ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ବିଇଓ ଅଫିସର ଆକାଉଣ୍ଟାଣ୍ଟ
ବଲାଙ୍ଗୀର: ଲାଞ୍ଚ ନେଉଥିବା ବେଳେ ଧରିପାଡିଲେ ସଇଁତଳା ବିଇଓ ଅଫିସର ଆକାଉଣ୍ଟାଣ୍ଟ ଅଜୟ ଖୁଣ୍ଟିଆ । ୧୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଥିଲେ ଅଜୟ । ଲମକାନି ପ୍ରଥାମିକ ବିଦ୍ୟାଳୟର ଶିକ୍ଷକ ସହଦେବ ଦନ୍ତାଙ୍କ ଠାରୁ ୧୮ ହଜାର ଟଙ୍କା ଲାଞ୍ଚ ନେବା ଭିଜିଲାନ୍ସ ଗିରଫ କରିଛି। ଏଥିସହ ଭିଜିଲାନ୍ସ ପକ୍ଷରୁ ସଇଁତଳା ଅଫିସ ଓ ଭଡାଘର ଘରେ ଛାନଚଢାଉ ଜାରି ରହିଥିବା ଜଣାପଡ଼ିଛି।

25 Aug 2023
By The Sakala

⊕ https://www.thesakala.in/latest-odisha-news/balangir/beo-officer-accountant-fell-into-vigilance-net-after-taking-bribe/article-24785