ଭୁବନେଶ୍ବରରେ ଚାଞ୍ଚଲ୍ୟ; ରାସ୍ତା କଡରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା କରି ଫୋପାଡିଦେଇଥିବା ସନ୍ଦେହ

Madhusudan Das Picture
Published On

ଭୁବନେଶ୍ବର: ରାଜଧାନୀ ଉପକଣ୍ଠରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର । ଚନ୍ଦକା ଗୋଡିବାରି ଠାରେ ରାସ୍ତା କଡରେ ପଡିଛି ମୃତଦେହ । ଯୁବକଙ୍କୁ କେହି ହତ୍ୟା କରି ଫୋପାଡିଦେଇଥିବା ସନ୍ଦେହ। ଘଟଣାସ୍ଥଳରେ ଚନ୍ଦକା ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଛାନଭିନ ଜାରି ରଖିଛି । ସ୍ଥାନୀୟ ଲୋକେ ମୃତଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ । ମୃତକଙ୍କ ଘର ଯାଜପୁର ବୋଲି ଜଣାପଡିଛି। ଘଟଣାସ୍ଥଳରୁ ଏକ ସ୍କୁଟି ଜବତ ହୋଇଛି। ସ୍କୁଟି ନିକଟରେ ମଦ ବୋତଲ ରହିଛି । ସ୍କୁଟିରେ ଚାବି ମଧ୍ୟ ଲାଗିଛି । ଏଣୁ ମଦ ପିଉଥିବ ଅବସ୍ଥାରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ଯୁବକ ଜଣଙ୍କ ଏକ ଟେଣ୍ଟ ହାଉସ୍‌ରେ କାମ କରୁଥିଲେ ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ବିଧାନସଭାରେ ଉପସ୍ଥାପିତ ହେଲା ଗୃହ ବିଭାଗର ଶ୍ୱେତପତ୍ର; ୨୦୨୪ ତୁଳନାରେ ୨୦୨୫ରେ ବଢ଼ିଛି ଧର୍ତ୍ତବ୍ୟ ଅପରାଧ

24 Nov 2025 By Madhusudan Das

ଭୁବନେଶ୍ବରରେ ଚାଞ୍ଚଲ୍ୟ; ରାସ୍ତା କଡରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା କରି ଫୋପାଡିଦେଇଥିବା ସନ୍ଦେହ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର । ଚନ୍ଦକା ଗୋଡିବାରି ଠାରେ ରାସ୍ତା କଡରେ ପଡିଛି ମୃତଦେହ । ଯୁବକଙ୍କୁ କେହି ହତ୍ୟା କରି ଫୋପାଡିଦେଇଥିବା ସନ୍ଦେହ। ଘଟଣାସ୍ଥଳରେ ଚନ୍ଦକା ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଛାନଭିନ ଜାରି ରଖିଛି । ସ୍ଥାନୀୟ ଲୋକେ ମୃତଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ । ମୃତକଙ୍କ ଘର ଯାଜପୁର ବୋଲି ଜଣାପଡିଛି। ଘଟଣାସ୍ଥଳରୁ ଏକ ସ୍କୁଟି ଜବତ ହୋଇଛି। ସ୍କୁଟି ନିକଟରେ ମଦ ବୋତଲ ରହିଛି । ସ୍କୁଟିରେ ଚାବି ମଧ୍ୟ ଲାଗିଛି । ଏଣୁ ମଦ ପିଉଥିବ ଅବସ୍ଥାରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ଯୁବକ ଜଣଙ୍କ ଏକ ଟେଣ୍ଟ ହାଉସ୍‌ରେ କାମ କରୁଥିଲେ ବୋଲି ଜଣାପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର