ମନୋରଞ୍ଜନ

ପରକୀୟାପ୍ରୀତି ପାଇଁ ଗଲା ଜୀବନ

The Sakala Picture
Published On

ଲଙ୍ଗଳେଶ୍ବର : ପରକୀୟା ପ୍ରୀତି ଦୀର୍ଘ ଦିନ ଚାଲୁଥିବାବେଳେ ଗତକାଲି ରାତିରେ କୌଣସି କାରଣ ବଶତ ପ୍ରେମିକା ରାଗିଯାଇ ଯୋଜନାବଦ୍ଧ ଭାବେ ପ୍ରେମିକକୁ ମାରି ବିଲରେ ପୋତିଦେବା ଘଟଣା ଆଲୋଚନାର ବିଷୟ ହୋଇଛି । ଘଟଣାରେ ପୁଲିସ ଦୁଇଜଣଙ୍କୁ ଅଟକରଖି ତଦନ୍ତ କରୁଛି । ସୁଚନାରୁ ପ୍ରକାଶ ବାଲିଆପାଳ ବ୍ଲକ ଘଣ୍ଟୁଆ ପଞ୍ଚାୟତର ବଡକସବା ଗ୍ରାମର କାଙ୍ଗାଳି ପାତ୍ର ନାମକ ଯୁବକ ସହିତ ସେହି ଗ୍ରାମର ରବୀନ୍ଦ୍ର ଜେନାଙ୍କର ସ୍ତ୍ରୀ ସନ୍ଧ୍ୟାରାଣୀଙ୍କ ପରକୀୟାପ୍ରୀତି ରହି ଆସୁଥିଲା । […]

ଲଙ୍ଗଳେଶ୍ବର : ପରକୀୟା ପ୍ରୀତି ଦୀର୍ଘ ଦିନ ଚାଲୁଥିବାବେଳେ ଗତକାଲି ରାତିରେ କୌଣସି କାରଣ ବଶତ ପ୍ରେମିକା ରାଗିଯାଇ ଯୋଜନାବଦ୍ଧ ଭାବେ ପ୍ରେମିକକୁ ମାରି ବିଲରେ ପୋତିଦେବା ଘଟଣା ଆଲୋଚନାର ବିଷୟ ହୋଇଛି । ଘଟଣାରେ ପୁଲିସ ଦୁଇଜଣଙ୍କୁ ଅଟକରଖି ତଦନ୍ତ କରୁଛି । ସୁଚନାରୁ ପ୍ରକାଶ ବାଲିଆପାଳ ବ୍ଲକ ଘଣ୍ଟୁଆ ପଞ୍ଚାୟତର ବଡକସବା ଗ୍ରାମର କାଙ୍ଗାଳି ପାତ୍ର ନାମକ ଯୁବକ ସହିତ ସେହି ଗ୍ରାମର ରବୀନ୍ଦ୍ର ଜେନାଙ୍କର ସ୍ତ୍ରୀ ସନ୍ଧ୍ୟାରାଣୀଙ୍କ ପରକୀୟାପ୍ରୀତି ରହି ଆସୁଥିଲା । ଗତକାଲି ରାତିରୁ କାଙ୍ଗାଳି ପାତ୍ର ନିଖୋଜ ଥିବା ତାଙ୍କ ସ୍ତ୍ରୀ ଅଞଳି ପାତ୍ର ଆଜି ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଆହୁରି ପଢ଼ନ୍ତୁ: ଅତି ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ପାଇଁ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି କଲା IMD

ବାଲିଆପାଳ ପୁଲିସ ଅଭିଯୋଗ ପାଇଁ ତଦନ୍ତ କରୁଥିବାବେଳେ ଧାନ ବିଲ ମଝିରୁ କାଙ୍ଗାଳିର ମୃତ ଶରୀରକୁ ଉଦ୍ଧାର କରିଥିଲେ । ତାଙ୍କ ବେକ ଓ ଛାତିରେ ଗଭୀର କ୍ଷତଚିହ୍ନ ରହିଛି । ଏହି ଘଟଣାରେ ବାଲେଶ୍ଵର ସାଇଣ୍ଟିଫିକ୍ ଟିମ୍; ବସ୍ତା ଏସ.ଡି.ପି.ଓ ଜଳନ୍ଧର ଜାଲି, ବାଲିଆପାଳ ଆଇଆଇସି ପର୍ଶୁରାମ ସାହୁ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଥିବା ବେଳେ ରବୀନ୍ଦ୍ର ଜେନା ଓ ସନ୍ଧ୍ୟାରାଣୀ ଜେନାଙ୍କୁ ଥାନାକୁ ଆଣି ଅଟକ ରଖିଛନ୍ତି । ବାଲିଆପାଳ ଥାନାର କେସ ନଂ ୧୬୬ । ୨୧ ରେ ମାମଲା ରୁଜୁ ହୋଇଥିବା ବେଳେ ଆସନ୍ତା କାଲି ଶବ ପୋଷ୍ଟବଟମ ହେବ ବୋଲି ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଗଞ୍ଜାମରେ ଅଭାବନୀୟ ଘଟଣା: ଲିଫ୍ଟ ନଦେବାରୁ ଯୁବକଙ୍କ ବେକ କାଟିଲେ ଦୁର୍ବୃତ୍ତ

23 Sep 2021 By The Sakala

ପରକୀୟାପ୍ରୀତି ପାଇଁ ଗଲା ଜୀବନ

ଲଙ୍ଗଳେଶ୍ବର : ପରକୀୟା ପ୍ରୀତି ଦୀର୍ଘ ଦିନ ଚାଲୁଥିବାବେଳେ ଗତକାଲି ରାତିରେ କୌଣସି କାରଣ ବଶତ ପ୍ରେମିକା ରାଗିଯାଇ ଯୋଜନାବଦ୍ଧ ଭାବେ ପ୍ରେମିକକୁ ମାରି ବିଲରେ ପୋତିଦେବା ଘଟଣା ଆଲୋଚନାର ବିଷୟ ହୋଇଛି । ଘଟଣାରେ ପୁଲିସ ଦୁଇଜଣଙ୍କୁ ଅଟକରଖି ତଦନ୍ତ କରୁଛି । ସୁଚନାରୁ ପ୍ରକାଶ ବାଲିଆପାଳ ବ୍ଲକ ଘଣ୍ଟୁଆ ପଞ୍ଚାୟତର ବଡକସବା ଗ୍ରାମର କାଙ୍ଗାଳି ପାତ୍ର ନାମକ ଯୁବକ ସହିତ ସେହି ଗ୍ରାମର ରବୀନ୍ଦ୍ର ଜେନାଙ୍କର ସ୍ତ୍ରୀ ସନ୍ଧ୍ୟାରାଣୀଙ୍କ ପରକୀୟାପ୍ରୀତି ରହି ଆସୁଥିଲା । ଗତକାଲି ରାତିରୁ କାଙ୍ଗାଳି ପାତ୍ର ନିଖୋଜ ଥିବା ତାଙ୍କ ସ୍ତ୍ରୀ ଅଞଳି ପାତ୍ର ଆଜି ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ବାଲିଆପାଳ ପୁଲିସ ଅଭିଯୋଗ ପାଇଁ ତଦନ୍ତ କରୁଥିବାବେଳେ ଧାନ ବିଲ ମଝିରୁ କାଙ୍ଗାଳିର ମୃତ ଶରୀରକୁ ଉଦ୍ଧାର କରିଥିଲେ । ତାଙ୍କ ବେକ ଓ ଛାତିରେ ଗଭୀର କ୍ଷତଚିହ୍ନ ରହିଛି । ଏହି ଘଟଣାରେ ବାଲେଶ୍ଵର ସାଇଣ୍ଟିଫିକ୍ ଟିମ୍; ବସ୍ତା ଏସ.ଡି.ପି.ଓ ଜଳନ୍ଧର ଜାଲି, ବାଲିଆପାଳ ଆଇଆଇସି ପର୍ଶୁରାମ ସାହୁ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଥିବା ବେଳେ ରବୀନ୍ଦ୍ର ଜେନା ଓ ସନ୍ଧ୍ୟାରାଣୀ ଜେନାଙ୍କୁ ଥାନାକୁ ଆଣି ଅଟକ ରଖିଛନ୍ତି । ବାଲିଆପାଳ ଥାନାର କେସ ନଂ ୧୬୬ । ୨୧ ରେ ମାମଲା ରୁଜୁ ହୋଇଥିବା ବେଳେ ଆସନ୍ତା କାଲି ଶବ ପୋଷ୍ଟବଟମ ହେବ ବୋଲି ଜଣାପଡ଼ିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର