ଥାନାରୁ ଚମ୍ପଟ ମାରିଲା ବ୍ରାଉନସୁଗର ବେପାରୀ

The Sakala Picture
Published On

ଜଳେଶ୍ବର: ପୁଲିସ ହେପାଜତରୁ ଖସି ଗଲା ବ୍ରାଉନସୁଗର ବେପାରୀ। ସୂଚନା ମୁତାବକ ଗତ ୧୮ ତାରିଖ ଶନିବାର ଜଳେଶ୍ଵର ପଶ୍ଚିମବାଡ ରାସ୍ତା ସାହୁ ଛକ ନିକଟରୁ ବ୍ରାଉନସୁଗର ବେପାରି ମୁକ୍ତାର ବ୍ରାଉନସୁଗର ଚାଲାଣ କରୁଥିବା ବେଳେ ଜଳେଶ୍ଵର ପୁଲିସ ମାଡି ବସିଥିଲା। ମୁକ୍ତାର ପାଖରୁ ଆନୁମାନିକ ୧୦୦ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନ ସୁଗର ଜବତ କରିଥିଲା ପୁଲିସ ।  ଜାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ ହେବ। ତେବେ ମୁକ୍ତାରକୁ ଥାନାରେ ପୁଲିସ ରଖି ତଦନ୍ତ […]

ଜଳେଶ୍ବର: ପୁଲିସ ହେପାଜତରୁ ଖସି ଗଲା ବ୍ରାଉନସୁଗର ବେପାରୀ। ସୂଚନା ମୁତାବକ ଗତ ୧୮ ତାରିଖ ଶନିବାର ଜଳେଶ୍ଵର ପଶ୍ଚିମବାଡ ରାସ୍ତା ସାହୁ ଛକ ନିକଟରୁ ବ୍ରାଉନସୁଗର ବେପାରି ମୁକ୍ତାର ବ୍ରାଉନସୁଗର ଚାଲାଣ କରୁଥିବା ବେଳେ ଜଳେଶ୍ଵର ପୁଲିସ ମାଡି ବସିଥିଲା। ମୁକ୍ତାର ପାଖରୁ ଆନୁମାନିକ ୧୦୦ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନ ସୁଗର ଜବତ କରିଥିଲା ପୁଲିସ ।  ଜାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ ହେବ। ତେବେ ମୁକ୍ତାରକୁ ଥାନାରେ ପୁଲିସ ରଖି ତଦନ୍ତ କରୁଥିବା ବେଳେ ୧୯ ତାରିଖ ରବିବାର ବିଳମ୍ବିତ ରାତିରେ ମୁକ୍ତାର ଥାନାରୁ ଚମ୍ପଟ ମାରିବାରେ ସଫଳ ହେଇଛି। ଏଠି ପ୍ରଶ୍ନ ଉଠୁଛି ପୁଲିସ ଥାନା ଭିତରୁ ବ୍ରାଉନସୁଗାର ବେପାରୀ ଖସିଲା କେମିତି ନା ଏହା ପଛରେ ପୁଲିସର ହାତ ରହିଛି। ତେବେ ରାତିରେ ଜଣେ ଡିସିଓ, ତିନି ଜଣ ସେଣ୍ଟ୍ରି ଥିବା ବେଳେ ବ୍ରାଉନ ସୁଗାର ବେପାରୀ କେମିତି ଖସି ଯିବାରେ ସକ୍ଷମ ହେଲା। ଏମିତି ଘଟଣା ପ୍ରଘଟ ହେବା ପରେ ଜଳେଶ୍ଵର ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନ ବାଚି ସୃଷ୍ଟି ହେଇଛି। ତେବେ ମୁକ୍ତାର ନାମରେ ବିଭିନ୍ନ ଥାନାରେ ବ୍ରାଉନସୁଗର ବେପାର ନେଇ ଏକାଧିକ ମାମଲା ରହିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଚାନ୍ଦିପୁରରେ DRDO ପକ୍ଷରୁ ସଫଳ କ୍ଷେପଣାସ୍ତ୍ର ପରୀକ୍ଷଣ: ସୁରକ୍ଷିତ ସ୍ଥାନକୁ ଗଲେ ୧୧ ହଜାରରୁ ଅଧିକ ଲୋକ

20 Jun 2022 By The Sakala

ଥାନାରୁ ଚମ୍ପଟ ମାରିଲା ବ୍ରାଉନସୁଗର ବେପାରୀ

ଜଳେଶ୍ବର: ପୁଲିସ ହେପାଜତରୁ ଖସି ଗଲା ବ୍ରାଉନସୁଗର ବେପାରୀ। ସୂଚନା ମୁତାବକ ଗତ ୧୮ ତାରିଖ ଶନିବାର ଜଳେଶ୍ଵର ପଶ୍ଚିମବାଡ ରାସ୍ତା ସାହୁ ଛକ ନିକଟରୁ ବ୍ରାଉନସୁଗର ବେପାରି ମୁକ୍ତାର ବ୍ରାଉନସୁଗର ଚାଲାଣ କରୁଥିବା ବେଳେ ଜଳେଶ୍ଵର ପୁଲିସ ମାଡି ବସିଥିଲା। ମୁକ୍ତାର ପାଖରୁ ଆନୁମାନିକ ୧୦୦ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନ ସୁଗର ଜବତ କରିଥିଲା ପୁଲିସ ।  ଜାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ ହେବ। ତେବେ ମୁକ୍ତାରକୁ ଥାନାରେ ପୁଲିସ ରଖି ତଦନ୍ତ କରୁଥିବା ବେଳେ ୧୯ ତାରିଖ ରବିବାର ବିଳମ୍ବିତ ରାତିରେ ମୁକ୍ତାର ଥାନାରୁ ଚମ୍ପଟ ମାରିବାରେ ସଫଳ ହେଇଛି। ଏଠି ପ୍ରଶ୍ନ ଉଠୁଛି ପୁଲିସ ଥାନା ଭିତରୁ ବ୍ରାଉନସୁଗାର ବେପାରୀ ଖସିଲା କେମିତି ନା ଏହା ପଛରେ ପୁଲିସର ହାତ ରହିଛି। ତେବେ ରାତିରେ ଜଣେ ଡିସିଓ, ତିନି ଜଣ ସେଣ୍ଟ୍ରି ଥିବା ବେଳେ ବ୍ରାଉନ ସୁଗାର ବେପାରୀ କେମିତି ଖସି ଯିବାରେ ସକ୍ଷମ ହେଲା। ଏମିତି ଘଟଣା ପ୍ରଘଟ ହେବା ପରେ ଜଳେଶ୍ଵର ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନ ବାଚି ସୃଷ୍ଟି ହେଇଛି। ତେବେ ମୁକ୍ତାର ନାମରେ ବିଭିନ୍ନ ଥାନାରେ ବ୍ରାଉନସୁଗର ବେପାର ନେଇ ଏକାଧିକ ମାମଲା ରହିଥିବା ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର