ଶନି ଓ ରବିବାର ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ

The Sakala Picture
Published On

ଭୁବନେଶ୍ୱର: ଏଣିକି ଶନି ଓ ରବିବାରରେ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଭୁବନେଶ୍ବରରେ ରାଜ୍ୟ ଉଦ୍ଭିଦ(ବଟାନିକାଲ ଗାର୍ଡେନ) ଉଦ୍ୟାନ ମଧ୍ୟ ବନ୍ଦ ରହିବ । ସୋମବାରରୁ ଶୁକ୍ରବାର ପ୍ରତିଦିନ ୭ଟା ୩୦ରୁ ୫ଟା ୩୦ ଯାଏ ଖୋଲା ରହିବ। ପୂର୍ବଭଳି ଆଉ ସୋମବାରରେ ବନ୍ଦ ହେବନି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଭୁବନେଶ୍ବରରେ ସପ୍ତାହାନ୍ତ ସଟ୍‌ଡାଉନକୁ ଦୃଷ୍ଟିରେ ରଖି ଏଭିଳି ନିଷ୍ପତ୍ତି ନେଇଛନ୍ତି  ନନ୍ଦନକାନନ କର୍ତ୍ତୃପକ୍ଷ।  ସମସ୍ତ ପର୍ଯ୍ଯଟକ କୋଭିଡ ଗାଇଡଲାଇନକୁ ମାନିବା ସହ […]

ଭୁବନେଶ୍ୱର: ଏଣିକି ଶନି ଓ ରବିବାରରେ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଭୁବନେଶ୍ବରରେ ରାଜ୍ୟ ଉଦ୍ଭିଦ(ବଟାନିକାଲ ଗାର୍ଡେନ) ଉଦ୍ୟାନ ମଧ୍ୟ ବନ୍ଦ ରହିବ । ସୋମବାରରୁ ଶୁକ୍ରବାର ପ୍ରତିଦିନ ୭ଟା ୩୦ରୁ ୫ଟା ୩୦ ଯାଏ ଖୋଲା ରହିବ। ପୂର୍ବଭଳି ଆଉ ସୋମବାରରେ ବନ୍ଦ ହେବନି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଭୁବନେଶ୍ବରରେ ସପ୍ତାହାନ୍ତ ସଟ୍‌ଡାଉନକୁ ଦୃଷ୍ଟିରେ ରଖି ଏଭିଳି ନିଷ୍ପତ୍ତି ନେଇଛନ୍ତି  ନନ୍ଦନକାନନ କର୍ତ୍ତୃପକ୍ଷ।  ସମସ୍ତ ପର୍ଯ୍ଯଟକ କୋଭିଡ ଗାଇଡଲାଇନକୁ ମାନିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

 

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର