ବୈଠକରୁ ବାହାରିଲାନି କୌଣସି ନିଷ୍କର୍ସ, ଏବେ ଖୋଲିବନି ମାର୍କେଟ ବିଲ୍ଡିଂ

The Sakala Picture
Published On

ଭୁବନେଶ୍ବର :  ଭୁବନେଶ୍ବରର ପ୍ରମୁଖ ସ୍ଥାନ ମାର୍କେଟ ବିଲ୍ଡିଂ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ। ଦୁଇ ଦିନ ତଳେ ଜଣେ ଉଠା ଦୋକାନୀ ଏବଂ ମାର୍କେଟ ବିଲ୍ଡିଂର ଜଣେ ଦୋକାନିଙ୍କ ମଧ୍ୟରେ ହୋଇଥିବା ଝଗଡାକୁ କେନ୍ଦ୍ରକରି ହୋଇଥିବା ବିବାଦର ସମାଧାନ ହୋଇପାରୁନାହିଁ। ଉଠା ଦୋକାନିକୁ ମାର୍କେଟ ବିଲ୍ଡିଂରୁ ହଟାଇବା ପାଇଁ ଦାବି କରୁଛି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ। ଯେଉଁ ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂରୁ ଉଠା ଦୋକାନି ଉଠିବେନି ସେ ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ରଖିବାକୁ ସେଣ୍ଟ୍ରାଲ ମାର୍କେଟ […]

ଭୁବନେଶ୍ବର :  ଭୁବନେଶ୍ବରର ପ୍ରମୁଖ ସ୍ଥାନ ମାର୍କେଟ ବିଲ୍ଡିଂ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ। ଦୁଇ ଦିନ ତଳେ ଜଣେ ଉଠା ଦୋକାନୀ ଏବଂ ମାର୍କେଟ ବିଲ୍ଡିଂର ଜଣେ ଦୋକାନିଙ୍କ ମଧ୍ୟରେ ହୋଇଥିବା ଝଗଡାକୁ କେନ୍ଦ୍ରକରି ହୋଇଥିବା ବିବାଦର ସମାଧାନ ହୋଇପାରୁନାହିଁ। ଉଠା ଦୋକାନିକୁ ମାର୍କେଟ ବିଲ୍ଡିଂରୁ ହଟାଇବା ପାଇଁ ଦାବି କରୁଛି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ। ଯେଉଁ ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂରୁ ଉଠା ଦୋକାନି ଉଠିବେନି ସେ ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ରଖିବାକୁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ରୋକ୍‌ଠୋକ୍‌ ଶୁଣାଇ ଦେଇଛି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ତେବେ ଏନେଇ ଗତକାଲି ବୁଧବାର ବିଏମସିର ଏକ ବୈଠକ ବସିଥିଲା। ଏହାପରେ ସନ୍ଧ୍ୟାରେ ବିଏମସି ପକ୍ଷରୁ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଘୋଷଣା କରାଯାଇ ମାର୍କେଟ ବିଲ୍ଡିଂ ଭିତରେ ଥିବା ଉଠାଦୋକାନୀଙ୍କୁ ଉଚ୍ଛେଦ କରିଦିଆଯାଇଥିଲା । ହେଲେ ଏହାପରେ ମଧ୍ୟ ଲିଖିତ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଦୋକାନ ବନ୍ଦ ରହିବ ବୋଲି ଅଡିବସିଛନ୍ତି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର କର୍ମକର୍ତ୍ତା।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ଜିଦରେ ଅଟଳ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର ସଭାପତି ପ୍ରଦୁମ୍ନ ଜେନା ଗୁରୁବାର ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି ଯେ, ବିବାଦ ନେଇ ଗତକାଲି ମଧ୍ୟାହ୍ନରେ ବୈଠକ ବସିଥିଲା। ପରେ ସନ୍ଧ୍ୟାରେ ବିଏମ୍‌ସି ପକ୍ଷରୁ ଡାକବିଜି ଯନ୍ତ୍ରରେ ଉଠାଦୋକାନୀ ଉଚ୍ଛେଦ ନେଇ ଘୋଷଣା କରାଯାଇଛି। ତଥାପି ଲିଖିତ ପ୍ରତିଶ୍ରୁତି ପାଇଁ ଅଡିବସିଛନ୍ତି ବ୍ୟବସାୟୀ । ଉଠାଦୋକାନୀଙ୍କୁ ବିରୋଧ କରି ସଙ୍ଘ ନେଇଛି ନିଷ୍ପତ୍ତି । ଉଠାଦୋକାନୀ ମାର୍କେଟ ବିଲ୍ଡିଂରେ ରାସ୍ତା ଅବରୋଧ କରିବା ସହ ମାର୍କେଟ ବିଲ୍ଡିଂର୍ ସୌନ୍ଦର୍ଯ୍ୟକରଣକୁ ନଷ୍ଟ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି। ଯଦି ବିଏମ୍‌ସି ଲିଖିତ ଭାବରେ ନଦିଏ ସଂଘ କାଲି ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରିବ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

06 Jan 2022 By The Sakala

ବୈଠକରୁ ବାହାରିଲାନି କୌଣସି ନିଷ୍କର୍ସ, ଏବେ ଖୋଲିବନି ମାର୍କେଟ ବିଲ୍ଡିଂ

ଭୁବନେଶ୍ବର :  ଭୁବନେଶ୍ବରର ପ୍ରମୁଖ ସ୍ଥାନ ମାର୍କେଟ ବିଲ୍ଡିଂ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ। ଦୁଇ ଦିନ ତଳେ ଜଣେ ଉଠା ଦୋକାନୀ ଏବଂ ମାର୍କେଟ ବିଲ୍ଡିଂର ଜଣେ ଦୋକାନିଙ୍କ ମଧ୍ୟରେ ହୋଇଥିବା ଝଗଡାକୁ କେନ୍ଦ୍ରକରି ହୋଇଥିବା ବିବାଦର ସମାଧାନ ହୋଇପାରୁନାହିଁ। ଉଠା ଦୋକାନିକୁ ମାର୍କେଟ ବିଲ୍ଡିଂରୁ ହଟାଇବା ପାଇଁ ଦାବି କରୁଛି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ। ଯେଉଁ ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂରୁ ଉଠା ଦୋକାନି ଉଠିବେନି ସେ ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ରଖିବାକୁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ରୋକ୍‌ଠୋକ୍‌ ଶୁଣାଇ ଦେଇଛି।

ତେବେ ଏନେଇ ଗତକାଲି ବୁଧବାର ବିଏମସିର ଏକ ବୈଠକ ବସିଥିଲା। ଏହାପରେ ସନ୍ଧ୍ୟାରେ ବିଏମସି ପକ୍ଷରୁ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଘୋଷଣା କରାଯାଇ ମାର୍କେଟ ବିଲ୍ଡିଂ ଭିତରେ ଥିବା ଉଠାଦୋକାନୀଙ୍କୁ ଉଚ୍ଛେଦ କରିଦିଆଯାଇଥିଲା । ହେଲେ ଏହାପରେ ମଧ୍ୟ ଲିଖିତ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଦୋକାନ ବନ୍ଦ ରହିବ ବୋଲି ଅଡିବସିଛନ୍ତି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର କର୍ମକର୍ତ୍ତା।

ଜିଦରେ ଅଟଳ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର ସଭାପତି ପ୍ରଦୁମ୍ନ ଜେନା ଗୁରୁବାର ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି ଯେ, ବିବାଦ ନେଇ ଗତକାଲି ମଧ୍ୟାହ୍ନରେ ବୈଠକ ବସିଥିଲା। ପରେ ସନ୍ଧ୍ୟାରେ ବିଏମ୍‌ସି ପକ୍ଷରୁ ଡାକବିଜି ଯନ୍ତ୍ରରେ ଉଠାଦୋକାନୀ ଉଚ୍ଛେଦ ନେଇ ଘୋଷଣା କରାଯାଇଛି। ତଥାପି ଲିଖିତ ପ୍ରତିଶ୍ରୁତି ପାଇଁ ଅଡିବସିଛନ୍ତି ବ୍ୟବସାୟୀ । ଉଠାଦୋକାନୀଙ୍କୁ ବିରୋଧ କରି ସଙ୍ଘ ନେଇଛି ନିଷ୍ପତ୍ତି । ଉଠାଦୋକାନୀ ମାର୍କେଟ ବିଲ୍ଡିଂରେ ରାସ୍ତା ଅବରୋଧ କରିବା ସହ ମାର୍କେଟ ବିଲ୍ଡିଂର୍ ସୌନ୍ଦର୍ଯ୍ୟକରଣକୁ ନଷ୍ଟ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି। ଯଦି ବିଏମ୍‌ସି ଲିଖିତ ଭାବରେ ନଦିଏ ସଂଘ କାଲି ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର