ସାବିତ୍ରୀରେ ଅଘଟଣ: କେଉଁଠି ସ୍ବାମୀ ଜୀବନ ହାରିଲେଣି ତ’; ଅନ୍ୟ କେଉଁଠି ସ୍ତ୍ରୀ….

The Sakala Picture
Published On

ଭୁବନେଶ୍ବର: ସାବିତ୍ରୀରେ ଅଘଟଣ । କେଉଁଠି ସ୍ବାମୀ ଜୀବନ ହାରିଥିବା ବେଳେ ଅନ୍ୟ କେଉଁଠି ସ୍ତ୍ରୀ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ଏଭଳି ଦୁଇଟି ଅଭାବନୀୟ ଘଟଣା ପୃଥକ ପୃଥକ ସ୍ଥାନରୁ ଆସିଛି। ଗୋଟିଏ ବାଲେଶ୍ବର ଜିଲ୍ଲା ଖନ୍ତପଡ଼ା ଥାନା ଅନ୍ତର୍ଗତ ହୋଇଥିବା ବେଳେ ଅନ୍ୟଟି ଚନ୍ଦକା ଥାନା ଅଧୀନ ପାଇକରାୟପୁର ଗ୍ରାମରୁ ଆସିଛି। ସାବିତ୍ରୀରେ ଜୀବନ ହାରିଲେ ସ୍ୱାମୀ। ପତ୍ନୀ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ପୂଜା କରିବାକୁ ଯାଇଥିବା ବେଳେ ସ୍ୱାମୀ ବେକରେ ଗାମୁଛା […]

ଭୁବନେଶ୍ବର: ସାବିତ୍ରୀରେ ଅଘଟଣ । କେଉଁଠି ସ୍ବାମୀ ଜୀବନ ହାରିଥିବା ବେଳେ ଅନ୍ୟ କେଉଁଠି ସ୍ତ୍ରୀ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ଏଭଳି ଦୁଇଟି ଅଭାବନୀୟ ଘଟଣା ପୃଥକ ପୃଥକ ସ୍ଥାନରୁ ଆସିଛି। ଗୋଟିଏ ବାଲେଶ୍ବର ଜିଲ୍ଲା ଖନ୍ତପଡ଼ା ଥାନା ଅନ୍ତର୍ଗତ ହୋଇଥିବା ବେଳେ ଅନ୍ୟଟି ଚନ୍ଦକା ଥାନା ଅଧୀନ ପାଇକରାୟପୁର ଗ୍ରାମରୁ ଆସିଛି।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

ସାବିତ୍ରୀରେ ଜୀବନ ହାରିଲେ ସ୍ୱାମୀ। ପତ୍ନୀ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ପୂଜା କରିବାକୁ ଯାଇଥିବା ବେଳେ ସ୍ୱାମୀ ବେକରେ ଗାମୁଛା ଲଗାଇ କଲେ ଆତ୍ମହତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖନ୍ତପଡ଼ା ଥାନା ଅନ୍ତର୍ଗତ ପଣପଣା ପଞ୍ଚାୟତ ମାଲଦାପଡା ଗ୍ରାମରେ। ମୃତକ ହେଲେ ପଦ୍ମଲୋଚନ ବେହେରା (୪୮)।  ପତ୍ନୀ ଜୟନ୍ତୀ ସାବିତ୍ରୀ ପୂଜା କରିବାକୁ ନିକଟସ୍ଥ ମନ୍ଦି କୁ ଯାଇଥିଲେ। ମନ୍ଦିରରେ ସ୍ୱାମ ଙ୍କ ନାମରେ ଶଙ୍ଖା, ଚୁଡି, ସିନ୍ଦୁର ପୂଜା ଚାଲିଥିବାବେଳେ ଘରେ ଘଟିଥିଲା ଅଘଟଣ। ସ୍ୱାମୀ ନିଜର ଶୋଇବା ଘରେ ଏକ ଗାମୁଛା ବେକରେ ଲଗାଇ ଜୀବନ ହାରିଦେଇଥିଲେ। ପରିବାରଲୋକେ ତାଙ୍କ ପତ୍ନୀଙ୍କୁ ଖବର ଦେବା ସହିତ ଯୁବକଙ୍କୁ ଉଦ୍ଧାର କରି ନିକଟସ୍ଥ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ହେଁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିପରି।

ଆହୁରି ପଢ଼ନ୍ତୁ: ଦଶପଲ୍ଲା ବିଡିଓଙ୍କ ଗାଡ଼ି ଉପରକୁ ପଥର ମାଡ଼, ଅଳ୍ପକେ ବର୍ତ୍ତିଲେ ଅଧିକାରୀ

ସେହିପରି, ସାବିତ୍ରୀ ବ୍ରତରେ ଜୀବନ ହାରିଲା ସ୍ତ୍ରୀ। ଚନ୍ଦକା ଥାନା ଅଧୀନ ପାଇକରାୟପୁର ଗ୍ରାମର ସ୍ୱାଗତ ସେଠୀଙ୍କ ପତ୍ନୀ ବେକରେ ରଶି ଲଗାଇ ଅତ୍ମହତ୍ୟା କରିଥିବା ଜଣାପଡ଼ିଛି।ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣ ବଶତଃ ପାରିବାରିକ କଳହକୁ ନେଇ ଘଟିଛି ଅଘଟଣ। ସ୍ୱାମୀ ତାମିନାଡୁରେ ରହୁଥିବାର ପୁଲିସ ଜାଣିବାକୁ ପାଇଛି।

ଆହୁରି ପଢ଼ନ୍ତୁ: ଦ୍ରୁତଗତିରେ ଆସି ହାଇୱାକୁ ପଛପଟୁ ଜୋରଦାର ଧକ୍କା ଦେଲା BMW କାର୍, ଦୁଇ ମୃତ

26 May 2025 By The Sakala

ସାବିତ୍ରୀରେ ଅଘଟଣ: କେଉଁଠି ସ୍ବାମୀ ଜୀବନ ହାରିଲେଣି ତ’; ଅନ୍ୟ କେଉଁଠି ସ୍ତ୍ରୀ….

ଭୁବନେଶ୍ବର: ସାବିତ୍ରୀରେ ଅଘଟଣ । କେଉଁଠି ସ୍ବାମୀ ଜୀବନ ହାରିଥିବା ବେଳେ ଅନ୍ୟ କେଉଁଠି ସ୍ତ୍ରୀ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ଏଭଳି ଦୁଇଟି ଅଭାବନୀୟ ଘଟଣା ପୃଥକ ପୃଥକ ସ୍ଥାନରୁ ଆସିଛି। ଗୋଟିଏ ବାଲେଶ୍ବର ଜିଲ୍ଲା ଖନ୍ତପଡ଼ା ଥାନା ଅନ୍ତର୍ଗତ ହୋଇଥିବା ବେଳେ ଅନ୍ୟଟି ଚନ୍ଦକା ଥାନା ଅଧୀନ ପାଇକରାୟପୁର ଗ୍ରାମରୁ ଆସିଛି।

ସାବିତ୍ରୀରେ ଜୀବନ ହାରିଲେ ସ୍ୱାମୀ। ପତ୍ନୀ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ପୂଜା କରିବାକୁ ଯାଇଥିବା ବେଳେ ସ୍ୱାମୀ ବେକରେ ଗାମୁଛା ଲଗାଇ କଲେ ଆତ୍ମହତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖନ୍ତପଡ଼ା ଥାନା ଅନ୍ତର୍ଗତ ପଣପଣା ପଞ୍ଚାୟତ ମାଲଦାପଡା ଗ୍ରାମରେ। ମୃତକ ହେଲେ ପଦ୍ମଲୋଚନ ବେହେରା (୪୮)।  ପତ୍ନୀ ଜୟନ୍ତୀ ସାବିତ୍ରୀ ପୂଜା କରିବାକୁ ନିକଟସ୍ଥ ମନ୍ଦି କୁ ଯାଇଥିଲେ। ମନ୍ଦିରରେ ସ୍ୱାମ ଙ୍କ ନାମରେ ଶଙ୍ଖା, ଚୁଡି, ସିନ୍ଦୁର ପୂଜା ଚାଲିଥିବାବେଳେ ଘରେ ଘଟିଥିଲା ଅଘଟଣ। ସ୍ୱାମୀ ନିଜର ଶୋଇବା ଘରେ ଏକ ଗାମୁଛା ବେକରେ ଲଗାଇ ଜୀବନ ହାରିଦେଇଥିଲେ। ପରିବାରଲୋକେ ତାଙ୍କ ପତ୍ନୀଙ୍କୁ ଖବର ଦେବା ସହିତ ଯୁବକଙ୍କୁ ଉଦ୍ଧାର କରି ନିକଟସ୍ଥ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ହେଁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିପରି।

ସେହିପରି, ସାବିତ୍ରୀ ବ୍ରତରେ ଜୀବନ ହାରିଲା ସ୍ତ୍ରୀ। ଚନ୍ଦକା ଥାନା ଅଧୀନ ପାଇକରାୟପୁର ଗ୍ରାମର ସ୍ୱାଗତ ସେଠୀଙ୍କ ପତ୍ନୀ ବେକରେ ରଶି ଲଗାଇ ଅତ୍ମହତ୍ୟା କରିଥିବା ଜଣାପଡ଼ିଛି।ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣ ବଶତଃ ପାରିବାରିକ କଳହକୁ ନେଇ ଘଟିଛି ଅଘଟଣ। ସ୍ୱାମୀ ତାମିନାଡୁରେ ରହୁଥିବାର ପୁଲିସ ଜାଣିବାକୁ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର