ଅଙ୍ଗନବାଡି ୱାର୍କର ନିଯୁକ୍ତି ପାଇଁ ନେଉଥିଲେ ଲାଞ୍ଚ: ସୁପରଭାଇଜର ଓ ସିଡିପିଓଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

The Sakala Picture
Published On

ଭଦ୍ରକ: ଭିଜିଲାନ୍ସ ଜାଲରେ ସିଡିପିଓ ଓ ସୁପରଭାଇଜର।  ଅଙ୍ଗନବାଡି ୱାର୍କର ନିଯୁକ୍ତି ପାଇଁ ୧୦ହଜାର ଟଙ୍କା ଲଞ୍ଚ ନେଉଥିବା ସମୟରେ ମାଡ଼ିବସିଲା ଭଦ୍ରକ ଭିଜିଲାନ୍ସ। ସିଡିପିଓ ସୁଗନ୍ଧା ଦାସ ଓ ସୁପରଭାଇଜର ସୁଲୋଚନା ବେହେରା  ବଣିଆ ପଞ୍ଚାୟତ ସରଗଢିଆ ମିନି ଅଙ୍ଗନବାଡି କେନ୍ଦ୍ରରେ ୱାର୍କର ନିଯୁକ୍ତି ପାଇଁ ଲାଞ୍ଚ ନେଉଥିଲେ । ଏହି ସମୟର ଉଭୟଙ୍କୁ ମାଡ଼ି ବସିଛି ଭିଜିଲାନ୍ସ । ତେବେ ୱାର୍କର ନିଯୁକ୍ତି ପାଇଁ ୫୦ହଜାର ଡିଲ ହୋଇଥିବା ସୂଚନା ।

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

16 Aug 2023 By The Sakala

ଅଙ୍ଗନବାଡି ୱାର୍କର ନିଯୁକ୍ତି ପାଇଁ ନେଉଥିଲେ ଲାଞ୍ଚ: ସୁପରଭାଇଜର ଓ ସିଡିପିଓଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ଭଦ୍ରକ: ଭିଜିଲାନ୍ସ ଜାଲରେ ସିଡିପିଓ ଓ ସୁପରଭାଇଜର।  ଅଙ୍ଗନବାଡି ୱାର୍କର ନିଯୁକ୍ତି ପାଇଁ ୧୦ହଜାର ଟଙ୍କା ଲଞ୍ଚ ନେଉଥିବା ସମୟରେ ମାଡ଼ିବସିଲା ଭଦ୍ରକ ଭିଜିଲାନ୍ସ। ସିଡିପିଓ ସୁଗନ୍ଧା ଦାସ ଓ ସୁପରଭାଇଜର ସୁଲୋଚନା ବେହେରା  ବଣିଆ ପଞ୍ଚାୟତ ସରଗଢିଆ ମିନି ଅଙ୍ଗନବାଡି କେନ୍ଦ୍ରରେ ୱାର୍କର ନିଯୁକ୍ତି ପାଇଁ ଲାଞ୍ଚ ନେଉଥିଲେ । ଏହି ସମୟର ଉଭୟଙ୍କୁ ମାଡ଼ି ବସିଛି ଭିଜିଲାନ୍ସ । ତେବେ ୱାର୍କର ନିଯୁକ୍ତି ପାଇଁ ୫୦ହଜାର ଡିଲ ହୋଇଥିବା ସୂଚନା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର