ରାସ୍ତାରେ ବେଆଇନ ଗାଡି ପାର୍କିଂ କରୁଥିଲେ ହୋଇଯାଆନ୍ତୁ ସାବଧାନ, ଏଣିକି ଗାଡିକୁ ଉଠାଇ ନେବ ପୋଲିସ

The Sakala Picture
Published On

ଭୁବନେଶ୍ୱର: ସାବଧାନ! ରାସ୍ତାରେ ବେଆଇନ ଗାଡି ପାର୍କିଂ କରୁଥିଲେ ଗାଡ଼ି ଉଠାଇନେବ ପୋଲିସ୍ । ବିଏମସି ଅଧିକାରୀ ଏବଂ ପୋଲିସକୁ ନେଇ ଗଠନ ହେଲା ଟିମ୍ । ବ୍ୟବସାୟୀ ଏବଂ ମଲ ମାଲିକଙ୍କୁ ସତର୍କ କରାଇଛନ୍ତି ବିଏମସି କମିଶନର । ମଲ୍ଟିଲେବଲ ପାର୍କିଂ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ବ୍ୟବସାୟୀଙ୍କ ପାଇଁ ରିହାତି ଦର ଲାଗୁହେଉଥିବା ବେଳେ ସହିଦନଗର ଏବଂ ରାଜମହଲ ଅଞ୍ଚଳରେ ଆରମ୍ଭ ହେବ କାର୍ଯ୍ୟାନୁଷ୍ଠାନ । ପାର୍କିଂ ପାଇଁ ଚିହ୍ନଟ ହୋଇଛି ୩୦ରୁ […]

ଭୁବନେଶ୍ୱର: ସାବଧାନ! ରାସ୍ତାରେ ବେଆଇନ ଗାଡି ପାର୍କିଂ କରୁଥିଲେ ଗାଡ଼ି ଉଠାଇନେବ ପୋଲିସ୍ । ବିଏମସି ଅଧିକାରୀ ଏବଂ ପୋଲିସକୁ ନେଇ ଗଠନ ହେଲା ଟିମ୍ । ବ୍ୟବସାୟୀ ଏବଂ ମଲ ମାଲିକଙ୍କୁ ସତର୍କ କରାଇଛନ୍ତି ବିଏମସି କମିଶନର । ମଲ୍ଟିଲେବଲ ପାର୍କିଂ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ବ୍ୟବସାୟୀଙ୍କ ପାଇଁ ରିହାତି ଦର ଲାଗୁହେଉଥିବା ବେଳେ ସହିଦନଗର ଏବଂ ରାଜମହଲ ଅଞ୍ଚଳରେ ଆରମ୍ଭ ହେବ କାର୍ଯ୍ୟାନୁଷ୍ଠାନ ।

ଆହୁରି ପଢ଼ନ୍ତୁ: ବିଜେଡିର ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ଅଗଷ୍ଟ ୧୫ ସୁଦ୍ଧା ଜିଲ୍ଲା ଓ ବ୍ଲକ କମିଟି ପୁନର୍ଗଠନ ପାଇଁ ଜିଲ୍ଲା ସଭାପତିଙ୍କୁ ନବୀନଙ୍କ ପରାମର୍ଶ

ପାର୍କିଂ ପାଇଁ ଚିହ୍ନଟ ହୋଇଛି ୩୦ରୁ ଅଧିକ ସ୍ଥାନ । ପ୍ଳାନରେ ପାର୍କିଂ ଥାଇ ବ୍ୟବସାୟ କରୁଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ଅଧିକାଂଶ ସ୍ଥାନରେ ନୋ ପାର୍କିଂ ବୋର୍ଡ ଲଗାଇଛି ବିଏମସି ।

ଆହୁରି ପଢ଼ନ୍ତୁ: ବିଶ୍ୱ ନିୟନ୍ତାଙ୍କ ବାହୁଡ଼ା ଯାତ୍ରା: ଛେରାପହଁରା ନୀତି ସଂପନ୍ନ ପରେ ଆରମ୍ଭ ହେଲା ରଥଟଣା

08 Jul 2023 By The Sakala

ରାସ୍ତାରେ ବେଆଇନ ଗାଡି ପାର୍କିଂ କରୁଥିଲେ ହୋଇଯାଆନ୍ତୁ ସାବଧାନ, ଏଣିକି ଗାଡିକୁ ଉଠାଇ ନେବ ପୋଲିସ

ଭୁବନେଶ୍ୱର: ସାବଧାନ! ରାସ୍ତାରେ ବେଆଇନ ଗାଡି ପାର୍କିଂ କରୁଥିଲେ ଗାଡ଼ି ଉଠାଇନେବ ପୋଲିସ୍ । ବିଏମସି ଅଧିକାରୀ ଏବଂ ପୋଲିସକୁ ନେଇ ଗଠନ ହେଲା ଟିମ୍ । ବ୍ୟବସାୟୀ ଏବଂ ମଲ ମାଲିକଙ୍କୁ ସତର୍କ କରାଇଛନ୍ତି ବିଏମସି କମିଶନର । ମଲ୍ଟିଲେବଲ ପାର୍କିଂ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ବ୍ୟବସାୟୀଙ୍କ ପାଇଁ ରିହାତି ଦର ଲାଗୁହେଉଥିବା ବେଳେ ସହିଦନଗର ଏବଂ ରାଜମହଲ ଅଞ୍ଚଳରେ ଆରମ୍ଭ ହେବ କାର୍ଯ୍ୟାନୁଷ୍ଠାନ ।

ପାର୍କିଂ ପାଇଁ ଚିହ୍ନଟ ହୋଇଛି ୩୦ରୁ ଅଧିକ ସ୍ଥାନ । ପ୍ଳାନରେ ପାର୍କିଂ ଥାଇ ବ୍ୟବସାୟ କରୁଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ଅଧିକାଂଶ ସ୍ଥାନରେ ନୋ ପାର୍କିଂ ବୋର୍ଡ ଲଗାଇଛି ବିଏମସି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର