ବୁଲା କୁକୁରଙ୍କୁ ନେଇ ସୁପ୍ରିମ କୋର୍ଟ ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଭୁବନେଶ୍ବର ମେୟରଙ୍କ ଅନୁରୋଧ

The Sakala Picture
Published On

ଭୁବନେଶ୍ବର: ବୁଲା କୁକୁରଙ୍କୁ ନେଇ ସୁପ୍ରିମ କୋର୍ଟ ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ। ସେ କହିଛନ୍ତି, କୁକୁର ମାନେ କଥା କହିପାରୁନାହାନ୍ତି ବୋଲି କଣ ସେମାନଙ୍କ ବଂଚିବାର ଅଧିକାର ନାହିଁ। ଜୈବବିବିଧତାର ସମନ୍ୱୟ ପାଇଁ ପ୍ରାଣୀ ଓ ମଣିଷ ସମସ୍ତେ ରହିବାର ଆବଶ୍ୟକତା ରହିଛି। ଆନିମଲ ୱେଲଫେୟାର ବୋର୍ଡ କହିଛି, ବୁଲା କୁକୁରଙ୍କ ସ୍ଥାନ ପରିବର୍ତ୍ତନ କଲେ ସେମାନେ ବଞ୍ଚିପାରିବେନାହିଁ। କୁକୁର ପାଇଁ ବ୍ୟକ୍ତିଗତ କେନେଲ ଦରକାର । […]

ଭୁବନେଶ୍ବର: ବୁଲା କୁକୁରଙ୍କୁ ନେଇ ସୁପ୍ରିମ କୋର୍ଟ ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ। ସେ କହିଛନ୍ତି, କୁକୁର ମାନେ କଥା କହିପାରୁନାହାନ୍ତି ବୋଲି କଣ ସେମାନଙ୍କ ବଂଚିବାର ଅଧିକାର ନାହିଁ। ଜୈବବିବିଧତାର ସମନ୍ୱୟ ପାଇଁ ପ୍ରାଣୀ ଓ ମଣିଷ ସମସ୍ତେ ରହିବାର ଆବଶ୍ୟକତା ରହିଛି। ଆନିମଲ ୱେଲଫେୟାର ବୋର୍ଡ କହିଛି, ବୁଲା କୁକୁରଙ୍କ ସ୍ଥାନ ପରିବର୍ତ୍ତନ କଲେ ସେମାନେ ବଞ୍ଚିପାରିବେନାହିଁ। କୁକୁର ପାଇଁ ବ୍ୟକ୍ତିଗତ କେନେଲ ଦରକାର । ନ ହେଲେ କାମୁଡା କାମୁଡି ହୋଇ ମରିଯିବେ । ବୁଲା କୁକୁର କାମୁଡ଼ିଲେ କି ଗାଡିକୁ ଗୋଡ଼ାଇ ଦୁର୍ଘଟଣା କଲେ ପ୍ରଶାସନକୁ ଜଣାନ୍ତୁ। ସେମାନଙ୍କ ଚିକିତ୍ସା କରାଯିବ। ହେଲେ କୁକୁରଙ୍କୁ ମାରିବା କି ସ୍ଥାନ ପରିବର୍ତ୍ତନ କରିବା ଠିକ ନୁହେଁ ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର