ଅଣଓଡ଼ିଆ ପ୍ରସଙ୍ଗରେ ବିଜେପି ସରକାରକୁ ବିଜେଡିର ସମାଲୋଚନା

The Sakala Picture
Published On

ଭୁବନେଶ୍ବର: ବିଜେପି ନିର୍ବାଚନ ସମୟରେ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରିଥିଲା। ହେଲେ ଜିତିବା ପରେ ୟୁ ଟର୍ଣ୍ଣ ନେଇଛି ରାଜ୍ୟ ବିଜେପି। ପ୍ରତିଶ୍ରୃତି ପାଳନ କଲେନି। ୪୧ ବର୍ଷ ପରେ ଜଣେ ଅଣ ଓଡ଼ିଆଙ୍କୁ ମୁଖ୍ୟ ଶାସନ ସଚିବ ଦାୟିତ୍ବ ଦେଇଛନ୍ତି ସରକାର। ସେହିପରି ଅତିରିକ୍ତ ଭାବେ ପଦ ସୃଷ୍ଟି କରି ଶ୍ରୀମନ୍ଦିର ଦାୟିତ୍ୱ ଦେଲେ। ଏହା କଣ ଓଡ଼ିଆ ଅସ୍ମିତା । ଆଜି ମଧ୍ୟ ଜଣେ ଅଣ ଓଡ଼ିଆଙ୍କୁ ପୁଲିସ ଡଜି ଭାବେ ନିଯୁକ୍ତି ଦିଆଯାଇଛି। […]

ଭୁବନେଶ୍ବର: ବିଜେପି ନିର୍ବାଚନ ସମୟରେ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରିଥିଲା। ହେଲେ ଜିତିବା ପରେ ୟୁ ଟର୍ଣ୍ଣ ନେଇଛି ରାଜ୍ୟ ବିଜେପି। ପ୍ରତିଶ୍ରୃତି ପାଳନ କଲେନି। ୪୧ ବର୍ଷ ପରେ ଜଣେ ଅଣ ଓଡ଼ିଆଙ୍କୁ ମୁଖ୍ୟ ଶାସନ ସଚିବ ଦାୟିତ୍ବ ଦେଇଛନ୍ତି ସରକାର। ସେହିପରି ଅତିରିକ୍ତ ଭାବେ ପଦ ସୃଷ୍ଟି କରି ଶ୍ରୀମନ୍ଦିର ଦାୟିତ୍ୱ ଦେଲେ। ଏହା କଣ ଓଡ଼ିଆ ଅସ୍ମିତା । ଆଜି ମଧ୍ୟ ଜଣେ ଅଣ ଓଡ଼ିଆଙ୍କୁ ପୁଲିସ ଡଜି ଭାବେ ନିଯୁକ୍ତି ଦିଆଯାଇଛି। ଯାହା ବିଜେପି କହେ, ତାହାର ଓଲଟା କରେ। ଏହି ଅଫିସରଙ୍କ ଯୋଗ୍ୟତା କି ବ୍ୟକ୍ତିଗତ କଥା ଆମେ କହୁନୁ ବୋଲି ବିଜେଡ଼ି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ଏଥିସହ ସେ ବିଜେପିରୁ ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ବିଜେପିକୁ ପ୍ରଶ୍ନ- ଯାହା ନିର୍ବାଚନ ସମୟରେ କହିଥିଲ, ତାହାର ଓଲଟା କାହିଁକି କରୁଛ। ବିଜେପି ସରକାରରେ ଓଡ଼ିଆ ପୁଅଙ୍କ ସ୍ଥାନ ନାହିଁ। ଓଡ଼ିଆଙ୍କ ପ୍ରତି ପ୍ରତାରଣା। ମିଛ ପ୍ରତିଶ୍ରୁତିରୁ ବିଜେପିର ଦୋମୁହାଁ ନୀତି ପଦାରେ ପଡିଛି। ଓଡ଼ିଆ ଅସ୍ମିତାକୁ ସୁରକ୍ଷା ଦେବାକୁ ସେମାନେ ନାହାନ୍ତି। କଣ କେହି ଯୋଗ୍ୟ ଓଡ଼ିଆ ଅଫିସର ନ ଥିଲେ। CMO ପକ୍ଷରୁ ନିଯୁକ୍ତି ଦିଆଯାଇଛି ନା ଅଣଓଡ଼ିଆ PMO ଙ୍କ ଦ୍ୱାରା ବଛା ଯାଇଛି। ଏହାର ଜବାବ ଦିଅନ୍ତୁ ବୋଲି ବିଜଡ଼ି କହିଛି। ଓଡ଼ିଆ ଅସ୍ମିତା କୁଆଡେ ଗଲା ବୋଲି ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ଆହୁରି ପଢ଼ନ୍ତୁ: ବାହୁଡ଼ିବେ ମହାବାହୁ; ରଥାରୁଢ଼ ହୋଇସାରିଲେଣି ବଳଭଦ୍ର ଏବଂ ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ

16 Aug 2024 By The Sakala

ଅଣଓଡ଼ିଆ ପ୍ରସଙ୍ଗରେ ବିଜେପି ସରକାରକୁ ବିଜେଡିର ସମାଲୋଚନା

ଭୁବନେଶ୍ବର: ବିଜେପି ନିର୍ବାଚନ ସମୟରେ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରିଥିଲା। ହେଲେ ଜିତିବା ପରେ ୟୁ ଟର୍ଣ୍ଣ ନେଇଛି ରାଜ୍ୟ ବିଜେପି। ପ୍ରତିଶ୍ରୃତି ପାଳନ କଲେନି। ୪୧ ବର୍ଷ ପରେ ଜଣେ ଅଣ ଓଡ଼ିଆଙ୍କୁ ମୁଖ୍ୟ ଶାସନ ସଚିବ ଦାୟିତ୍ବ ଦେଇଛନ୍ତି ସରକାର। ସେହିପରି ଅତିରିକ୍ତ ଭାବେ ପଦ ସୃଷ୍ଟି କରି ଶ୍ରୀମନ୍ଦିର ଦାୟିତ୍ୱ ଦେଲେ। ଏହା କଣ ଓଡ଼ିଆ ଅସ୍ମିତା । ଆଜି ମଧ୍ୟ ଜଣେ ଅଣ ଓଡ଼ିଆଙ୍କୁ ପୁଲିସ ଡଜି ଭାବେ ନିଯୁକ୍ତି ଦିଆଯାଇଛି। ଯାହା ବିଜେପି କହେ, ତାହାର ଓଲଟା କରେ। ଏହି ଅଫିସରଙ୍କ ଯୋଗ୍ୟତା କି ବ୍ୟକ୍ତିଗତ କଥା ଆମେ କହୁନୁ ବୋଲି ବିଜେଡ଼ି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ଏଥିସହ ସେ ବିଜେପିରୁ ପ୍ରଶ୍ନ କରିଛନ୍ତି।

ବିଜେପିକୁ ପ୍ରଶ୍ନ- ଯାହା ନିର୍ବାଚନ ସମୟରେ କହିଥିଲ, ତାହାର ଓଲଟା କାହିଁକି କରୁଛ। ବିଜେପି ସରକାରରେ ଓଡ଼ିଆ ପୁଅଙ୍କ ସ୍ଥାନ ନାହିଁ। ଓଡ଼ିଆଙ୍କ ପ୍ରତି ପ୍ରତାରଣା। ମିଛ ପ୍ରତିଶ୍ରୁତିରୁ ବିଜେପିର ଦୋମୁହାଁ ନୀତି ପଦାରେ ପଡିଛି। ଓଡ଼ିଆ ଅସ୍ମିତାକୁ ସୁରକ୍ଷା ଦେବାକୁ ସେମାନେ ନାହାନ୍ତି। କଣ କେହି ଯୋଗ୍ୟ ଓଡ଼ିଆ ଅଫିସର ନ ଥିଲେ। CMO ପକ୍ଷରୁ ନିଯୁକ୍ତି ଦିଆଯାଇଛି ନା ଅଣଓଡ଼ିଆ PMO ଙ୍କ ଦ୍ୱାରା ବଛା ଯାଇଛି। ଏହାର ଜବାବ ଦିଅନ୍ତୁ ବୋଲି ବିଜଡ଼ି କହିଛି। ଓଡ଼ିଆ ଅସ୍ମିତା କୁଆଡେ ଗଲା ବୋଲି ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର