Viral Photo: ହିମାଳୟରେ ତପସ୍ୟା କରୁଛନ୍ତି 'ସାରଥି ବାବା', ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଫଟୋ...

Madhusudan Das Picture
Published On

କେନ୍ଦ୍ରାପଡ଼ା: ହିମାଳୟରେ ତପସ୍ୟା କରୁଛନ୍ତି ଆତ୍ମଘୋଷିତ 'ସାରଥି ବାବା' ଓରଫ ସନ୍ତୋଷ ରାଉଳ । ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ସାରଥି ବାବା ତପସ୍ୟା କରୁଥିବାର ଫଟୋ । ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହୋଇଥିବା ଫଟୋରେ ସାରଥି ବାବା ହିମାଳୟ ପର୍ବତମାଳାରେ ଧ୍ୟାନ ମୁଦ୍ରାରେ ଓ ଅନ୍ୟ ଭଂଗୀରେ ଥିବା ଫଟୋ ଦେଖିବାକୁ ମିଳିଛି । ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଫଟୋ ପ୍ରଘଟ ହେବା ପରେ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସାରଥିଙ୍କୁ ସର୍ତ୍ତମୂଳକ ଜାମିନ ମିଳିବା ପରଠାରୁ ସେ ସର୍ବସାଧାରଣ ସ୍ଥାନରେ ନଜର ଆସୁନଥିଲେ । ଜେଲ୍‌ରୁ ଫେରିବା ପରେ ପ୍ରଥମ ଥର ପାଇଁ ସେ ସାମ୍ନାକୁ ଆସିଛନ୍ତି ।

ଆହୁରି ପଢ଼ନ୍ତୁ: ମେଟ୍ରୋ ପ୍ରକଳ୍ପ ବାତିଲ୍‌‌ ନିଷ୍ପତ୍ତିକୁ ନେଇ ବିଜେଡିର ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କର କୁଶ ପୁତ୍ତଳିକା ଦାହ

13 Apr 2026 By Madhusudan Das

Viral Photo: ହିମାଳୟରେ ତପସ୍ୟା କରୁଛନ୍ତି 'ସାରଥି ବାବା', ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଫଟୋ...

କେନ୍ଦ୍ରାପଡ଼ା: ହିମାଳୟରେ ତପସ୍ୟା କରୁଛନ୍ତି ଆତ୍ମଘୋଷିତ 'ସାରଥି ବାବା' ଓରଫ ସନ୍ତୋଷ ରାଉଳ । ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ସାରଥି ବାବା ତପସ୍ୟା କରୁଥିବାର ଫଟୋ । ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହୋଇଥିବା ଫଟୋରେ ସାରଥି ବାବା ହିମାଳୟ ପର୍ବତମାଳାରେ ଧ୍ୟାନ ମୁଦ୍ରାରେ ଓ ଅନ୍ୟ ଭଂଗୀରେ ଥିବା ଫଟୋ ଦେଖିବାକୁ ମିଳିଛି । ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଫଟୋ ପ୍ରଘଟ ହେବା ପରେ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସାରଥିଙ୍କୁ ସର୍ତ୍ତମୂଳକ ଜାମିନ ମିଳିବା ପରଠାରୁ ସେ ସର୍ବସାଧାରଣ ସ୍ଥାନରେ ନଜର ଆସୁନଥିଲେ । ଜେଲ୍‌ରୁ ଫେରିବା ପରେ ପ୍ରଥମ ଥର ପାଇଁ ସେ ସାମ୍ନାକୁ ଆସିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର