧.୩୫ ଟଙ୍କା, ଏସି ଡିଲକ୍ସ ବସ୍‌ ଭଡ଼ା କିମି ପିଛା ୪ ପଇସା ବଢି ୧.୬୩ ଟଙ୍କା ହୋଇଥିବା ବେଳେ ସୁପର ପ୍ରିମିୟମ୍ ବସ ଭଡ଼ା ୬ ପଇସା ବଢି ୨.୫୩ ଟଙ୍କା  ହୋଇଛି।  ଆଜିଠାରୁ ଏହି ନୂଆ ଭଡ଼ା ଲାଗୁ କରାଯିବ ବୋଲି ଜଣାପଡ଼ିଛି । ଭଡ଼ା ବୃଦ୍ଧି ନେଇ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକଙ୍କ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

18 Apr 2022 By The Sakala

ରାଜ୍ୟରେ ବଢିଲା ବସ୍ ଭଡ଼ା

ଭୁବନେଶ୍ବର: ରାଜ୍ୟରେ ବଢିଲା ବସ ଭଡ଼ା। କିଲୋମିଟର ପିଛା ୨ରୁ ୬ ପଇସା ପର୍ଯ୍ଯନ୍ତ ବୃଦ୍ଧି ପାଇଛି।  ସାଧରଣ ବସ ଭଡ଼ା କିମି ପିଛା ୨ ପଇସା ବଢି ୯୨ ପଇସା ହୋଇଛି।  ଏକ୍ସପ୍ରେସ ବସ ଭଡ଼ା କିମି ପିଛା ୨ ପଇସା ବଢ଼ି ୯୬ ପଇସା, ଡିଲକ୍ସ ବସ ଭଡ଼ା କିମି ପିଛା ୪ ପଇସା ବଢ଼ି ୧.୩୫ ଟଙ୍କା, ଏସି ଡିଲକ୍ସ ବସ୍‌ ଭଡ଼ା କିମି ପିଛା ୪ ପଇସା ବଢି ୧.୬୩ ଟଙ୍କା ହୋଇଥିବା ବେଳେ ସୁପର ପ୍ରିମିୟମ୍ ବସ ଭଡ଼ା ୬ ପଇସା ବଢି ୨.୫୩ ଟଙ୍କା  ହୋଇଛି।  ଆଜିଠାରୁ ଏହି ନୂଆ ଭଡ଼ା ଲାଗୁ କରାଯିବ ବୋଲି ଜଣାପଡ଼ିଛି । ଭଡ଼ା ବୃଦ୍ଧି ନେଇ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକଙ୍କ ସୂଚନା ଦେଇଛନ୍ତି।

https://www.thesakala.in/latest-odisha-news/bus-fare-hike-in-odisha/article-10869
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର