ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ବିଷପିଇ ପରିବାରର ୩ ମୃତ, ମା’ ସହ ବିଷ ପିଇଦେଲେ ଭାଇଭଉଣୀ

The Sakala Picture
Published On

ବ୍ରହ୍ମପୁର : ବିଷପିଇ ପରିବାରର ୩ ମୃତ। ମା’ ସହ ବିଷ ପିଇଦେଲେ ଭାଇଭଉଣୀ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଥାନା ପାଳିବନ୍ଧ ପଞ୍ଚାୟତ ପାଳିବନ୍ଧ ଗ୍ରାମରେ। ଯେଉଁଠି ଗୋଟିଏ ପରିବାରର ମା ଓ ପୁଅ-ଝିଅ ବିଷ ପାନ କରି ମୃତ୍ୟ ବରଣ କରିଥିବା ଜଣାପଡିଛି । ମୃତ ବ୍ୟକ୍ତି ମାନେ ହେଲା ମା ଏସ.ମାମକ୍ଷରେଡି (୪୧) ପୁଅ ରାକେଶ ରେଡ୍ଡୀ(୨୨) ଏବଂ ଝିଅ ଏସ.ମିନା ରେଡ୍ଡୀ (୧୭) । ମୃତ୍ୟର କାରଣ ସ୍ୱଷ୍ଟ […]

ବ୍ରହ୍ମପୁର : ବିଷପିଇ ପରିବାରର ୩ ମୃତ। ମା’ ସହ ବିଷ ପିଇଦେଲେ ଭାଇଭଉଣୀ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଥାନା ପାଳିବନ୍ଧ ପଞ୍ଚାୟତ ପାଳିବନ୍ଧ ଗ୍ରାମରେ। ଯେଉଁଠି ଗୋଟିଏ ପରିବାରର ମା ଓ ପୁଅ-ଝିଅ ବିଷ ପାନ କରି ମୃତ୍ୟ ବରଣ କରିଥିବା ଜଣାପଡିଛି । ମୃତ ବ୍ୟକ୍ତି ମାନେ ହେଲା ମା ଏସ.ମାମକ୍ଷରେଡି (୪୧) ପୁଅ ରାକେଶ ରେଡ୍ଡୀ(୨୨) ଏବଂ ଝିଅ ଏସ.ମିନା ରେଡ୍ଡୀ (୧୭) । ମୃତ୍ୟର କାରଣ ସ୍ୱଷ୍ଟ ହୋଇନଥିବା ବେଳେ ପାରିବାରିକ କାରଣକୁ ନେଇ ଏପରି ଘଟିଥିବା ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ଅନୁଯାଇ ଗତକାଲି ପାଳିବନ୍ଧରେ ଠାକୁରାଣୀ ଯାତ୍ରା ପାଇଁ ଆଲୋଚନା ଚାଲିଥିବା ବେଳେ ଉକ୍ତ ପରିବାର କାହାର ଦେଖା ନଥିଲା । ଫଳରେ ଗାଁ ର କିଛି ବ୍ୟକ୍ତି ଘରକୁ ଯାଇ ଦେଖିଲା ପରେ ତିନିଜଣ ଘରେ ଅଚେତ ପଡ଼ିଥିଲେ ସଙ୍ଗେ ସଙ୍ଗେ ତାଙ୍କୁ ପ୍ରଥମେ ଛତ୍ରପୁର ମେଡିକାଲ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ ନିଆଯାଇଥିଲା ସେଠାରେ ଡାକ୍ତର ଜଣେ ପରେ ଜଣକୁ ମୃତ୍ୟ ଘୋଷଣା କରିଥିଲେ । ଗତଦୁଇବର୍ଷ ପୂର୍ବରୁ ଏସ.ମାମକ୍ଷରେଡିଙ୍କ ସ୍ୱାମୀ ରବୀନ୍ଦ୍ରଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିବା ବେଳେ ଏବେ ପରିବାର ଏପରି ନିଷ୍ପତ୍ତି କଣ ପାଇଁ ନେଲେ ତାହାର କାରଣ ଏବେ ବି ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

07 Apr 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର