ଉଠାଦୋକାନୀଙ୍କ ଉଚ୍ଛେଦ ନେଇ ବିଏମସିରୁ ଲିଖିତ ପ୍ରତିଶୃତି ମିଳିବା ପରେ ଖୋଲିଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ

The Sakala Picture
Published On

ଭୁବନେଶ୍ୱର: ଦୀର୍ଘ ୩ ଦିନ ବନ୍ଦ ରହିବା ପରେ ଆଜି ଖୋଲିଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ । ଉଠାଦୋକାନୀଙ୍କ ଉଚ୍ଛେଦ ନେଇ ବିଏମସି ତରଫରୁ ଲିଖିତ ପ୍ରତିଶୃତି ମିଳିବା ପରେ ଆଜିଠୁ ଖୋଲିଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ । ମାର୍କେଟ୍ ବିଲ୍ଡିଂ ପରିସରରେ ଉଠା ଦୋକାନୀଙ୍କୁ ହଟାଇବା ପାଇଁ ସେଣ୍ଟ୍ରାଲ୍ ମାର୍କେଟ୍ ଆସୋସିଏସନ୍ ଦାବି କରିଥିଲା। ଏନେଇ ଆଜି ବିଏମସି ଅଫିସ ଘେରାଉ କରିଥିଲା ସେଂଟ୍ରାଲ ମାର୍କେଟ ସଂଘ । ଅତିରିକ୍ତ ବିଏମସି କମିଶନରଙ୍କ ସହ ଆଲୋଚନା […]

ଭୁବନେଶ୍ୱର: ଦୀର୍ଘ ୩ ଦିନ ବନ୍ଦ ରହିବା ପରେ ଆଜି ଖୋଲିଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ । ଉଠାଦୋକାନୀଙ୍କ ଉଚ୍ଛେଦ ନେଇ ବିଏମସି ତରଫରୁ ଲିଖିତ ପ୍ରତିଶୃତି ମିଳିବା ପରେ ଆଜିଠୁ ଖୋଲିଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ । ମାର୍କେଟ୍ ବିଲ୍ଡିଂ ପରିସରରେ ଉଠା ଦୋକାନୀଙ୍କୁ ହଟାଇବା ପାଇଁ ସେଣ୍ଟ୍ରାଲ୍ ମାର୍କେଟ୍ ଆସୋସିଏସନ୍ ଦାବି କରିଥିଲା। ଏନେଇ ଆଜି ବିଏମସି ଅଫିସ ଘେରାଉ କରିଥିଲା ସେଂଟ୍ରାଲ ମାର୍କେଟ ସଂଘ । ଅତିରିକ୍ତ ବିଏମସି କମିଶନରଙ୍କ ସହ ଆଲୋଚନା ପରେ ମାର୍କେଟ ବିଲ୍ଡିଂ ଖୋଲିବାକୁ ସୁଚନା ଦେଇଛନ୍ତି ସେଂଟ୍ରାଲ ମାର୍କେଟ ଆସେସିଏସନର ସଭାପତି ।

ଆହୁରି ପଢ଼ନ୍ତୁ: ପୁରୀ ବିମାନବନ୍ଦର କାର୍ଯ୍ୟକ୍ଷମ ପ୍ରସଙ୍ଗ: ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ ବାଆଁରେଇଲେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ

ସୂଚନାନୁସାରେ, ଜଣେ ଉଠା ଦୋକାନୀ ଏବଂ ମାର୍କେଟ ବିଲ୍ଡିଂର ଜଣେ ଦୋକାନିଙ୍କ ମଧ୍ୟରେ ହୋଇଥିବା ଝଗଡାକୁ କେନ୍ଦ୍ରକରି ମାର୍କେଟ ବିଲ୍ଡିଂ ପରିସରରୁ ଉଠାଦୋକାନୀଙ୍କ ଉଚ୍ଛେଦ ନେଇ ସେଣ୍ଟ୍ରାଲ୍ ମାର୍କେଟ୍ ଆସୋସିଏସନ୍ ଦାବି କରିଥିଲା ।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୧୬ରେ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ ଅବସର ଗ୍ରହଣକୁ ସରକାରଙ୍କ ଅନୁମତି, ଅଗଷ୍ଟ ୭ରେ ନୂଆ ଡିଜିପି ଚୟନ ପାଇଁ ବୈଠକ

07 Jan 2022 By The Sakala

ଉଠାଦୋକାନୀଙ୍କ ଉଚ୍ଛେଦ ନେଇ ବିଏମସିରୁ ଲିଖିତ ପ୍ରତିଶୃତି ମିଳିବା ପରେ ଖୋଲିଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର: ଦୀର୍ଘ ୩ ଦିନ ବନ୍ଦ ରହିବା ପରେ ଆଜି ଖୋଲିଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ । ଉଠାଦୋକାନୀଙ୍କ ଉଚ୍ଛେଦ ନେଇ ବିଏମସି ତରଫରୁ ଲିଖିତ ପ୍ରତିଶୃତି ମିଳିବା ପରେ ଆଜିଠୁ ଖୋଲିଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ । ମାର୍କେଟ୍ ବିଲ୍ଡିଂ ପରିସରରେ ଉଠା ଦୋକାନୀଙ୍କୁ ହଟାଇବା ପାଇଁ ସେଣ୍ଟ୍ରାଲ୍ ମାର୍କେଟ୍ ଆସୋସିଏସନ୍ ଦାବି କରିଥିଲା। ଏନେଇ ଆଜି ବିଏମସି ଅଫିସ ଘେରାଉ କରିଥିଲା ସେଂଟ୍ରାଲ ମାର୍କେଟ ସଂଘ । ଅତିରିକ୍ତ ବିଏମସି କମିଶନରଙ୍କ ସହ ଆଲୋଚନା ପରେ ମାର୍କେଟ ବିଲ୍ଡିଂ ଖୋଲିବାକୁ ସୁଚନା ଦେଇଛନ୍ତି ସେଂଟ୍ରାଲ ମାର୍କେଟ ଆସେସିଏସନର ସଭାପତି ।

ସୂଚନାନୁସାରେ, ଜଣେ ଉଠା ଦୋକାନୀ ଏବଂ ମାର୍କେଟ ବିଲ୍ଡିଂର ଜଣେ ଦୋକାନିଙ୍କ ମଧ୍ୟରେ ହୋଇଥିବା ଝଗଡାକୁ କେନ୍ଦ୍ରକରି ମାର୍କେଟ ବିଲ୍ଡିଂ ପରିସରରୁ ଉଠାଦୋକାନୀଙ୍କ ଉଚ୍ଛେଦ ନେଇ ସେଣ୍ଟ୍ରାଲ୍ ମାର୍କେଟ୍ ଆସୋସିଏସନ୍ ଦାବି କରିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର