ମନୋରଞ୍ଜନ
ନକଲି ପୁଲିସକୁ ଗିରଫ କଲା ଅସଲି ପୁଲିସ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୁଲିସ ୨ଜଣ ନକଲି ପୁଲିସକୁ ଗିରଫ କରିଥିବା ବେଳେ ଏହି ଗ୍ଯଙ୍ଗର ଆଉ ୩ ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ବାଲିଗୁଡ଼ା ପୁଲିସ ପାଟ୍ରୋଲିଂ ବେଳେ ଖଡ଼ଗନଦୀ ପୋଲ ନିକଟରୁ ୨ ଜଣ ନକଲି ପୋଲିସକୁ ଗିରଫ କରିଛି । ଗିରଫ ଦୁଇଜଣଙ୍କ ଘର କଟକ ଜିଲ୍ଲା ଚଣ୍ଡୀ ଛକ ଓ କନିକା ଛକ ଅଞ୍ଚଳର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ପ୍ରାୟ ୫ ଜଣ […]
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୁଲିସ ୨ଜଣ ନକଲି ପୁଲିସକୁ ଗିରଫ କରିଥିବା ବେଳେ ଏହି ଗ୍ଯଙ୍ଗର ଆଉ ୩ ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ବାଲିଗୁଡ଼ା ପୁଲିସ ପାଟ୍ରୋଲିଂ ବେଳେ ଖଡ଼ଗନଦୀ ପୋଲ ନିକଟରୁ ୨ ଜଣ ନକଲି ପୋଲିସକୁ ଗିରଫ କରିଛି । ଗିରଫ ଦୁଇଜଣଙ୍କ ଘର କଟକ ଜିଲ୍ଲା ଚଣ୍ଡୀ ଛକ ଓ କନିକା ଛକ ଅଞ୍ଚଳର ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ପ୍ରାୟ ୫ ଜଣ ପୁଲିସ ବେଶରେ ଥାଇ ବଡ଼ ଧରଣର ଡକାୟତି ଉଦ୍ୟମ କରୁଥିଲେ । ପୁଲିସ ଡକାୟତି ଉଦ୍ୟମ ପଣ୍ଡ କରିବା ସହ ୨ ଜଣଙ୍କୁ ଗିରଫ କରିଥିଲା । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ମାରୁତି ସୁଇଫ୍ଟ ଡିଜାଏର କାର୍ ସମେତ ଲୁହା ରଡ୍, ବେତ ଲାଠି, ଦୁଇହଳ ପୁଲିସ୍ ଡ୍ରେସ୍, ଖେଳଣା ପିସ୍ତଲ୍ ଓ ୭ଟି ପୁଲିସ୍ ଟୋପି ଜବତ କରାଯାଇଛି ।