୩ ପଶ୍ଚିମବଙ୍ଗ ଫେରନ୍ତା ମାନିଲେନି କରୋନା କଟକଣା, ପୁଲିସ ରୁଜୁ କଲା ଏଫଆଇଆର

The Sakala Picture
Published On

ଭଦ୍ରକ: ରାଜ୍ଯରେ କରୋନା ସଂକ୍ରମିତଙ୍କ ସଂଖ୍ଯା ବଢୁଥିବାରୁ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ ରାଜ୍ଯ ସରକାର କଟକଣା ଜାରି କିଛନ୍ତି। ହେଲେ କିଛି ଅମାନିଆ ପ୍ରବାସୀ କଟକଣାକୁ ମାନୁନାହାଁନ୍ତି। ଯାହାଫଳରେ ପୁଲିସ ଅମାନିଆଙ୍କ ଉପରେ ଦୃଢ କାର୍ଯ୍ଯାନୁଷ୍ଠାନ ନେଇଛି। ଏଭଳି ଘଟଣା ଆଜି ଭଦ୍ରକରେ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗରୁ ଫେରି କଟକଣା ନମାନିବାରୁ ଭଦ୍ରକ ଜିଲ୍ଲା ଚରମ୍ପା ଥାନାରେ ଦାୟର ହୋଇଛି ଏକ ମାମଲା । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ କରି ସୂଚନା […]

ଭଦ୍ରକ: ରାଜ୍ଯରେ କରୋନା ସଂକ୍ରମିତଙ୍କ ସଂଖ୍ଯା ବଢୁଥିବାରୁ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ ରାଜ୍ଯ ସରକାର କଟକଣା ଜାରି କିଛନ୍ତି। ହେଲେ କିଛି ଅମାନିଆ ପ୍ରବାସୀ କଟକଣାକୁ ମାନୁନାହାଁନ୍ତି। ଯାହାଫଳରେ ପୁଲିସ ଅମାନିଆଙ୍କ ଉପରେ ଦୃଢ କାର୍ଯ୍ଯାନୁଷ୍ଠାନ ନେଇଛି। ଏଭଳି ଘଟଣା ଆଜି ଭଦ୍ରକରେ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗରୁ ଫେରି କଟକଣା ନମାନିବାରୁ ଭଦ୍ରକ ଜିଲ୍ଲା ଚରମ୍ପା ଥାନାରେ ଦାୟର ହୋଇଛି ଏକ ମାମଲା । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଦାରିଦ୍ର୍ୟର ତାଡ଼ନା ସହିପାରିଲେନି ବାପା-ମା’; ୪ ବର୍ଷର ଝିଅକୁ ୧୫ ହଜାରରେ ବିକିଦେଲେ

ସୂଚନା ମୁତାବକ ତିନି ଜଣ ପଶ୍ଚିମବଙ୍ଗ ଫେରନ୍ତା ଓଡିଶା ଫେରିଥିବା ବେଳେ ପ୍ରଶାସନ ଜାରି କରିଥିବା କ୍ୱାରେଣ୍ଟାଇନ ନିର୍ଦ୍ଦେଶକୁ ପାଳନ କରିନଥିଲେ । ସେପଟେ ଏ ବାବଦରେ ଖବର ପାଇ ଚରମ୍ପା ପୁଲିସ ଉକ୍ତ ତିନି ବ୍ୟକ୍ତିଙ୍କ ନାମରେ ଏଫଆଇଆର ଦାୟର କରିଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଭଦ୍ରକ କାଡ଼ା ଡିଭିଜନ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ

ଗୋଟେପଟେ ପଶ୍ଚିମବଙ୍ଗରେ କୋରୋନା ସଂକ୍ରମଣ ପିକରେ ରହିଥିବା ବେଳେ ଓଡିଶା ସରକାର ସତର୍କତା ସୂଚନା ଜାରି କରିବା କିଛି କଟକଣା ମଧ୍ୟ ଲଗାଇଛନ୍ତି । ୧୪ ଦିନିଆ କ୍ୱାରେଣ୍ଟାଇନ ବ୍ୟବସ୍ଥା ସହିତ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିଲା । ପରେ ସରକାର ଏହି କ୍ୱାରେଣ୍ଟାଇନ ଅବଦ୍ଧିକୁ କୋହଳ କରିବା ସହ ୭ ଦିନକୁ କମାଇଥିଲେ । ଏହା ପରେ ମଧ୍ୟ କିଛି ଅମାନିଆ ନିୟମ ମାନିବାକୁ ନାରାଜ ।

25 Apr 2021 By The Sakala

୩ ପଶ୍ଚିମବଙ୍ଗ ଫେରନ୍ତା ମାନିଲେନି କରୋନା କଟକଣା, ପୁଲିସ ରୁଜୁ କଲା ଏଫଆଇଆର

ଭଦ୍ରକ: ରାଜ୍ଯରେ କରୋନା ସଂକ୍ରମିତଙ୍କ ସଂଖ୍ଯା ବଢୁଥିବାରୁ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ ରାଜ୍ଯ ସରକାର କଟକଣା ଜାରି କିଛନ୍ତି। ହେଲେ କିଛି ଅମାନିଆ ପ୍ରବାସୀ କଟକଣାକୁ ମାନୁନାହାଁନ୍ତି। ଯାହାଫଳରେ ପୁଲିସ ଅମାନିଆଙ୍କ ଉପରେ ଦୃଢ କାର୍ଯ୍ଯାନୁଷ୍ଠାନ ନେଇଛି। ଏଭଳି ଘଟଣା ଆଜି ଭଦ୍ରକରେ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗରୁ ଫେରି କଟକଣା ନମାନିବାରୁ ଭଦ୍ରକ ଜିଲ୍ଲା ଚରମ୍ପା ଥାନାରେ ଦାୟର ହୋଇଛି ଏକ ମାମଲା । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।

ସୂଚନା ମୁତାବକ ତିନି ଜଣ ପଶ୍ଚିମବଙ୍ଗ ଫେରନ୍ତା ଓଡିଶା ଫେରିଥିବା ବେଳେ ପ୍ରଶାସନ ଜାରି କରିଥିବା କ୍ୱାରେଣ୍ଟାଇନ ନିର୍ଦ୍ଦେଶକୁ ପାଳନ କରିନଥିଲେ । ସେପଟେ ଏ ବାବଦରେ ଖବର ପାଇ ଚରମ୍ପା ପୁଲିସ ଉକ୍ତ ତିନି ବ୍ୟକ୍ତିଙ୍କ ନାମରେ ଏଫଆଇଆର ଦାୟର କରିଛି ।

ଗୋଟେପଟେ ପଶ୍ଚିମବଙ୍ଗରେ କୋରୋନା ସଂକ୍ରମଣ ପିକରେ ରହିଥିବା ବେଳେ ଓଡିଶା ସରକାର ସତର୍କତା ସୂଚନା ଜାରି କରିବା କିଛି କଟକଣା ମଧ୍ୟ ଲଗାଇଛନ୍ତି । ୧୪ ଦିନିଆ କ୍ୱାରେଣ୍ଟାଇନ ବ୍ୟବସ୍ଥା ସହିତ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିଲା । ପରେ ସରକାର ଏହି କ୍ୱାରେଣ୍ଟାଇନ ଅବଦ୍ଧିକୁ କୋହଳ କରିବା ସହ ୭ ଦିନକୁ କମାଇଥିଲେ । ଏହା ପରେ ମଧ୍ୟ କିଛି ଅମାନିଆ ନିୟମ ମାନିବାକୁ ନାରାଜ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର