ରାୟଗଡ଼ାର ଏକ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଆଁରେ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

The Sakala Picture
Published On

ରାୟଗଡ଼ା: ରାୟଗଡ଼ା ଭାକୁରଗୁଡ଼ା ସ୍ଥିତ ଏକ ଗୋଦାମରେ ଅଗ୍ନିକାଣ୍ଡ। ନିଆଁରେ ଜଳିଯାଇଛି ଲକ୍ଷାଧିକ ଟଙ୍କାର ଆସବାବ ପତ୍ର । ଅଗ୍ନିଶମ ବାହିନୀରୁ ଦୁଇଟି ଟିମ୍ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି । ସୂଚନା ଅନୁସାରେ, ରାୟଗଡା ଜିଲ୍ଲାର ଭାକୁରଗୁଡ଼ା ଠାରେ ଥିବା ସତ୍ୟମ୍ ପ୍ୟାକର୍ସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା […]

ରାୟଗଡ଼ା: ରାୟଗଡ଼ା ଭାକୁରଗୁଡ଼ା ସ୍ଥିତ ଏକ ଗୋଦାମରେ ଅଗ୍ନିକାଣ୍ଡ। ନିଆଁରେ ଜଳିଯାଇଛି ଲକ୍ଷାଧିକ ଟଙ୍କାର ଆସବାବ ପତ୍ର । ଅଗ୍ନିଶମ ବାହିନୀରୁ ଦୁଇଟି ଟିମ୍ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି ।

ଆହୁରି ପଢ଼ନ୍ତୁ: ୩କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବକେୟା ଅଭିଯୋଗରେ ପାରାଦ୍ଵୀପ ବନ୍ଦରରେ ବିଦେଶୀ ଜାହାଜ 'MT UNITY' ଗିରଫ

ସୂଚନା ଅନୁସାରେ, ରାୟଗଡା ଜିଲ୍ଲାର ଭାକୁରଗୁଡ଼ା ଠାରେ ଥିବା ସତ୍ୟମ୍ ପ୍ୟାକର୍ସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଛି। ନିଆଁକୁ ଆୟତ୍ତ କରିବା ପାଇଁ ଜେକେ ପୂର୍ ଓ କୋଲନରାରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । କେଉଁ କାରଣରୁ ନିଆଁ ଲାଗିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ। ଗୋଦାମରେ ମୂଲ୍ୟବାନ କାଗଜ ଓ ଜରି ଥିଁବା ଯୋଗୁଁ ନିଆଁ ଲିଭିବା ନା ଧରୁନି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ୟୁନିଟ୍-୧ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ: ୨ଟି ଦୋକାନ ଜଳି ପାଉଁଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର