ଅପରାଧୀଙ୍କୁ ଧରିବ ‘ଅତିଥି’

The Sakala Picture
Published On

ଭୁବନେଶ୍ୱର: ରାଜ୍ଯରେ ଅପରାଧ କମାଇବା ଏବଂ ଅପରାଧୀଙ୍କ ତଥ୍ଯ ଜାଣିବା ପାଇଁ ନୂଆ କୌଶଳ ଆପଣାଇଛି କମିଶନରେଟ୍ ପୁଲିସ।  ରାଜ୍ୟର ବିଭିନ୍ନ ସ୍ଥାନରେ ଅପରାଧ ଘଟାଇ ଅପରାଧିମାନେ ବିଭିନ୍ନ ହୋଟେଲରେ ଆତ୍ମଗୋପନ କରୁଛନ୍ତି ।  ଏଣିକ ପୁଲିସ ‘ଅତିଥି’ ଆପ ମାଧ୍ଯମରେ ଅପରାଧିକ ନିକଟରେ ପହଞ୍ଚିବ। ଏହି ଆପ ଜରିଆରେ ହୋଟେଲର ତଥ୍ୟ ସଂଗ୍ରହ କରିବ ପୁଲିସ । ସରାଇ ଆକ୍ଟ ଅନୁସାରେ ହୋଟେଲ ମାଲିକ ସବୁ ତଥ୍ୟ ପୁଲିସକୁ ଦେବେ। ସମସ୍ତ ତଥ୍ୟ କେବଳ ପୁଲିସ […]

ଭୁବନେଶ୍ୱର: ରାଜ୍ଯରେ ଅପରାଧ କମାଇବା ଏବଂ ଅପରାଧୀଙ୍କ ତଥ୍ଯ ଜାଣିବା ପାଇଁ ନୂଆ କୌଶଳ ଆପଣାଇଛି କମିଶନରେଟ୍ ପୁଲିସ।  ରାଜ୍ୟର ବିଭିନ୍ନ ସ୍ଥାନରେ ଅପରାଧ ଘଟାଇ ଅପରାଧିମାନେ ବିଭିନ୍ନ ହୋଟେଲରେ ଆତ୍ମଗୋପନ କରୁଛନ୍ତି ।  ଏଣିକ ପୁଲିସ ‘ଅତିଥି’ ଆପ ମାଧ୍ଯମରେ ଅପରାଧିକ ନିକଟରେ ପହଞ୍ଚିବ। ଏହି ଆପ ଜରିଆରେ ହୋଟେଲର ତଥ୍ୟ ସଂଗ୍ରହ କରିବ ପୁଲିସ । ସରାଇ ଆକ୍ଟ ଅନୁସାରେ ହୋଟେଲ ମାଲିକ ସବୁ ତଥ୍ୟ ପୁଲିସକୁ ଦେବେ। ସମସ୍ତ ତଥ୍ୟ କେବଳ ପୁଲିସ ପାଖରେ ରହିବ। ସାର୍ବଜନୀନ କରାଯିବ ନାହିଁ । ସମସ୍ତ ଗେଷ୍ଟ ହାଉସ୍‌ ଓ ଲଜ୍‌କୁ ବି ଏନେଇ ନିର୍ଦେଶ ଦିଆଯିବ। କ୍ରାଇମ କରିବା ପରେ ଅପରାଧିମାନେ ହୋଟଲରେ ରହୁଛନ୍ତି । ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସର ହ୍ବିପ୍ ଜାରି: ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ନ ଛାଡ଼ିବାକୁ ନିର୍ଦ୍ଦେଶ

12 Mar 2021 By The Sakala

ଅପରାଧୀଙ୍କୁ ଧରିବ ‘ଅତିଥି’

ଭୁବନେଶ୍ୱର: ରାଜ୍ଯରେ ଅପରାଧ କମାଇବା ଏବଂ ଅପରାଧୀଙ୍କ ତଥ୍ଯ ଜାଣିବା ପାଇଁ ନୂଆ କୌଶଳ ଆପଣାଇଛି କମିଶନରେଟ୍ ପୁଲିସ।  ରାଜ୍ୟର ବିଭିନ୍ନ ସ୍ଥାନରେ ଅପରାଧ ଘଟାଇ ଅପରାଧିମାନେ ବିଭିନ୍ନ ହୋଟେଲରେ ଆତ୍ମଗୋପନ କରୁଛନ୍ତି ।  ଏଣିକ ପୁଲିସ ‘ଅତିଥି’ ଆପ ମାଧ୍ଯମରେ ଅପରାଧିକ ନିକଟରେ ପହଞ୍ଚିବ। ଏହି ଆପ ଜରିଆରେ ହୋଟେଲର ତଥ୍ୟ ସଂଗ୍ରହ କରିବ ପୁଲିସ । ସରାଇ ଆକ୍ଟ ଅନୁସାରେ ହୋଟେଲ ମାଲିକ ସବୁ ତଥ୍ୟ ପୁଲିସକୁ ଦେବେ। ସମସ୍ତ ତଥ୍ୟ କେବଳ ପୁଲିସ ପାଖରେ ରହିବ। ସାର୍ବଜନୀନ କରାଯିବ ନାହିଁ । ସମସ୍ତ ଗେଷ୍ଟ ହାଉସ୍‌ ଓ ଲଜ୍‌କୁ ବି ଏନେଇ ନିର୍ଦେଶ ଦିଆଯିବ। କ୍ରାଇମ କରିବା ପରେ ଅପରାଧିମାନେ ହୋଟଲରେ ରହୁଛନ୍ତି । ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର