ବନ୍ଧୁତା ଦିବସରେ ୪୪ ହଜାର ସାଇବର୍‍ ଠକେଇ

The Sakala Picture
Published On

ଭୁବନେଶ୍ୱର : ବନ୍ଧୁତା ଦିବସର ସୁଯୋଗ ନେଇ ସାଇବର୍‍ ଲୁଟେରାମାନେ ଜଣେ ବ୍ୟକ୍ତିଙ୍କଠାରୁ ୪୩ହଜାର ୮ଶହ ଟଙ୍କାଠକି ନେଇଛନ୍ତି। ବନ୍ଧୁତା ଦିବସର ଉପହାର ପାଇଁ ଏକ ଆପ୍ଲିକେସନ୍‍ର ଲିଙ୍କ୍‍କୁ କ୍ଲିକ୍‍ କରିବା ପରେ ଜମାଖାତାରୁ କଟିଯାଇଛି ଟଙ୍କା। ଠକେଇର ଶିକାର ଯୁବକ ହେଲେ ସହିଦନଗର ଥାନା ଅଞ୍ଚଳର ପ୍ରକାଶ ଓଝା। ଏନେଇ ସେ ସାଇବର ହେଲ୍ପଡେସ୍କରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁକକକଯାୟୀ ଗତକାଲି ରାତିରେ ତାଙ୍କ ଫେସ୍‍ବୁକ୍‍କୁ ଏକ ଲିଙ୍କ ଆସିଥିଲା। ସେ ଉକ୍ତ ଲିଙ୍କ୍‍ କ୍ଲିକ୍‍ […]

ଭୁବନେଶ୍ୱର : ବନ୍ଧୁତା ଦିବସର ସୁଯୋଗ ନେଇ ସାଇବର୍‍ ଲୁଟେରାମାନେ ଜଣେ ବ୍ୟକ୍ତିଙ୍କଠାରୁ ୪୩ହଜାର ୮ଶହ ଟଙ୍କାଠକି ନେଇଛନ୍ତି। ବନ୍ଧୁତା ଦିବସର ଉପହାର ପାଇଁ ଏକ ଆପ୍ଲିକେସନ୍‍ର ଲିଙ୍କ୍‍କୁ କ୍ଲିକ୍‍ କରିବା ପରେ ଜମାଖାତାରୁ କଟିଯାଇଛି ଟଙ୍କା। ଠକେଇର ଶିକାର ଯୁବକ ହେଲେ ସହିଦନଗର ଥାନା ଅଞ୍ଚଳର ପ୍ରକାଶ ଓଝା। ଏନେଇ ସେ ସାଇବର ହେଲ୍ପଡେସ୍କରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁକକକଯାୟୀ ଗତକାଲି ରାତିରେ ତାଙ୍କ ଫେସ୍‍ବୁକ୍‍କୁ ଏକ ଲିଙ୍କ ଆସିଥିଲା। ସେ ଉକ୍ତ ଲିଙ୍କ୍‍ କ୍ଲିକ୍‍ କରିବା ପରେ ଏକ ଅଜଣା ନମ୍ବରରୁ କଲ୍‍ ଆସିଥିଲା। ବନ୍ଧୁଙ୍କ ବିନା ଦେୟରେ ସୁନ୍ଦର ଉପହାର ଦେବା ଲାଗି ଠକ ଜଣକ କହିଥଲା। ଏହାପରେ ଏକ ଲିଙ୍କ୍‍ ପଠାଇଥିଲା। ଉକ୍ତ ଲିଙ୍କରେ ପ୍ରକାଶ କ୍ଲିକ୍‍ କରିବା ପରେ ଜମାଖାତାରେ ଥିବା ସବୁ ଟଙ୍କା କଟିଯାଇଥିଲା। ସେହିପରି ପୂର୍ବରୁ ମଧ୍ୟ ବିଭିନ୍ନ ଦିବସ ଦେଖାଇ ସାଇବର ଠକ ଲୁଟ୍‍ପାଟ୍‍ କରିଥିବାର ନଜିର ରହିଛି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

02 Aug 2021 By The Sakala

ବନ୍ଧୁତା ଦିବସରେ ୪୪ ହଜାର ସାଇବର୍‍ ଠକେଇ

ଭୁବନେଶ୍ୱର : ବନ୍ଧୁତା ଦିବସର ସୁଯୋଗ ନେଇ ସାଇବର୍‍ ଲୁଟେରାମାନେ ଜଣେ ବ୍ୟକ୍ତିଙ୍କଠାରୁ ୪୩ହଜାର ୮ଶହ ଟଙ୍କାଠକି ନେଇଛନ୍ତି। ବନ୍ଧୁତା ଦିବସର ଉପହାର ପାଇଁ ଏକ ଆପ୍ଲିକେସନ୍‍ର ଲିଙ୍କ୍‍କୁ କ୍ଲିକ୍‍ କରିବା ପରେ ଜମାଖାତାରୁ କଟିଯାଇଛି ଟଙ୍କା। ଠକେଇର ଶିକାର ଯୁବକ ହେଲେ ସହିଦନଗର ଥାନା ଅଞ୍ଚଳର ପ୍ରକାଶ ଓଝା। ଏନେଇ ସେ ସାଇବର ହେଲ୍ପଡେସ୍କରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁକକକଯାୟୀ ଗତକାଲି ରାତିରେ ତାଙ୍କ ଫେସ୍‍ବୁକ୍‍କୁ ଏକ ଲିଙ୍କ ଆସିଥିଲା। ସେ ଉକ୍ତ ଲିଙ୍କ୍‍ କ୍ଲିକ୍‍ କରିବା ପରେ ଏକ ଅଜଣା ନମ୍ବରରୁ କଲ୍‍ ଆସିଥିଲା। ବନ୍ଧୁଙ୍କ ବିନା ଦେୟରେ ସୁନ୍ଦର ଉପହାର ଦେବା ଲାଗି ଠକ ଜଣକ କହିଥଲା। ଏହାପରେ ଏକ ଲିଙ୍କ୍‍ ପଠାଇଥିଲା। ଉକ୍ତ ଲିଙ୍କରେ ପ୍ରକାଶ କ୍ଲିକ୍‍ କରିବା ପରେ ଜମାଖାତାରେ ଥିବା ସବୁ ଟଙ୍କା କଟିଯାଇଥିଲା। ସେହିପରି ପୂର୍ବରୁ ମଧ୍ୟ ବିଭିନ୍ନ ଦିବସ ଦେଖାଇ ସାଇବର ଠକ ଲୁଟ୍‍ପାଟ୍‍ କରିଥିବାର ନଜିର ରହିଛି।

https://www.thesakala.in/latest-odisha-news/44-thousand-cyber-fraud-on-friendship-day/article-4297
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର