ବ୍ରେନ ଡେଡ୍ ମହିଳାଙ୍କ ଅଙ୍ଗଦାନ କଲେ ପରିବାର ଲୋକ, ମୃତ୍ୟୁ ପରେ ୭ ଜଣଙ୍କୁ ଦେଲେ ନୂଆ ଜୀବନ

The Sakala Picture
Published On

ବ୍ରହ୍ମପୁର: ମୃତ୍ୟୁ ପରେ ବି ଅମର । ଜୀବନ ଯାଇଛି ସତ ହେଲେ ଅନେକ ଜଣଙ୍କ ଶରୀରରେ ସେ ଏବେବି ଜୀବିତ । ବ୍ରେନ ଡେଡ୍ ମହିଳାଙ୍କ  ଅଙ୍ଗଦାନ ଫଳରେ ୭ ଜଣ ରୋଗୀ ପାଇବେ ନୂଆ ଜୀବନ । ଗ୍ରୀନ କରିଡରରେ ପଠାଯାଇଛି ଅଙ୍ଗ । ବ୍ରହ୍ମପୁରର ୫୬ ବର୍ଷୀୟା ମହିଳା କ୍ରିଷ୍ଣା ପଣ୍ଡା ସ୍କୁଟି ଚଲାଇ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ତାଙ୍କର ବ୍ରେନ ହାମରେଜ୍ ହୋଇଥିଲା । ନଭେମ୍ବର ୧ […]

ବ୍ରହ୍ମପୁର: ମୃତ୍ୟୁ ପରେ ବି ଅମର । ଜୀବନ ଯାଇଛି ସତ ହେଲେ ଅନେକ ଜଣଙ୍କ ଶରୀରରେ ସେ ଏବେବି ଜୀବିତ । ବ୍ରେନ ଡେଡ୍ ମହିଳାଙ୍କ  ଅଙ୍ଗଦାନ ଫଳରେ ୭ ଜଣ ରୋଗୀ ପାଇବେ ନୂଆ ଜୀବନ । ଗ୍ରୀନ କରିଡରରେ ପଠାଯାଇଛି ଅଙ୍ଗ । ବ୍ରହ୍ମପୁରର ୫୬ ବର୍ଷୀୟା ମହିଳା କ୍ରିଷ୍ଣା ପଣ୍ଡା ସ୍କୁଟି ଚଲାଇ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ତାଙ୍କର ବ୍ରେନ ହାମରେଜ୍ ହୋଇଥିଲା । ନଭେମ୍ବର ୧ ତାରିଖରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଆଡମିଶନ କରାଯାଇଥିଲା । ୨ ନଭେମ୍ବରରେ ତାଙ୍କର ବ୍ରେନ୍ ଡେଡ୍ ନେଇ ଘୋଷଣା କରିଥିଲେ ଡାକ୍ତର । ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ଆଉ ରିକଭରି କରାଯାଇ ପାରିବ ନାହିଁ ବୋଲି କହିଥିଲେ ଡାକ୍ତର ।

04 Nov 2023 By The Sakala

ବ୍ରେନ ଡେଡ୍ ମହିଳାଙ୍କ ଅଙ୍ଗଦାନ କଲେ ପରିବାର ଲୋକ, ମୃତ୍ୟୁ ପରେ ୭ ଜଣଙ୍କୁ ଦେଲେ ନୂଆ ଜୀବନ

ବ୍ରହ୍ମପୁର: ମୃତ୍ୟୁ ପରେ ବି ଅମର । ଜୀବନ ଯାଇଛି ସତ ହେଲେ ଅନେକ ଜଣଙ୍କ ଶରୀରରେ ସେ ଏବେବି ଜୀବିତ । ବ୍ରେନ ଡେଡ୍ ମହିଳାଙ୍କ  ଅଙ୍ଗଦାନ ଫଳରେ ୭ ଜଣ ରୋଗୀ ପାଇବେ ନୂଆ ଜୀବନ । ଗ୍ରୀନ କରିଡରରେ ପଠାଯାଇଛି ଅଙ୍ଗ । ବ୍ରହ୍ମପୁରର ୫୬ ବର୍ଷୀୟା ମହିଳା କ୍ରିଷ୍ଣା ପଣ୍ଡା ସ୍କୁଟି ଚଲାଇ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ତାଙ୍କର ବ୍ରେନ ହାମରେଜ୍ ହୋଇଥିଲା । ନଭେମ୍ବର ୧ ତାରିଖରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଆଡମିଶନ କରାଯାଇଥିଲା । ୨ ନଭେମ୍ବରରେ ତାଙ୍କର ବ୍ରେନ୍ ଡେଡ୍ ନେଇ ଘୋଷଣା କରିଥିଲେ ଡାକ୍ତର । ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ଆଉ ରିକଭରି କରାଯାଇ ପାରିବ ନାହିଁ ବୋଲି କହିଥିଲେ ଡାକ୍ତର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର