ଭଦ୍ରକରେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଉଦଘାଟିତ

The Sakala Picture
Published On

ଭଦ୍ରକ :ନାବାଳିକା ଯୌନ ନିର୍ଯ୍ୟାତନା ମାମଲାର ତ୍ବରିତ ବିଚାର ପାଇଁ ଭଦ୍ରକର ସ୍ବତନ୍ତ୍ର ପୋକ୍ସୋ (ଫାଷ୍ଟ ଟ୍ରାକ) କୋର୍ଟର ଉଦଘାଟନ ଆଜି ଭର୍ଚୁଆଲ ମୁଡରେ ଓଡିଶା ଉଚ୍ଚ ନ୍ୟାୟାଳୟର ମୂଖ୍ୟ ବିଚାରପତି ମାନ୍ୟବର ଜଷ୍ଟିସ ଏସ. ମୁରଲିଧରନ ଉଦଘାଟନ କରିଛନ୍ତି। ଦିଲ୍ଲୀର ନିର୍ଭୟା ମାମଲା ପରେ ଦେଶ ବ୍ୟାପି ନାବାଳିକା ମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯ୍ୟାତନା ମାମାଲା ଗୁଡିକ ବିଚାର ପାଇଁ ସରକାର ସ୍ବତନ୍ତ୍ର ପୋକ୍ସୋ ଆଇନକୁ ଅଧିକ କଡାକଡି କରିବା ସହ ସେହି ମାମଲା […]

ଭଦ୍ରକ :ନାବାଳିକା ଯୌନ ନିର୍ଯ୍ୟାତନା ମାମଲାର ତ୍ବରିତ ବିଚାର ପାଇଁ ଭଦ୍ରକର ସ୍ବତନ୍ତ୍ର ପୋକ୍ସୋ (ଫାଷ୍ଟ ଟ୍ରାକ) କୋର୍ଟର ଉଦଘାଟନ ଆଜି ଭର୍ଚୁଆଲ ମୁଡରେ ଓଡିଶା ଉଚ୍ଚ ନ୍ୟାୟାଳୟର ମୂଖ୍ୟ ବିଚାରପତି ମାନ୍ୟବର ଜଷ୍ଟିସ ଏସ. ମୁରଲିଧରନ ଉଦଘାଟନ କରିଛନ୍ତି। ଦିଲ୍ଲୀର ନିର୍ଭୟା ମାମଲା ପରେ ଦେଶ ବ୍ୟାପି ନାବାଳିକା ମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯ୍ୟାତନା ମାମାଲା ଗୁଡିକ ବିଚାର ପାଇଁ ସରକାର ସ୍ବତନ୍ତ୍ର ପୋକ୍ସୋ ଆଇନକୁ ଅଧିକ କଡାକଡି କରିବା ସହ ସେହି ମାମଲା ଗୁଡିକ ସ୍ବତନ୍ତ୍ର କୋର୍ଟ ମାଧ୍ୟମରେ ୬ମାସ ମଧ୍ୟରେ ଶୁଣାଣି ଶେଷ କରିବା ପାଇଁ ଆଇନ ପ୍ରଣିତ ହୋଇଛି । ସେଥିପାଇଁ ଆନୁଷଙ୍ଗିକ କୋର୍ଟ ତଥା ବିଚାରପତି ନିଜୁକ୍ତି ପାଇଁ ସରକାର ଉଚ୍ଚ ନ୍ୟାୟାଳୟକୁ ଅନୁରୋଧ କରିବା ପରେ ଆଜି ଭଦ୍ରକ ସମେତ ରାଜ୍ୟର ୧୫ ଗୋଟି ଜିଲ୍ଲାରେ ସ୍ବତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟର ଶୁଭ ଉଦଘାଟନ ହୋଇଛି । ଏହି କୋର୍ଟର ସମସ୍ତ ବିଚାରପତି ମାନେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ତଥା ସେମାନଙ୍କୁ ଅସ୍ଥାୟିଭାବେ ନିଜୁକ୍ତି ଦିଆ ଯାଇଛି । ସେହି ଅନୁଯାୟି ଭଦ୍ରକରେ ଶ୍ରୀମତି ମିନତି କୁମାରୀ ପଣ୍ଡାଙ୍କୁ ନିଯୁକ୍ତି ଦିଆ ଯାଇଛି। ଆଜିର ଏହି ଉଦଘାଟନି ସମାରୋହରେ ଭଦ୍ରକ ଜିଲ୍ଲା ଜଜ ଶିଶିର କୁମାର ରଥ ଓ ପରିବାର ଅଦାଲତ ଜଜ୍ ବିକ୍ରମ କୁମାର ପ୍ରଧାନ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ପୁଣି ବିବାଦରେ ନାଣ୍ଡୁ ବାବୁ ! ଆଡଭାନ୍ସ ନେଇ ଯାତ୍ରା କରୁନଥିବା ଅଭିଯୋଗ କଲେ ପୂଜା କମିଟି ସଦସ୍ୟ

01 Jul 2021 By The Sakala

ଭଦ୍ରକରେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଉଦଘାଟିତ

ଭଦ୍ରକ :ନାବାଳିକା ଯୌନ ନିର୍ଯ୍ୟାତନା ମାମଲାର ତ୍ବରିତ ବିଚାର ପାଇଁ ଭଦ୍ରକର ସ୍ବତନ୍ତ୍ର ପୋକ୍ସୋ (ଫାଷ୍ଟ ଟ୍ରାକ) କୋର୍ଟର ଉଦଘାଟନ ଆଜି ଭର୍ଚୁଆଲ ମୁଡରେ ଓଡିଶା ଉଚ୍ଚ ନ୍ୟାୟାଳୟର ମୂଖ୍ୟ ବିଚାରପତି ମାନ୍ୟବର ଜଷ୍ଟିସ ଏସ. ମୁରଲିଧରନ ଉଦଘାଟନ କରିଛନ୍ତି। ଦିଲ୍ଲୀର ନିର୍ଭୟା ମାମଲା ପରେ ଦେଶ ବ୍ୟାପି ନାବାଳିକା ମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯ୍ୟାତନା ମାମାଲା ଗୁଡିକ ବିଚାର ପାଇଁ ସରକାର ସ୍ବତନ୍ତ୍ର ପୋକ୍ସୋ ଆଇନକୁ ଅଧିକ କଡାକଡି କରିବା ସହ ସେହି ମାମଲା ଗୁଡିକ ସ୍ବତନ୍ତ୍ର କୋର୍ଟ ମାଧ୍ୟମରେ ୬ମାସ ମଧ୍ୟରେ ଶୁଣାଣି ଶେଷ କରିବା ପାଇଁ ଆଇନ ପ୍ରଣିତ ହୋଇଛି । ସେଥିପାଇଁ ଆନୁଷଙ୍ଗିକ କୋର୍ଟ ତଥା ବିଚାରପତି ନିଜୁକ୍ତି ପାଇଁ ସରକାର ଉଚ୍ଚ ନ୍ୟାୟାଳୟକୁ ଅନୁରୋଧ କରିବା ପରେ ଆଜି ଭଦ୍ରକ ସମେତ ରାଜ୍ୟର ୧୫ ଗୋଟି ଜିଲ୍ଲାରେ ସ୍ବତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟର ଶୁଭ ଉଦଘାଟନ ହୋଇଛି । ଏହି କୋର୍ଟର ସମସ୍ତ ବିଚାରପତି ମାନେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ତଥା ସେମାନଙ୍କୁ ଅସ୍ଥାୟିଭାବେ ନିଜୁକ୍ତି ଦିଆ ଯାଇଛି । ସେହି ଅନୁଯାୟି ଭଦ୍ରକରେ ଶ୍ରୀମତି ମିନତି କୁମାରୀ ପଣ୍ଡାଙ୍କୁ ନିଯୁକ୍ତି ଦିଆ ଯାଇଛି। ଆଜିର ଏହି ଉଦଘାଟନି ସମାରୋହରେ ଭଦ୍ରକ ଜିଲ୍ଲା ଜଜ ଶିଶିର କୁମାର ରଥ ଓ ପରିବାର ଅଦାଲତ ଜଜ୍ ବିକ୍ରମ କୁମାର ପ୍ରଧାନ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର